viral video – ମୁଁ କ’ଣ ଗୋଟିଏ ପରେ ଗୋଟିଏ ଡ୍ରେସ୍ ଖୋଲି ପୂରା ଦେଖାଇଛି କି !ଏମିତି କହିଲେ ରାଣୀ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଅନେକ ପ୍ରକାରର ଭିଡିଓ ଭିତରୁ ଆଜି ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହାର କମାଲ ସବୁଠୁ ନିଆରା ଅଟେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଯାତ୍ରା ମଞ୍ଚରେ ନିଜର ଏକ୍ଟିଙ୍ଗ ଆଉ ଡାନ୍ସ ର କମାଲ ରେ ସମସ୍ତଙ୍କୁ ବେଶ ଆକୃଷ୍ଟ କରେଇଛନ୍ତି ଅଲିଉଡ ଇଣ୍ଡୋଷ୍ଟ୍ରି ର ଜଣେ ବେଶ ଜଣାଶୁଣା ଓଡ଼ିଆ ଏକ୍ଟର ଓ ଚୁଲବୁଲି ନାୟିକା ଜିନା ସାମଲ |
ଆଉ ନିଜର ଅଭିନୟ ର ଝଲକ ଦେଖାଇ ସମସ୍ତଙ୍କୁ ତାଙ୍କ ଆଡକୁ ଆକୃଷ୍ଟ କରେଇବାକୁ ଲାଗି ପଡିଛନ୍ତି ଜିନା | ଆଉ ଯାହା ଉପସ୍ଥିତ ଦର୍ଶକ ମାନଙ୍କୁ ମଧ୍ୟ ବେଶ ପସନ୍ଦ ଆସିଛି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ଦମଦାର ଭିଡିଓ ଉପରେ ଟିକିଏ ନଜର ପକାଇବା |
ତେବେ ଯାହା ଜଣା ପଡିଛି ଭାଇରାଲ ହେଉଥିବା ଭିଡିଓ ଟି ହେଉଛି ଗୌପଡା ଯାତ୍ରା ସାଇ ସମ୍ରାଟ ର ମହାମଞ୍ଚ କଥା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସାଇ ସମ୍ରାଟ ର ମହା ମଞ୍ଚ ରେ ମୁଖ୍ୟ ଅତିଥି ଭାବରେ ଯାଇଛନ୍ତି ଜିନା ସାମଲ | ଆଉ ଯାହା ଦେଖିବାକୁ ମିଳିଛି କି ନିଜର ଯାଦୁ ଦେଖାଇ ଦର୍ଶକ ମାନଙ୍କର ମନରେ ଏକ ସ୍ୱତନ୍ତ୍ର ଜାଗାବନାଇ ପାରିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ |
ଆଉ ଷ୍ଟେଜ ଉପରେ ନିଜର ପରଫୋମେନ୍ସ ଦେଖାଇ ସନସ୍ତଙ୍କର ମନ ମଧ୍ୟ ଜିତି ପାରିଛନ୍ତି ସେ |ଆଉ ଯେଉଁଠି ଦେଖିବାକୁ ମିକିଛି କି ଜିନା କୁ ଦେଖିବା ପାଇଁ ହଜାର ହଜାର ଦର୍ଶକ ମାନଙ୍କ ର ଭିଡ଼ ମଧ୍ୟ ଲାଗିଥିଲା | ଆଉ ଦର୍ଶକ ମାନେ ମଧ୍ୟ ତାଙ୍କର ଅଭିନୟ ସହିତ ଗୀତ ଆଉ ନାଚ କୁ ଦେଖିବା ପାଇଁ ବହୁତ ଆଗ୍ରହ ର ସହିତ ମଧ୍ୟ ଅପେକ୍ଷା କରିକି ବସିଥିବାର ଦେଖୁବାକୁ ମିଳିଥିଲା |
ଆଉ ଏଠାରେ ସେହିଭଳି ଏକ ଭିଡିଓ ଦେଖିବାକୁ ମିଳିଛି | ଆଉ ଯେଉଁଠି ଦେଖା ଯାଇଛି କି ଜିନା ସାମଲ ପ୍ରଥମେ “ରାମା ରେ ରାମା ରେ ରାମା ରେ ” ଗୀତ ଟିକୁ ଗାଇ ଦର୍ଶକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି ବୋଲି କୁହା ଯାଉଛି |
ଆଉ ଗୀତ ପରେ ଚୁଳ ବୁଲି ନାୟିକା ଜିନା ତାଙ୍କର କିଛି ଅଭିନୟ ର ଯାଦୁ ଦେଖାଇବାକୁ ଲାଗିଥିଲେ | ଆଉ ସେହି ଅଭିନୟ ଦେଖିବା ପରେ ଦର୍ଶକ ମାନେ ମଧ୍ୟ ତାଙ୍କ ଆଡକୁ ଆକୃଷ୍ଟ ହେବାକୁ ଲାଗିଥିଲେ | ଆଉ ଜିନା ଙ୍କୁ ବହୁତ ଭଲ ପାଇବା ମଧ୍ୟ ଦେଇଥିବାର ଦେଖିବାକୁ ମିଳିଥିଲା | ଆଉ ଜିନା ଙ୍କର ଏହି ପରଫୋମେନ୍ସ କୁ ସମସ୍ତ ଦର୍ଶକ ମାନେ ମଧ୍ୟ ପ୍ରସଂଶା କରିବାକୁ ଲାଗିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାକୁ ଲାଗିଛି
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।