REDUCE BELLY FAT – ନଡ଼ିଆ ତେଲ ରେ ଏହି ଜିନିଷ ମିଶାଇ ଲଗାନ୍ତୁ ୧୫ ଦିନରେ ମୋଟା ପେଟ ଗାଏବ ହୋଇଯିବ
ଅଧିକ ହେତୁ ମଧ୍ୟ୍ୟ ଶରୀର ରେ ଫେଟ ଅଂଶ ଜମିଯାଏ ତେଣୁ ଲୋକେ ଅଧିକ ମୋଟା ହୁଇଯାନ୍ତି ।ବର୍ତମାନ ସମସ୍ତ ଙ୍କ ଠାରେ ପ୍ରାୟତଃ ମୋଟପଣ ଅଧିକ ଦେଖାଯାଏ, ଲୋକ ମାନଙ୍କ ଓଜନ ବଢିବା କାରଣ ରୁ ଲୋକେ ଅନେକ ଚିନ୍ତାରେ ରହିଯାନ୍ତି ।
ଆଜି ଆପଣ ମାନେ ଆପଣଙ୍କ ମୋଟା ପଣ କମାଇବା ପାଇଁ ଏକ ହୋମ ରିମିଡି ବିଷୟ ରେ ଦେଖନ୍ତୁ ।ରିମିଡି ସମ୍ପୂର୍ଣ ପ୍ରାକୃତିକ ଅଟେ । ଏହି ଘରୋଇ ଉପଚାରକୁ ଆପଣ କିଛିଦିନ ବ୍ୟବହାର କରିବା ଦ୍ଵାରା ଆପଣଂକ ଶରୀର ର ଓଜନ କମିଯିବା ସହିତ ଆପଣ ସ୍ଲିମ ହୋଇଯାନ୍ତି । ତେବେ ଦେଖନ୍ତୁ ଏହି ଘରୋଇ ଉପଚାର ର ପ୍ରସ୍ତୁତି ଓ ବ୍ୟବହାର ବିଷୟ ରେ ।
ଆବଶ୍ୟକ ସାମଗ୍ରୀ :-
ଭେସଲିନ, ଭିକ୍ସ ଓ ସୋରିଷ ତେଲ
ପ୍ରସ୍ତୁତି ପ୍ରଣାଳୀ :-
ଆପଣ ନିଜ ଶରୀର ଫେଟ କୁ କମାଇବା ପାଇଁ ଯେଉଁ ଘରୋଇ ଉପଚାର ଜାଣିବେ ତାହା ପାଇଁ ଆପଣଂକୁ ପ୍ରଥମେ ଭେସଲିନ ଓ ଭିକ୍ସର ଆବଶ୍ୟକତା ପଡିବ । ଆପଣ ଏକ ପାତ୍ର ରେ ସମାନ ପରିମାଣ ରେ ଭିକ୍ସ ଓ ଭେସଲିନ ନିଅନ୍ତୁ ଏବଂ ଏଥିରେ ଆପଣ ଏକ ଚାମୋଚ ସୋରିଷ ତେଲ ଦେଇ ତାହାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଏହି ସମସ୍ତ ସାମଗ୍ରୀ କୁ ମିକ୍ସ କଲେ ଏହା ଜେଲି ପରି ହୋଇଯିବ । ବର୍ତମାନ ଆପଣଂକ ର ଏହି ଘରୋଇ ଉପଚାର ପ୍ରସ୍ତୁତ ହୋଇ ଗଲା ।
କିପରି ବ୍ୟବହାର :-
ଏହି ମିଶ୍ରଣ କୁ ଆପଣଂକ ଶରୀର ର ଯେଉଁ ଜାଗା ରେ ଫେଟ ଅଧିକ ଜମିଛି ବୋଲି ଆପଣ ଜାଣି ପାରୁଛନ୍ତି ସେହି ଜାଗା ରେ ଏହାକୁ ଆପଣ ଲଗାନ୍ତୁ ।ଏହି ମିଶ୍ରଣ କୁ ଫେଟ ଜମିଥିବା ସ୍ଥାନରେ ରାତି ସମୟ ରେ ହାଲକା ଭାବରେ ଲଗାଇ ଦିଅନ୍ତୁ, ଆପଣ ଏହାକୁ ଅଧିକ ମସାଜ କରିବେ ନାହିଁ ।
ଏହି ମିଶ୍ରଣ ଲଗାଇ ସାରିବା ପରେ ଆପଣ ଏହି ସ୍ଥାନକୁ କଭର କରି ରଖନ୍ତି ଯେପରି ଏଥିରୁ ଝାଳ ବାହାରିବେ, ଝାଳ ବାହାରିବା ଦ୍ଵାରା ଫେଟ ଧୀରେ ଧୀରେ କମିଥାଏ । ଆପଣ ଯଦି ଏହି ଘରୋଇ ଉପଚାରଟି କୁ କିଛି ଦିନ ଲଗାତାର ବ୍ୟବହାର କରନ୍ତ ତେବେ ଆପଣଙ୍କ ଫେଟ ଧୀରେ ଧୀରେ କମିଯାଏ ଏବଂ ଆପଣ ସ୍ଲିମ ହୋଇଯାନ୍ତି ।
ଏହା ସହିତ ଆପଣ ଯଦି ପ୍ରତ୍ୟେକ ଦିନ ସକାଳ ଦୌଡିବା ସହିତ ଏକ୍ସସର ସାଇଜ କରନ୍ତି, କିମ୍ବା ଯଦି ଆପଣ କିଛି ଶାରୀରିକ ପରିଶ୍ରମ କରନ୍ତି ତେବେ ଆପଣଙ୍କ ଫେଟ କମିଯାଏ । ଏହା ସହିତ ଆପଣ ଆପଣଙ୍କ ଜୀବନ ଶୈଳୀରେ ପରିବର୍ତନ କରିବା ଉଚିତ,
ନିଜର ଖାଦ୍ୟ ପେୟରେ ମଧ୍ୟ ଚେଞ୍ଚ କରିବା ଆବଶ୍ୟକ ଯାହାଦ୍ୱାରା ଆପଣଂକ ଶରୀରର ଓଜନ କମିଯାଏ । ଏହି ସମସ୍ୟା ପାଇଁ ଆପଣ କେବେ ଔଷଧ ବ୍ୟବହାର କରନ୍ତୁ ନାହିଁ, ଏହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇ ଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।