VIRAL ଭିଡ଼ିଓ – ରାଗିଗଲେ ଅନୁଭବ ମହାନ୍ତି ସୁଟିଂ ସେଟ୍ ରେ କହିଲେ ଏଠୁ ଶିଘ୍ର ତୁମେ ଯାଅ । ଆରେ… ଏଠି ଗେଲ ଲାଗିଛି…ଦେଖନ୍ତୁ viral ଭିଡ଼ିଓ ଟିକୁ….

0 180

ଓଡିଆ ଚଳଚିତ୍ର ଜଗତର ସୁପର ଷ୍ଟାର ଅନୁଭବ ମହାନ୍ତି ବିଭିନ୍ନ ପ୍ରସଂଗ ନେଇ ବିବାଦରେ ରହିଛନ୍ତି । ତାଙ୍କର ପତ୍ନୀ ବର୍ଷାଙ୍କ ବିବାହ ବିଛେଦ କୁ ନେଇ ହେଉ କି କେତେବେଳେ ରାଜନୀତିକୁ ନେଇ, ପୁଣି କେତେବେଳେ ତାଙ୍କର ବାନ୍ଧବୀ ଙ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି।

ତେବେ ଏହି ସବୁ ବିବାଦ ଭିତରେ ଘାଣ୍ଟି ହେବା ପରେ ଏବେ ଅନୁଭବ ମହାନ୍ତି ପୁଣି ଚଳଚ୍ଚିତ୍ର ଜଗତକୁ ଫେରିଛନ୍ତି। ତାଙ୍କର ନୂଆ ଫିଲ୍ମ ଲଣ୍ଡନ ରେ ସୁଟିଂ ଚାଲିଛି। ଏହି ଚଳଚିତ୍ରଟିର ନାମ ମଧ୍ୟ ରହିଛି ‘ଲଭ ଇନ ଲଣ୍ଡନ’। ଏହି ଚଳଚିତ୍ରଟିର ନିର୍ଦ୍ଦେଶନା!

 ଦେଇଛନ୍ତି ତାପସ ସରଗରିଆ ଏବଂ ପ୍ରଯୋଜକ ଅଛନ୍ତି ଦେବେନ୍ଦ୍ର। ସେହିପରି କୋରିଓଗ୍ରାଫର ଅଛନ୍ତି ଗିରିଷ। ଏହି ଚଳଚିତ୍ରbରେ ପ୍ରଥମ ଥର ପାଇଁ ମୁମ୍ବାଇର ଜଣେ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ।ଅନେକ ବ୍ୟବହାରକାରୀ ଅଭିନନ୍ଦନ ବି ଜଣାଇବା ଆରମ୍ଭ କରିଥିଲେ।

ତେବେ ଶୁକ୍ରବାର ଜଣା ପଡ଼ିଲା କି ଏହା ଅନୁଭବଙ୍କ ନୂଆ ଫିଲ୍ମର ପ୍ରମୋସନ୍ ଲାଗି ଏକ ପବ୍ଲିସିଟି ଷ୍ଟଣ୍ଟ୍ ଥିଲା । କାରଣ ବାରିପଦାରେ ଚାଲିଥିବା ଅନୁଭବଙ୍କ ନୂଆ ଫିଲ୍ମର ସୁଟିଂ ସେଟରେ ଏହି ଫଟୋଟି ଉଠାଯାଇଥିଲା। ଏକ ବିବାହ ଦୃଶ୍ୟରେ ଅଭିନୟ ଲାଗି ଅନୁଭବ ବରବେଶରେ ସଜ୍ଜିତ ହୋଇଥିଲେ ।


ବହୁଳ ପ୍ରସାରିତ ହୋଇଥିଲା। ଏମିତିକି ଅନୁଭବ ଦ୍ବିତୀୟ ବିବାହ କରିଥିବା ନେଇ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ଚର୍ଚ୍ଚା ବି ହୋଇଥିଲା। ତେବେ ଅନୁଭବ ସତସତିକା ବିବାହ କରିନାହାନ୍ତି, ବରଂ ଭାଇରାଲ୍‌ ହୋଇଥିବା ଫଟୋଟି ତାଙ୍କ ଆଗାମୀ ଚଳଚ୍ଚିତ୍ରର ଏକ ଦୃଶ୍ୟ ବୋଲି ଜଣା ପଡ଼ିଛି। ସୁଟିଂ ସେଟ୍‌ର ଉକ୍ତ ଫଟୋକୁ କେହି ଭାଇରାଲ୍‌ କରିବା ପରେ ଅନୁଭବଙ୍କ ଦ୍ବିତୀୟ ବିବାହ ଗୁଜବକୁ ଏହା ଖୋରାକ ଯୋଗାଇଥିଲା।

‘ଲଭ୍ ୟୁ ଲଣ୍ଡନ’ ଚଳଚ୍ଚିତ୍ରର ସୁଟିଂ ପାଇଁ ଅନୁଭବ ସପ୍ତାହେ ହେଲା ଆସି ବାରିପଦାରେ ରହିଛନ୍ତି। ଏହି ଫିଲ୍ମ ରେ ଅଭିନେତ୍ରୀ ପୁଷ୍ପା ପଣ୍ଡା ଙ୍କ ସହ ବହୁ ପ୍ରତିଷ୍ଠିତ କଳାକାର ଅଭିନୟ କରୁଛନ୍ତି। ଏଥିରେ ଅନୁଭବଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଓଡ଼ିଶାର ଯୁବ ଅଭିନେତ୍ରୀ ସ୍ବପ୍ନା ଓ ଦିଲ୍ଲୀର ସୌମ୍ୟା।

ରାଇରଙ୍ଗପୁର, ଶିମିଳିପାଳ ଓ ବାରିପଦାର କିଛି ଦର୍ଶନୀୟ ସ୍ଥାନରେ ସୁଟିଂ ଚାଲିଥିବା ବେଳେ ଗତକାଲି ସନ୍ଧ୍ୟାରେ ବାରିପଦା ରଘୁନାଥପୁର ‘ସୁଭଦ୍ରା ମଣ୍ଡପ’ରେ ଏକ ବିବାହ ଦୃଶ୍ୟର ସୁଟିଂ ହୋଇଥିଲା। ଯେଉଁ ଥିରେ ଅନୁଭବ ଓ ଚଳଚ୍ଚିତ୍ରର ନାୟିକା ଙ୍କ ମଧ୍ୟରେ ବିବାହ ହୋଇଥିଲା।

ସୁଟିଂ ସେଟ୍‌ରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ତାପସ ସରଘରିଆ ଓ ୟୁନିଟ୍‌ର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ତେବେ ଅନୁଭବ ଓ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଉକ୍ତ ଫଟୋକୁ ଲୋକେ ସତ ବୋଲି ଭାବି ନେଇ ଥିଲେ। ଅନୁଭବ ଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ କେହି ଏଭଳି କରିଛି ନା ଚଳଚ୍ଚିତ୍ରର ପ୍ରମୋସନ୍ ପାଇଁ ଜାଣିଣୁଣି ଏମିତି କରାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ।ଏହି ଫିଲ୍ମ ରେ ଅନୁଭବ ତାଙ୍କର ସୁଟିଂ ସେଟ୍ ରେ ରାଗି ଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.