କାର୍ ଭିତରେ ସ୍ୱାମୀଙ୍କ ସହ ଅନ୍ୟ ଯୁବତୀଙ୍କୁ କରୁଥିଲେ ରାସଲୀଳା ଦେଖି ପଚାରିଲେ ଇଏ କିଏ । ଆଉ ତାପରେ ଯାହା ହେଲା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 93

ଆପଣ ମାନେ ତ ଜାଣିଛନ୍ତି କି ଆଜିର ସମୟରେ ପ୍ରେମ ଆଉ ରାଧା କୃଷ୍ସଙ୍କ ପବିତ୍ର ପ୍ରେମ ପରି ହୋଇନାହିଁ। ଏବେକା ପ୍ରେମରେ ଦେଖାଯାଏ କେବଳ ଲୋଭ , ମୋହ , ମାୟା ଆଉ ପ୍ରତାରାଣା । ନିଜର କାମନାର ବାସ ମେଣ୍ଟାଇବା ପାଇଁ ଆଜିକାଲିର ପିଲାମାନେ ପ୍ରେମ କରୁଛନ୍ତି , ହେଲେ ପ୍ରେମ ଭଳି ପବିତ୍ର ଶବ୍ଦର ମାନେ କଣ ତାହା ସେମାନେ ବୁଝନ୍ତି ନାହିଁ । ଆଜି କାଲିର ପିଲା ମେନ କଣ ସଚ୍ଚା ପ୍ରେମ କରିବେ ଆଜିକାଲିର ଯୁବତୀ ଯୁବକ ମାନଙ୍କ ପାଖରେ ମଧ୍ୟ ସଚ୍ଚା ପ୍ରେମର ବହୁତ ଅଭାବ ଦେଖାଯାଏ ।

ବିବାହ ପରେ ମଧ୍ୟ ଆଜିର ପ୍ରେମୀ ଯୁଗଳ ମାନେ ଅନ୍ୟ କାହାକୁ ଭଲ ପାଇ ତାହା ସହିତ ପଳେଇ ଯାଆନ୍ତି ବା ନିଜ ସ୍ୱାମୀ ସ୍ତ୍ରୀ ଥାଇ କରି ଅନ୍ୟ କାହାକୁ ଭଲ ପାଆନ୍ତି । ତେବେ ସେହି ଲୋକମାନଙ୍କ ପାଇଁ ଆମ ସମାଜ ଧୀରେ ଧୀରେ କଳଙ୍କିତ ହେବାରେ ଲାଗିଛି ।

ଯେଉଁ ଘଟଣା ସଂପର୍କରେ ଆମେ ଆପଣ ମାନଙ୍କୁ କହିବୁ ତାହା ମଧ୍ୟ ଏକ ବହୁତ ନିନ୍ଦିତ ଘଟଣା ଏଟେ । କାରଣ ଏଥିରେ ଜଣେ ସରକାରୀ କର୍ମଚାରୀ ହୋଇ କରି ନିଜ ସ୍ତ୍ରୀ ଛୁଆଁ ପିଲା ସହିତ ଏପରି ଭାବେ ପ୍ରତାରଣା କରିଛନ୍ତି ।ଯାହା ତାଙ୍କ ପାଇଁ କଳଙ୍କ ହେବା ସହିତ ସମାଜକୁ ମଧ୍ୟ ବହୁତ କଳଙ୍କିତ କରିଦେଉଛି ।

ଅନେକ ସମୟରେ ଦେଖାଯାଏ କି ବହୁତ ସରକାରୀ କର୍ମଚାରୀ ମାନେ ନିଜର ପାୱାର ଅନୁସାରେ ଗୋଟିଏ ଦୁଇଟା ବିବାହ ହେବାର କିମ୍ବା ଗୋଟିଏ ପତ୍ନୀ ଥାଉ ଥାଉ ଅନ୍ୟ କାହାକୁ ବିବାହ କରିବାର । ତେବେ ଏପରି କରିବା ତାଙ୍କର ପକ୍ଷେ କେତେ ଠିକ ତାଙ୍କର ଏପରି କାର୍ଯ୍ୟକଳାପ ଦ୍ୱାରା ଅନ୍ୟ ମାନଙ୍କ ମଧ୍ୟରେ ତାହାର ପରିଣାମ କଣ ପଡିବ ସେ କଥାର ସେମାନେ ଧ୍ୟାନ ରଖନ୍ତି ନାହିଁ ।

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାର ଏସଡିପିଓ ଅସ୍ୱିନୀ ସାହୁ ପ୍ରଥମେ ଜଣେ ମମତା ସାହୁ ନାମକ ମହିଳାଙ୍କୁ ବିବାହ କରିଥିଲେ , ଏହା ପରେ ତାଙ୍କର ଦୁଇଟି ପିଲା ମଧ୍ୟ ରହିଛି । ମାତ୍ର ଏବେକା ସମୟରେ ସେ ନିଜ ସ୍ତ୍ରୀଙ୍କ ପାଖରେ ରହୁନାହାନ୍ତି ବରଂ ମୟୂରଭଞ୍ଜ ଜିଲ୍ଲାର ଆଇ ଆଇ ସି ଲୋପା ମୁଦ୍ରାଙ୍କୁ ବଦ୍ୱିତୀୟ ବିବାହ କରିଛନ୍ତି ।

ତାଙ୍କର ଏହି ଦ୍ୱିତୀୟ ବିବାହ ପରେ ତାଙ୍କର ପ୍ରଥମ ସ୍ତ୍ରୀ ତାଙ୍କ ଉପରେ ଅଭିୟୋଗ ଆଣିଛନ୍ତି । ଅଭିଯୋଗରେ ସେ ଏହା ମଧ୍ୟ କହିଛନ୍ତି କି ଏସଡିପିଓ ଅଶ୍ୱିନୀ ସାହୁ ତାଙ୍କୁ ବହୁତ ନିର୍ଯ୍ୟତନା ଦେଉଥିଲେ ଏହା ସହିତ ମାଡ ମଧ୍ୟ ମାରୁଥିଲେ ।

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାର ଏସଡିପିଓ ଅସ୍ୱିନୀ ସାହୁ ପ୍ରଥମେ ଜଣେ ମମତା ସାହୁ ନାମକ ମହିଳାଙ୍କୁ ବିବାହ କରିଥିଲେ , ଏହା ପରେ ତାଙ୍କର ଦୁଇଟି ପିଲା ମଧ୍ୟ ରହିଛି । ମାତ୍ର ଏବେକା ସମୟରେ ସେ ନିଜ ସ୍ତ୍ରୀଙ୍କ ପାଖରେ ରହୁନାହାନ୍ତି ବରଂ ମୟୂରଭଞ୍ଜ ଜିଲ୍ଲାର ଆଇ ଆଇ ସି ଲୋପା ମୁଦ୍ରାଙ୍କୁ ବଦ୍ୱିତୀୟ ବିବାହ କରିଛନ୍ତି ।

ତାଙ୍କର ଏହି ଦ୍ୱିତୀୟ ବିବାହ ପରେ ତାଙ୍କର ପ୍ରଥମ ସ୍ତ୍ରୀ ତାଙ୍କ ଉପରେ ଅଭିୟୋଗ ଆଣିଛନ୍ତି । ଅଭିଯୋଗରେ ସେ ଏହା ମଧ୍ୟ କହିଛନ୍ତି କି ଏସଡିପିଓ ଅଶ୍ୱିନୀ ସାହୁ ତାଙ୍କୁ ବହୁତ ନିର୍ଯ୍ୟତନା ଦେଉଥିଲେ ଏହା ସହିତ ମାଡ ମଧ୍ୟ ମାରୁଥିଲେ!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.