Gas,Acidity – ସପ୍ତାହରେ ୨ଥର ପିଅନ୍ତୁ ( ଗ୍ୟାସ୍ ) ମୂଳରୁ ଶେଷ ହୋଇଯିବ |

0 179

ଗରମ ଦିନରେ ପେଟରେ ଗ୍ଯାସ ଭଳି ସମସ୍ଯା ଅଭୁତ ଯନ୍ତ୍ରଣା ଦେଇଥାଏ । ଯଦି ଆପଣଙ୍କ ପେଟ ସଫା ହେଉ ନାହି, ଖାଦ୍ୟ ଠିକ ଭାବେ ପାଚନ ହେଉ ନାହି, ପେଟ ଓ ଚଟି ଜ୍ଵଳନ ହେଉଛି, ଗ୍ଯାସ ଭଳି ସମସ୍ଯା ହେଉଛି ତେବେ ଆଯି ଆମେ ପଣଙ୍କ ପାଇଁ ଏକ ରେମେଡି ନେଇ ଆସିଛୁ । ଏହାର ଏକ ସପ୍ତାହ ଯାଏଁ ସେବନ କରିଲେ ଆପଣ ଙ୍କ ର ଗ୍ଯାସ ଜନିତ ସମସ୍ଯା ସଂପୂର୍ଣ୍ଣ ଭଲ ହୋଇଯିବ ।

ଆବଶ୍ୟକ ସାମଗ୍ରୀ:-

ପୋଦିନା ପତ୍ର, ଲେମ୍ବୁ ଓ ଅଦା

ପ୍ରସ୍ତୁତି ପ୍ରଣାଳୀ:-

ଏଥିପାଇଁ ଆବଶ୍ଯକ ରହିଛି ପୋଦିନା ପତ୍ର ଯାହା ଗରମ ଦିନ ରେ ଅଧିକ ବ୍ୟବହାର ହୋଇଥାଏ କାରଣ ଏହା ଆମ ଶରୀରକୁ ଥଣ୍ଡା ରଖିଥାଏ ।ଏହା ଆପଣ ଙ୍କ ପେଟ ରୋଗ ପାଇଁ ରାମବାଣ ଭଳି କାମ କରିଥାଏ । ୧୫ରୁ ୨୦ଟି ପୋଦିନା ପତ୍ରର ଆବଶ୍ୟକତା ରହିଛି । ଏହା ପରେ ଆବଶ୍ୟକ ରହିଛି ଲେମ୍ବୁ । ଏହି ୨ଟି ସାମଗ୍ରୀକୁ ଭଲ ଭାବେ ଧୋଇବା ସହ ଲେମ୍ବୁକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହା ପରେ ଆବଶ୍ୟକ ରହିଛି ଅଦା ।

ଏହି ରେମଡି କୁ ଦୁଇ ଦିନ ସେବନ କରିବା ପରେ ଦେଖିବେ ଆପଣଙ୍କ ପେଟ ସଫା ହୋଇଯିବ ଭୋକ ଠିକ ଭାବେ ଲାଗିବ ଓ ପେଟରେ ଥିବା ସବୁ ଗ୍ଯାସ ସଂପୂର୍ଣ୍ଣ ଭାବେ ଭଲ ହୋଇଯିବ । ଅଦାର ଚୋପା କାଢି ଏହାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ ।


ହଜମ ଶକ୍ତି ବଢିବା ସହ ଜଏଣ୍ଟ ପେନ, ଦ୍ରୁଷ୍ଟି ଶକ୍ତି ଓ ସ୍କିନ ପାଇଁ ବହୁତ ହଧିକ ଲାଭଦାୟକ ଅଟେ । ପ୍ରଥମେ ଏକ ଗ୍ଳାସ ପାଣିରେ ଏକ ଚାମଚ ପାନମଧୁରୀ ପକାଇ ପୂର୍ବ ରୁ ତିଆରି କରିଥିବା ସବୁ ସାମଗ୍ରୀ କୁ ପକାନ୍ତୁ । ଏହା ପରେ ଏହାକୁ ଭଲ ଭାବେ ମିକ୍ସ କରି ରାତି ସାରା ଢାଙ୍କି ଦିଅନ୍ତୁ ।

ସକାଳେ ଏହି ପାଣି ର ରମଙ୍ଗା ସଂପୂର୍ଣ୍ଣ ଭାବେ ବଦଳି ଯାଇଥିବ । ଏବେ ଏହି ପାଣି କୁ ଅନ୍ୟ ଏକ ପାତ୍ରରେ ଛାଣି ଦିଅନ୍ତୁ କଟା ଯାଇଥିବା ଲେମ୍ବୁ ର ରସ ସଂପୂର୍ଣ୍ଣ ଭାବେ ବାହାର କରନ୍ତୁ । ଏବେ ଆପଣ ଏହି ସାମଗ୍ରୀକୁ ନ ଫୋପାଡି ଏହାର ଆଉ ଥରେ ପ୍ରୟୋଗ କରି ପାରିବେ ।

ସେବନ :-

ଆପଣ ଏହାକୁ ସକଳେ ପନୟ ରେ ଭିଯାଇ ରଖି ସନ୍ଧ୍ୟା ସମୟ ରେ କରି ପାରିବେ । ଏବେ ଆସନ୍ତୁ ଜାଣିବା ଏହାର ସେବନ କିପରି କରିବେ । ସକାଳେ ଖାଲି ପେଟ ରେ ଏହି ପାଣି ସେବନ କରନ୍ତୁ ।ସନ୍ଧ୍ୟା ସମୟ ରେ ଆପଣ ଯେଉଁ ପାଣି ର ସେବନ କରିବେ ତାହ ଖାଦ୍ୟ ଖାଇବାର ଦୁଇ ଘଣ୍ଟା ପୂର୍ବରୁ ଏହାର ସେବନ କରନ୍ତୁ । ମାତ୍ର ଦୁଇ ଦିନ ମଧ୍ୟରେ ଆପଣ ଦେଖିବେ ଏହାର ଫାଇଦା କେତେ ଚମତ୍କାରୀ । ବେଷ୍ଟ ରେଜଲଟ ପାଇବା ପାଇଁ ଆପଣ ଏହାର ସେବନ ସପ୍ତାହ ଯାଏଁ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.