ରାତିରେ ୧ ଗ୍ଲାସ୍ ପିଅନ୍ତୁ ,ବାତ,ପିତ,କଫ, ଆଣ୍ଠୁଗଣ୍ଠି,ଡାଇବେଟିସ,ବ୍ଲଡ଼ ପ୍ରେସର୍,ଗ୍ୟାସ୍ |‌‌ ୧୨୦ ବର୍ଷ ବଞ୍ଚିବେ|କରନ୍ତୁ ଏହି ଉପାୟ….

0 795

ବ୍ୟସ୍ତ ବହୁଳ ଜୀବନ ରେ ଆପଣ ମାନେ କେତେ ବେଳେ କଣ ଖାଉ ଛନ୍ତି ବା କଣ କରୁଛେ ତାହା କେବେ କେବେ ଆପଣ ମାନେ ଭୁଲି ଯିବା କୁ ଲାଗିଥାନ୍ତି । ଯେଉଁଥି ପାଇଁ ଆପଣ ମାନେ କୁ ବାତ, ପୀତ ଆଣ୍ଠୁ ଗଣ୍ଠି ପରି ବିଭିନ୍ନ ପ୍ରକାର ରୋଗ ରେ ପଡିଥାଉ ।

ଯେଉଁଥି ପାଇଁ ଆଜି ଆପଣ ଙ୍କୁ କିଛି ଘରେଇ ଉପଚାର ବିଷୟ କହିବୁ ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣ ଙ୍କ 120 ବର୍ଷ ପୁରୁଣା ର ବାତ, ପୀତ, ଆଣ୍ଠୁ ଗଣ୍ଠି , ଓ କଲେଷ୍ଟର କୁ ମଧ୍ୟ କଂଟ୍ରୋଲ ରେ ରଖିବ । ତାହେଲେ ଆସନ୍ତୁ ଜାଣିବେଏହି ଘରେଇ ଉପଚାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣନ୍ତୁ ।

ଆବଶ୍ୟକ ଉପକରଣ :-

ଜିରା, ପାନ ମହୁରି, ଧଣିଆ

ଏହି ଘରେଇ ଉପଚାର ରେ ବିଭିନ୍ନ ପ୍ରକାର ରୋଗ ର ଉପସମ କରିପାରିବେ । ତେବେ ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କେବେଳ ଅଧା ଚାମଚ ଜିରା, ଅଧା ଚାମଚ ପାନ ମହୁରି ଓ ଅଧା ଚାମଚ ଧଣିଆ ନିୟନ୍ତୁ ଓ ଏହାକୁ ଆପଣ ଏକ ଗ୍ଲାସ ପାଣି ରେ ଭଲ ଭାବରେ ରାତି ସାରା ରଖନ୍ତୁ ଓ ତାପରେ ଏହାକୁ ଗୋଟିଏ ପାତ୍ର କୁ ଛାଣି ନିୟନ୍ତୁ ଏବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ।

ପ୍ରସ୍ତୁତି ପ୍ରଣାଳୀ :-


ଏହି ଘରେଇ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଙ୍କୁ ଏକ କଢ଼ା ନିୟନ୍ତୁ ଓ ତାପରେ ଆପଣ ରାତିରେ ସାରା ପାଣିରେ ପକେଇ ରଖିଥିବା ଜିରା, ପାନ ମହୁରି ଓ ଧଣିଆ ଭଳି ସାମଗ୍ରୀ ଯାହାକୁ ପାଣି ରେ ରଖି ଥିଲେ ତାକୁ ଏକ ଗ୍ୟାସ ସାହାଯ୍ୟ ରେ 5 ରୁ 10 ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଗରମ କରନ୍ତୁ । ଏହା ଗରମ ହେଇ ସାରିବା ପରେ ଏହାକୁ ଉଷମ ହେବା ପାଇଁ ଛାଡି ଦିୟନ୍ତୁ ତା ପରେ ଏହା କୁ ପ୍ରତି ଦିନ ସେବନ କରନ୍ତୁ ।

ବ୍ୟବହାର :-

ତେବେ ପ୍ରସ୍ତୁତ କରିଥିବା ଏହି ଉପଚାର ଟି କୁ ଆପଣ ମାନେ ପ୍ରତେକ ଦିନ ବ୍ୟବହାର କରିବା ଆବଶ୍ୟକ ହୋଇଥାଏ । ତେବେ ଦେଖିବେ ଏହି ପାଣି ବ୍ୟବହାର କରିବା ଦ୍ୱାରା ଆପଣ ଙ୍କ ର ପୁରୁଣା ରୁ ଅତି ପୁରୁଣା ରୋଗ, ଯେମିତିକି, ପେଟ ର ଗ୍ୟାସ, ମୋଟା ପଣ, ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଏମିତି ବିଭିନ୍ନ ପ୍ରକାର ରୋଗ ରୁ ଆପଣ ରକ୍ଷା ପାଇ ପାରିବେ ।

ଏହି ଘରେଇ ଉପଚାର ଯାହାକୁ ବ୍ୟବହାର କରିବା ଦ୍ୱାରା ପୁରୁଣା ରୁ ଅତି ପୁରୁଣା, ଆଣ୍ଠୁ ଗଣ୍ଠି ବ୍ୟଥା ବାତ, ପୀତ ଜନିତ ସମସ୍ୟା ମାତ୍ର ଅଳ୍ପ ଦିନ ରେ ଦୂର ହେଇଯିବ । 120 ବର୍ଷ ପୁରୁଣା ର ବାତ, ପୀତ, ଆଣ୍ଠୁ ଗଣ୍ଠି , ଓ କଲେଷ୍ଟର କୁ ମଧ୍ୟ କଂଟ୍ରୋଲ ରେ ରଖିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.