ଛିଃ…ଛିଃ…ଲଜ୍ୟା,ମୁଁ ଗଳିକି ଦେଖିଲା ବେଳକୁ ଗୋଟିଏ ଖଟରେ ବିନା କପଡାରେ ଥିଲେ ମୋ ସ୍ୱାମୀ ଓ ତାଙ୍କ ଖୁଡି …ଦେଖନ୍ତୁ viral ଭିଡ଼ିଓ ଟିକୁ….
ଆପଣ ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ ଅନେକ ଖବର ଶୁଣିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଏମିତି ଏକ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣ ଦୁଃଖ ପ୍ରକାଶ କରିବେ |ପ୍ରେମ କରି ଶରୀରକ ସମ୍ପର୍କ ରଖିଲେ ପରେ ବାଧ୍ୟ ହୋଇ ବାହା ମଧ୍ୟ ହେଲେ ମାତ୍ର ବାହାଘର ଚାରିଦିନ ପରେ ଛାଡି ପଳେଇଲେ ସ୍ୱାମୀ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |
ଦୀର୍ଘ ସାତ ବର୍ଷ ଧରି ପ୍ରେମ କଲେ ପରେ ବାଧ୍ୟ ହୋଇ ବାହା ମଧ୍ୟ ହେଲେ ମାତ୍ର ବାହାଘର ଚାରିଦିନ ପରେ ଛାଡି ପଳେଇଲେ ସ୍ୱାମୀ |ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଖଲିକୋର୍ଟ ଥାନା ଅନ୍ତର୍ଗତ ମଧୁରା ପଂଚାୟତର ସିଧାପଲ୍ଲୀ ଗ୍ରାମରେ |
ଏହି ସିଧାପଲ୍ଲୀ ଗ୍ରାମର ଲକ୍ଷଣ ବେହେରାଙ୍କ ପୁଅ ସୁବ୍ରତ ବେହେରାଙ୍କ ସହିତ ଏହି ଗ୍ରାମର ରଘୁନାଥ ବେହେରାଙ୍କ ଝିଅ ସନ୍ତୋଷିନୀ ବେହେରାଙ୍କ ମଧ୍ୟରେ ବିଦ୍ୟାଳୟରେ ପାଠ ପଢା ସମୟରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା |
ଓ ନିବିଡ଼ ରହିବା ସହିତ ବିବାହର ପ୍ରଲୋଭନ ଦେଖାଇ ସନ୍ତୋଷିନୀଙ୍କ ସହିତ ଶରୀରକ ସମ୍ପର୍କ ରଖିଥିଲେ ସୁବ୍ରତ |ଏମାନଙ୍କ ପ୍ରେମ ଘଟଣା ପ୍ରାଘଟ ହେବା ପରେ ଗ୍ରାମର କିଛି ଭଦ୍ର ବ୍ୟକ୍ତି ବୈଠକ କରି ଉଭୟଙ୍କ ବିବାହଗତ ଅକ୍ଟୋବର ମାସ 19 ତାରିଖରେ ସମ୍ପନ୍ନ କରିଥିଲେ |
କିନ୍ତୁ ଏହି ବିବାହରେ ସୁବ୍ରତଙ୍କ ବାପା ମା ଓ ତାଙ୍କର ପରିବାର ଲୋକ ରାଜି ନଥିଲେ ତେଣୁ ପରିବାର ଚାପରେ ସୁବ୍ରତ ଅସ୍ତବ୍ୟସ୍ତ ହୋଇ ବିବାହର ଚାରିଦିନ ପରେ ଅର୍ଥାତ ଚତୁର୍ଥୀ ଦିନ ରାତିରେ ନବ ବିବାହିତା ସ୍ତ୍ରୀକୁ ଛାଡି ଫେରାର ହୋଇ ଯାଇଥିଲା |ସୁବ୍ରତଙ୍କ ଅନୁପସ୍ଥିତିର ସଯୋଗ ନେଇ ଶଶୁର ଲକ୍ଷଣ, ଶାଶୁ ରଜନୀ, ଦିଅର କୃଷ୍ଣ ଓ ନଣନ୍ଦ ଗୀତାଞ୍ଜଳି ବହୁ ସନ୍ତୋଷିନୀଙ୍କୁ ମାନସିକଓ ଶାରୀରିକ ଯନ୍ତ୍ରଣା ସହିତ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କରୁଥିଲେ |
ଏହି ସବୁ ଯନ୍ତ୍ରଣା ସହି ନପାରି ସନ୍ତୋଷିନୀ ଖଲିକୋର୍ଟ ଥାନାରେ ନିଜର ସ୍ୱାମୀଙ୍କ ସହିତ ତାଙ୍କ ପରିବାର ଲୋକଙ୍କ ନାଁରେ ଅଭିଯୋଗ କରିଥିଲେ |ଏଇ ଅଭିଯୋଗ ନେଇ ଏ ପ୍ରଯ୍ୟନ୍ତ ପୋଲିସ କିଛି କରୁନାହାନ୍ତି ବୋଲି କହିଛନ୍ତି ସନ୍ତୋଷିନୀ,
ସେ ଦେଢ଼ମାସ ହେଲାନି ଶଶୁର ଘର ବାରଣ୍ଡାରେ ଧାରଣା ଦେଇଥିଲେ |ବର୍ତମାନ ଏକ ସପ୍ତାହ ହେଲା ଗାଁର କିଛି ଲୋକଙ୍କ ଉପସ୍ଥିତରେ ଶଶୁର ଘର କବାଟ ଭାଙ୍ଗି ଘରେ ଏକା ରହୁଛନ୍ତି ସନ୍ତୋଷିନୀ,ବାପ ଘର ଲୋକେ ଖାଇବାକୁ ଦେଲେ ଖାଉଛନ୍ତି ସନ୍ତୋଷିନୀ |
ସୁବ୍ରତ ନଫେରିବା ଯାଏଁ ସେ ଶଶୁର ଘର ଆଗରେ ଧାରଣ ଦେବେ ବୋଲି କୋହ ଭରା କଣ୍ଠରେ କହିଛନ୍ତି ସନ୍ତୋଷିନୀ,ସନ୍ତୋଷିନୀ ଥାନାରେ ଅଭିଯୋଗ କରିବା ପରେ ଏହି ମାମଲାକୁ ରୁଜୁକରି ହାତ ବାନ୍ଧି ବସିଛି ପୋଲିସ |ଏପ୍ରଯ୍ୟନ୍ତ ଅଭିଯୁକ୍ତଙ୍କୁ ଠାବ କରିନାହିଁ ପୋଲିସ,
ସେପଟେ ସନ୍ତୋଷିନୀଙ୍କ ଶଶୁର ଘର ଲୋକେ ସୁବ୍ରତଙ୍କ ଅନିଚ୍ଛା ସତେ ତାଙ୍କୁ ବାହାଘର କରିଛନ୍ତି ବୋଲି ଥାନାରେ ଅଭିଯୋଗ କରିଛନ୍ତି |ବର୍ତମାନ ସନ୍ତୋଷିନୀଙ୍କ ଶଶୁର ଘର ଆଗରେ ଧାରଣ ଦେବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।