Exclusive : ସାଙ୍ଗ ସାଙ୍ଗ କହି ସାଙ୍ଗ ସ୍ତ୍ରୀକୁ ପଟେଇ ଶୋଇଲା, ଆଉ ତା ପରେ କଲା ଏମିତି… ଏ ନେଇ କଣ କହୁଛନ୍ତି ଶାଶୁ, ଦେଖନ୍ତୁ Video

0 146

ଦିନକୁ ଦିନ ଆମର ସମାଜ କଳୁଷିତ ହେବାରେ ଲାଗିଛି । ଉଭୟ ବିବାହିତ ଯୁବକ ଓ ଯୁବତୀମାନେ ବିବାହ ପୂର୍ବରୁ ଗଣ୍ଡା ଗଣ୍ଡା ପାର୍ଟନର ପରିବର୍ତ୍ତନ କରିବା ସହ ହୋଟେଲ, ଲଜ୍ ଯାଇ ରାତି କଟାଉଛନ୍ତି । ସେହିପରି ବିବାହ ପରେ ମଧ୍ୟ ଏହି ଘଟଣା ଆହୁରି ଅଧିକ ବଢ଼ୁଥିବା ଦେଖାଯାଉଛି । କେଉଁଠି ସ୍ୱାମୀ ପର ନାରୀ ସହ ରାତି ବିତାଉଛି ତ କେଉଁଠି ସ୍ତ୍ରୀ ପର ପୁରୁଷ ସହ ଶାରୀରିକ ସମ୍ପର୍କ ରକ୍ଷା କରୁଛି ।

ତେବେ ଆଜିକାଲି ରିଲେସନସିପରେ ରହିବା, ଶାରୀରିକ ସମ୍ପର୍କ ରଖିବା, ଧୋକ୍କା ଦେବା, ଟଙ୍କା ଲୁଟିବା, ଧୋକ୍କା ଦେବା, ହତ୍ୟା କରିବା, ଥାନାକୁ ଦୌଡ଼ିବା ଏକ ସାଧାରଣ କଥାରେ ପରିଣତ ହୋଇଗଲାଣି । ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଜଣେ ଯୁବକ ଲଭ୍ ମ୍ୟାରେଜ କରିଥିବା ବେଳେ ଏବେ ତାଙ୍କର ସ୍ତ୍ରୀ ପର ପୁରୁଷ ସହ ରାତି ବିତାଉଥିବା ସେ ଅଭିଯୋଗ କରିଛନ୍ତି ।

ପୀଡ଼ିତ ଯୁବକ କହିଛନ୍ତି, ତାଙ୍କର ନିଜ ସ୍ତ୍ରୀ ଅନ୍ୟ ଜଣେ ତାଙ୍କ ସାଙ୍ଗ ସମ୍ପର୍କୀୟ ଯୁବକଙ୍କ ସହ ରାତି ବିତାଉଛି । ଏକଥାକୁ ସେ ସହ୍ୟ କରି ନପାରି ତାଙ୍କ ସ୍ତ୍ରୀଙ୍କୁ ବୁଝାଇଥିଲେ ହେଁ ସେ ବୁଝି ନଥିଲେ । ଶେଷରେ ଥାନାକୁ ବାରମ୍ବାର ଦୌଡ଼ିବା ପରେ ବି ତାଙ୍କୁ ନ୍ୟାୟ ମିଳିନଥିଲା ।

ପର ପୁରୁଷ ତାଙ୍କ ସ୍ତ୍ରୀଙ୍କୁ ଆସ ଏକାଠି ରାତି ବିତାଇବା, ସେକ୍ସ କରିବା ବୋଲି ଡାକୁଥିବା ରେକର୍ଡିଂ ତାଙ୍କ ପାଖରେ ଅଛି । ସବୁ ଆଇନ ନାରୀଙ୍କ ପାଇଁ, ପୁରୁଷଙ୍କ ପାଇଁ କିଛି ନାହିଁ ବୋଲି ହତାଶଭରା କଣ୍ଠରେ କାନ୍ଦି କାନ୍ଦି ପୀଡ଼ିତ ଯୁବକ ଜଣଙ୍କ କହିଛନ୍ତି ।


ଶେଷରେ ତାଙ୍କର ଶାରୀରିକ ସମ୍ପର୍କ ସ୍ଥାପନ କରିବା ପାଇଁ ସ୍ୱାମୀ ଙ୍କୁ ମିଛ କେଶ୍ ରେ ଜେଲ କୁ ପଠେଇ ଦେଇଥିଲେ ।ଶେଷରେ ତାଙ୍କ ଘର କୁ ଛାତ ଉପରରୁ ରୁମ୍ କୁ ଲୁଚି ଯାଇଥିଲା । ସାଙ୍ଗ ସାଙ୍ଗ କହି ଶେଷ ରେ ସ୍ବାମୀ ର ସାଙ୍ଗ ପାଖରେ ସ୍ତ୍ରୀ ସୋଇଥିଲା ଓ ମିଛ କହି ସ୍ୱାମୀକୁ ଜେଲ୍ ପଠାଇଥିଲେ ।

ତାଙ୍କ ସ୍ଵାମୀ ର ସାଙ୍ଗ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ସେ ସିନା ମୋ ପୁଅ କୁ ବିବାହ କରିଥିଲେ କିନ୍ତୁ ତା ସାଙ୍ଗ ଚନ୍ଦନ ସହିତ ଶାରୀରିକ ସମ୍ପର୍କ ରଖି ରାତି ବିତାଉଥିଲେ ।ମୋ ପୁଅ ନା ରେ ସିନ୍ଦୁର ପିନ୍ଧି ତ ସାଙ୍ଗ ପାଖରେ ସିନ୍ଦୂର କୁ ବନ୍ଧା ପକେଇଥିଲା ।

ଚନ୍ଦନ ଦାସ ସେ ମଣିଷ ନୁହ ଗୋଟାଏ ରାକ୍ଷସ ଟା ମୋ ପୁଅ ସହ ସାଙ୍ଗ ର ଅଭିନୟ କରି ମୋ ବୋହୂ ଉପରେ ଖରାପ ନଜର ପକେଇଲା। ସାଙ୍ଗ ନାରେ ସେଇଟା ଗୋଟିଏ ସଇତାନ ମୋ ପୁଅ ସହ ସାଙ୍ଗ ହୋଇ ମୋ ସଂସାର କୁ ବର୍ବାଦ କରିଦେଲେ । ସେ ସଇତାନ ସାଙ୍ଗ ଓ ନଷ୍ଟ ଚରିତ୍ର ହିନ ବୋହୁ ମିଶି ମୋ ପୁଅକୁ ମାରି ମାରି ବଞ୍ଚିବା କୁ ଛାଡ଼ି ଦେଇଛନ୍ତିଁ। ସାଙ୍ଗ ସହିତ ରାତି କାଟିବ ବୋଲି ସେ ମୋ ପୁଅ କୁ ମିଛ କେଶ୍ ରେ ଫସେଇ ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.