ଛିଃ…ଛିଃ…ଲଜ୍ୟା ଛାତ୍ର କୁ ନେଇ ଟିଉସନ ଦିଦି ଫେରାର,ଦେଖିଲେ ଆଶ୍ଚର୍ଯ୍ୟହୋଇଯିବେ …ଦେଖନ୍ତୁ viral ଭିଡ଼ିଓ ଟିକୁ
ଛାତ୍ର କୁ ନେଇ ଟିଉସନ ଦିଦି ଫେରାର ହୋଇଥିବା ଅଭିଯୋଗ କରିଛନ୍ତି ଛାତ୍ର ର ଘର ଲୋକେ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ନାହାକପଡା ଗ୍ରାମର ସାରଥ ନାହାକ ଙ୍କ ଏକ ମାତ୍ର 17 ବର୍ଷ ର ପୁଅ ରାନୁ ନାହାକ 2020 ମସିହା ରେ ଦଶପଲ୍ଲା ବାଳକ ଉଚ୍ଚ ବିଦ୍ୟାଳୟ ରେ ଟିୟୁଷନ କରିବା ପାଇଁ ଦଶପଲ୍ଲା ସ୍ଥିତ ନରସିଂହ ପୁର ଗ୍ରାମ ର ଟି ଶିକ୍ଷୟତ୍ରୀ ନମିତା ନାଏକ ଙ୍କ ପାଖ କୁ ଯାଉ ଥିବା ବେଳେ ଦିଦି ନିଜ ପ୍ରେମ ଜାଲ ରେ 17 ବର୍ଷ ର ନା ବାଳକ ରାନୁ କୁ ପ୍ରେମ ଜାଲ ରେ ଫସି ଥିବା ରାନୁ ଘର ଲୋକେ ଅଭିଯୋଗ କରିଛନ୍ତି।ପୂର୍ବ ରୁ ବାରମ୍ବାର ରାନୁ ର ବାପା ଟିଉସନ ଦିଦି ଙ୍କ ନମିତା ଙ୍କ ଠାରୁ ନିଜ ପୁଅ କୁ ଦୂରେଇ ରଖିବା ପାଇଁ ନୟାଗଡ ସ୍ଥିତ ବିକାଶ ଟିୟୂଟରୀୟାଲ ହଷ୍ଟେଲ ରେ ରହି ଦର୍ପାନ ରୟାନ ପୁର ମହା ବିଦ୍ୟାଳୟ ରେ +୨ ଦ୍ୱିତୀୟ ବର୍ଷ ରେ ପାଠ ପଢୁ ଥିଲେ ହେଲେ ଟିୟୁସନ୍ ଦିଦି ମଧ୍ୟ ସେହି ହଷ୍ଟେଲ କୁ ମଧ୍ୟ ଦେଖା କରିବା କୁ ବାରମ୍ବାର ଆସି ରାନୁ କୁ ନେଇ ଫେରାର ହୋଇ ଯାଇଛନ୍ତି।
ଶ୍ୱଶୂର ଙ୍କୁ ତାଲା ପକାଇ ବୋହୂ ଫେରା ର । ଛାତ୍ର ଙ୍କୁ ଧରି ଟିଉସନ ଦିଦି ଛୁ ଦୁଇଟି ଘଟଣା ଦୁଇଟି ଏତଲା ହେଲେ ମହିଳା ଜଣେ । ଦଶପଲ୍ଲା ରେ ଦିଦି, ଭୁବନେଶ୍ୱର ରେ ବୋହୂ । ଏହି ଘଟଣା କୁ ନେଇ ରାଜଧାନୀ ଭୁବନେଶ୍ୱର ରେ ଚର୍ଚ୍ଚା ।
ଛାତ୍ର ଙ୍କୁ ନେଇ ଦିଦି ଫେରାର ପରେ ଏବେ ଥାନା ରେ ଦ୍ୱାରସ୍ଥ ହୋଇଛନ୍ତି ଛାତ୍ର ଙ୍କ ପରିବାର ଲୋକ। ଦୁଇ ଜଣ ଙ୍କୁ ଖୋଜିବା କୁ ପୋଲିସ ତନାଘନା ଚଳାଇଛି। କୁଆଡେ ଗଲେ ଦିଦି ଓ ଛାତ୍ର। ଟିଉସନ ଦିଦି ଛାତ୍ର ଙ୍କୁ ପାଠ ପଢ଼ାଉଥିବା ବେଳେ ଭଲ ପାଉଥିଲେ । ଗତକାଲି ତାଙ୍କ ପୁଅ କୁ ଟିଉସନ ଦିଦି କୂଆଡ଼େ ନେଇ ପଳାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ନାହାକପଡା ଗାଁର ସାରଥ ନାହାକ ଙ୍କ ପୁଅ କୁ ଟିଉସନ ଦିଦି ନେଇ ଫେରାର ହୋଇଯାଇଛନ୍ତି ।ଅନ୍ୟ ପଟେ ଭୁବନେଶ୍ୱର ଏୟାରପୋର୍ଟ ଥାନାରେ ଆଉ ଏକ ଅଭିଯୋଗ ହୋଇଛି । ଘରେ ଶ୍ୱଶୁରକୁ ତାଲା ପକାଇ ବୟଫ୍ରେଣ୍ଡ ସହ ବୋହୂ ଫେରାର ।
ଥାନାରେ ଅଭିଯୋଗ କଲେ ସ୍ୱାମୀ ଓ ଶ୍ୱଶୁର। ୧୦ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଦେଢ଼ ଲକ୍ଷ ନଗଦ ଟଙ୍କା ନେଇ ବୋହୂ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଗତ ଫେବୃୟାରୀ ମାସରେ ଗଙ୍ଗନଗରର ସନ୍ଦୀପ ନାୟକ ଦଶପଲ୍ଲାର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ସ୍ୱାମୀ ଅଫିସ ଯାଇଥିବା ସମୟରେ ବୟ ଫ୍ରେଣ୍ଡ ସହ ଫେରାର ହେଇଯାଇଛନ୍ତି ବୋହୂ। ଏୟାରପୋର୍ଟ ଥାନାରେ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।