ଓଃ..କି..ଡ୍ୟାନ୍ସ…ପାର୍ବତୀ ଗଣନାଟ୍ୟରେ ସିରିଏଲ ନାୟିକା ଝିଲି କଲେ ଜବରଦସ୍ତ ହଟ ଡ୍ୟାନ୍ସ,ଦେଖିଲେ ନିଜକୁ ସମ୍ଭାଳି ପାରିବେନି। ମାତ୍ର ୪ ଘଣ୍ଟାରେ 245k ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ…..
ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଆଗ ଧାଡିରେ ଥିବା ଅଭିନେତା ଓ ଅଭିନେତ୍ରୀ ମାନେ ଅନେକ ଷ୍ଟେଜ ପ୍ରଗ୍ରାମ କୁ ମଧ୍ୟ ଯାଇ ଥାଆନ୍ତି । ଆଉ ବଡ଼ ବଡ଼ ସେଲିବ୍ରେଟି ଙ୍କୁ ପାଖରେ ଦେଖି ଦର୍ଶକ ମଧ୍ୟ ଖୁବ ଖୁସି ଅନୁଭବ କରି ଆହୁରି ଉତ୍ସାହିତ ହୋଇ ଯାଆନ୍ତି ।
ତେବେ ଆପଣ ମାନେ ତ ଜାଣି ଥିବେ ବର୍ତ୍ତମାନ ସମୟ ରେ କାଳୀ ପୂଜା ପାଇଁ ଅନେକ ଜିଲ୍ଲା ରେ କାଳୀ ପୂଜା ମେଳା ବସିଛି ଆଉ ଏହି ମେଳା ରେ ଯାତ୍ରା ମଧ୍ୟ ହୋଇ ଥାଏ । ଆଉ ଏହି ଯାତ୍ରା ଷ୍ଟେଜ ରେ ଅନେକ ବଡ଼ ବଡ଼ କଳାକାର ମଧ୍ୟ ଅତିଥି ରୂପେ ଆସି ଥାଆନ୍ତି ଆଉ ବର୍ତ୍ତମାନ ସମୟ ରେ ସେଭଳି ଏକ କଳାକାର ଙ୍କୁ ଯାତ୍ରା ଷ୍ଟେଜ ରେ ଦେଖିବା ପାଇଁ ମିଳିଛି ।
ଟିଭି ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟା କରି କଳାକାର ମାନେ ନିଜର ଅଲଗା ପରିଚୟ ସୃଷ୍ଟି କରିବା ରେ ସଫଳ ହୋଇଛନ୍ତି । ବିଶେଷ କରି ଅଭିନେତ୍ରୀ ମାନେ ନିଜର ଷ୍ଟାଇଲ, ଲୁକ ଓ ପର୍ଶନାଲିଟି ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଦର୍ଶକ ମାନେ ମଧ୍ୟ କଳାକାର ମାନଙ୍କ ର ଅଭିନୟ କୁ ବେଶ ପ୍ରଶଂସା କରିବା ସହ ବହୁତ ସାରା ଭଲ ପାଇବା ଦେଇଛନ୍ତି । ଆଜି କାଲି ଘରେ ଘରେ ଲୋକ ମାନେ ଟିଭି ସିରିଏଲ ଦେଖିବା କୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ।
ଆପଣ ମାନ ଙ୍କୁ ସିରିଏଲ ଅଭିନେତ୍ରୀ ଝିଲିଙ୍କ ରିୟଲ ଲାଇଫ ପରିବାର । ଆପଣ ମାନେ ଜି ସାର୍ଥକ ଚ୍ଯାନେଲ ରେ ପ୍ରସାରିତ ହେଉଥିବା ସିରିଏଲ “ଝିଲିକ” ନିଶ୍ଚିନ୍ତ ଭାବେ ଦ୍ଖୁଥିବେ । ଏହି ସିରିଏଲରେ ଲିଡ ଭୂମିକା ରେ ଅଭିନେତ୍ରୀ ଝିଲିକ ଅଭିନୟ କରୁଛନ୍ତି ଯାହାଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ତାଙ୍କର ଅଭିନୟ କୁ ଦର୍ଶକ ମାନେ ବେଶ ପସନ୍ଦ କରୁଛନ୍ତି ।
ତାଙ୍କର ଅଭିନୟ ଏତେ ଦମଦାର ହୋଇଛି ଯାହା ପାଇଁ ଏହି ସିରିଏଲ ଟି ବେଶ ଆଗକୁ ବଢିବା ରେ ଲାଗିଛି । ଏହି ସିରିଏଲ ରେ ଲିଡ ନାୟକ ଭାବେ ଅଭିନେତା ଆଦି ଯିଏ ଜୀବନ ସାଥି ସିରିଏଲ ରେ ଅଭିନୟ କରୁଥିଲେ ନଜର ଆସୁଛନ୍ତି ।
ଅଭିନେତ୍ରୀ ଝିଲିଙ୍କ ରିୟଲ ନାମ ହେଉଛି ନିକିତା ମିଶ୍ର । ସେ କଟକ ରେ ତାଙ୍କ ପୁରା ପରିବାର ସହ ରହୁଛନ୍ତି ।ତାଙ୍କର ଅଭିନୟ ଯାଦୁରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ଟିଭି ଇଣ୍ଡଷ୍ଟ୍ରି ରେ ମଧ୍ୟ ନିକିତା ମିଶ୍ର ନିଜର ଅଲଗା ପରିଚୟ ସୃଷ୍ଟି କରିଛନ୍ତି ।
ସେ ତାଙ୍କ ପୁରା ପରିବାର ସହ ବହୁତ ମଜାମସ୍ତି କରିବା ସହ ନିଜର ଅଧିକ ସମୟ ପରିବାର ଲୋକଙ୍କ ସହ ବିତାଇବା କୁ ପସନ୍ଦ କରନ୍ତୁ । ଆଗକୁ ଅଭିନେତ୍ରୀ ନିକିତା ମିଶ୍ର ଏମିତି ତାଙ୍କର ଅଭିନୟ ଜାରି ରଖିବେ ବୋଲି ଆଶା କରୁଛୁ । ନିକିତା ଯାତ୍ରା ଷ୍ଟେଜ ରେ ନିଆଁ ଲଗାଇ ଦେଇଥିଲେ ଏମିତି ଡାନ୍ସ କରିଲେ ଦର୍ଶକ ମାନେ ନାଚି ବାକୁ ଲାଗିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।