viral ଅଡିଓ – ମୋ ଶ୍ୱଶୁର ରାତିରେ ମୋ ବେଡ଼ room କୁ ପଶୁଛନ୍ତି ଏମିତି କହିଲେ ବହୁ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 517

ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଛିଟା। ମାମୁଁ ଭାଣିଜୀ ଯେଉଁ ସମ୍ପର୍କକୁ ବାପା ଝିଅଙ୍କ ସମ୍ପର୍କ ବୋଲି କୁହାଯାଏ ସେହି ସମ୍ପର୍କ ପରିଣୀତ ହେଲା ପାପ ସମ୍ପର୍କରେ। ମାମୁଁ ଭାଣିଜୀ ସହ ଏମିତି ପ୍ରେମ ଗପ ଗପୁଛନ୍ତି ଯେ ଶୁଣିଲେ କାନ ଛିଣ୍ଡି ପଡିବ।

ମାମୁଁ ଭାଣିଜୀକୁ କହୁଛନ୍ତି ତୁ ଶାଢୀରେ ଭାରି ସୁନ୍ଦର ଲାଗୁଛି ତତେ ଦେଖିଲେ ଭାରି ଖୁସି ଲାଗୁଛି ତୁ ଆଉ ଟିକେ ମୋଟା ହଉନୁ। ମାମୁର ପ୍ରଶଂସାରେ ଭାଣିଜୀ ପୁରା ଖୁସିରେ ଫାଟି ପଡୁଛି। କେବଳ ଏତିକିରେ କଥା ସରିନି ଫୋନ କଲରେ ମାମୁଁ ଭାଣିଜୀ ଅସଭ୍ୟ ଭଳି କଥା ହେଉଛନ୍ତି।

ମାମୁଁ ଦେଖା କରିବା କଥା କହୁଛନ୍ତି। ମୁଁ ଯିବି ତତେ ଦେଖା କରିବି। ଭାଣିଜୀ ମଧ୍ୟ ମାମୁଙ୍କ ଆସିବା କଥା ଶୁଣି ଏକ ଦମ ଖୁସୀ।ଆଉ ଖୁସିରେ ଗଦ ଗଦ ହେଇ ଭାଣିଜୀ ମାମୁଁ ଆଗରେ ଶାଶୁ ଘର ପରିବାରର ଗୁମର ଖୋଲି ଦେଉଛି ।

ଧୀରେ ଧୀରେ ସମାଜ ଏଇଭଳି କିଛି ବ୍ୟକ୍ତିଙ୍କ ପାଇଁ କଳୁଷିତ ହେଉଥିବା ଏବେ ଲୋକେ କହୁଛନ୍ତି। ଯିଏ ବି ଏହି ମାମୁଁ ଭାଣିଜୀଙ୍କ ପ୍ରେମ ଆଳାପର ଅଡିଓ ଶୁଣୁଛନ୍ତି ସେ କହିଛନ୍ତି କେତେ ଅଲାଜୁକ ଏ ମାମୁଁ ଭାଣିଜୀ। ପବିତ୍ର ସମ୍ପର୍କକୁ ଅଭଦ୍ର ମାମୁଁ ଭାଣିଜୀ କଳଙ୍କିତ କରୁଥିବା ଲୋକେ ନା ନା କଥା କହିଛନ୍ତି।

ତେବେ ଏହି ଅଡିଓଟି କିଏ ଭାଇରାଲ କରିଛି ତାହା ଜଣା ପଡିନଥିବା ବେଳେ ମାମୁଁ ଭାଣିଜୀଙ୍କ ଏ ଚୋରା ପୀରତି ବର୍ତ୍ତମାନ ଦାଣ୍ଡରେ ପଡି ହାତରେ ଗଡୁଛି। ଲୋକେ ଏହି ଦୁଇ ଅଲାଜୁକ ମାମୁ ଭାଣିଜୀଙ୍କୁ ଜାଛାତା କଥା କହୁଛନ୍ତି।

କେବଳ ଏତିକିରେ କଥା ସରିନି ଆଜ୍ଞା ମାମୁଁ ଭାଣିଜୀକୁ ଅଧିକ ପଟେଇ ବାକୁ ଯାଇ ଭାଣିଜୀର ଘର ଭାଙ୍ଗୁଥିବା ମଧ୍ୟ ଏହି ଅଡିଓରେ ଶୁଣିବାକୁ ମିଳୁଛି। ସେପଟେ ଭାଣିଜୀ ମାମୁଁ ପ୍ରେମରେ ଏତେ ପାଗିଳି ଯେ ନିଜ ସ୍ୱାମୀର ଟିକନିଖ ଗୁମର ମାମୁକୁ କହୁଛି। ମାମୁଁ କୁ କହୁଛି ମୋ ସ୍ୱାମୀ କହୁଛନ୍ତି ମୁଁ କୁଆଡେ ଭଲ ଦେଖିବାକୁ ନୁହେଁ ଆଉ ଅଲଜ୍ୟା ମାମୁଁ କହୁଛନ୍ତି ନା ନା ତୁ ବହୁତ ସୁନ୍ଦର ତତେ ଯିଏ ଦେଖିବ ସେ ଖୁସି ହେଇଯିବ ତୁ ତ ଶାଢୀରେ ଅଧିକ ସୁନ୍ଦର ଲାଗୁ। ମାମୁଁ ଭାଣିଜୀର ସ୍ୱାମୀ ବିରୋଧରେ ଭାଣିଜୀକୁ ଉସୁକାଇ ଭାଣିଜୀର ସ୍ୱାମୀ ନାଁରେ ଅନେକ କଥା କହୁଛି। ମାମୁଁ କହୁଛନ୍ତି ତାଙ୍କର ଖାଲି ଟଙ୍କା ଦରକାର ତୁ ମୋତେ ଚିନ୍ତା କରନା ମୁଁ ଅଛି ନା ତୁ ଖାଲି ଖାଇ ପିଇକି ମୋଟା ହେଇଗଲୁ।

ମାମୁଁ ଭାଣିଜୀଙ୍କ ଏହି ଅଡିଓ ବର୍ତ୍ତମାନ ଏ ମୋବାଇଲ ରୁ ସେ ମୋବାଇଲକୁ ଘୁରି ବୁଲୁଛି ଅଡିଓ ଯିଏ ଶୁଣୁଛି ସେ କହୁଛି ରାମ ରାମ କି ଯୁଗ ହେଲା ମାମୁଁ ଭାଣିଜୀ ବାପା ଝିଅଙ୍କ ଭଳି ପବିତ୍ର ସମ୍ପର୍କ କୁ ଏ ଅଭଦ୍ର କଳଙ୍କିତ କରୁଛନ୍ତି। ସେପଟେ ଲୋକେ ଆହୁରି କହୁଛନ୍ତି କି ଏହି ମାମୁଁ ଭାଣିଜୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଉଚିତ କାରଣ ଏହି ମାମୁଁ ଭାଣିଜୀଙ୍କ ଅଭଦ୍ର କଥା ବାର୍ତା ଓ ଚୋରା ପୀରତି ସମାଜ ଉପରେ କୁ ପ୍ରଭାବ ପକାଇବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.