viral boy – OMG ଏ ପିଲା ର କଥା ଶୁଣିଲେ ନିଜ ହସ କୁ ଅଟକାଇ ରଖିପାରିବେ ନାହିଁ।ଦେଖିଲେ ମୁଣ୍ଡ ଖରାପ ହୋଇଯିବ…ଦେଖନ୍ତୁ viral ଭିଡ଼ିଓ ଟିକୁ
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଆଉ ଯେଉଁଥିରେ ଅନେକ କମେଡି ଭିଡ଼ିଓ ଗୁଡିକ ମଧ୍ୟ ରହିଛି |
ଆଉ ଯେଉଁ କମେଡି ଭିଡ଼ିଓ ଗୁଡିକୁ ଦର୍ଶକ ମାନେ ଦେଖିବା ଫଳରେ କମେଡିର ମଜା ନେବାକୁ ଲାଗିଛନ୍ତି ଓ ତାହା ସହିତ କମେଡି ମନୋରଞ୍ଜନ ର ମାଧ୍ୟମ ରୂପେ ମଧ୍ୟ କାମ ଦେଉଛି | ତେବେ ବର୍ତ୍ତମାନ ଭାଇରାଲ ହେଉଥିବା କମେଡି ରେ ଛୋଟ ଛୁଆଁ ଟି ରାତିରେ ରିଲସ ବନାଉଥିବାର ଦେଖିବାକୁ ମିଳିଛି | ଆଉ ରାତିରେ ଗୀତ ଗାଇବା ରେ ମଧ୍ୟ ଲାଗିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉ ଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଅନେକ ପ୍ରକାରର କମେଡି ସିନ ମାନ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ କମେଡି ସିନ ଟି ସମସ୍ତଙ୍କୁ ପସନ୍ଦ ଆସିଛି ଓ ସମସ୍ତଙ୍କର ମନକୁ କିଣି ନେଇଛି ତାହା ହେଉଛି ଢେଙ୍କାନାଳିଆ କମେଡି | ଆଉ ଯେଉଁଥିରେ ଦୁଇ ଜଣ ବେଶ ସୁନ୍ଦର ଭାବରେ ନିଜର କମେଡି ର ଅନ୍ଦାଜ ଦେଖାଇବାକୁ ଲାଗିଛନ୍ତି !
ସେମାନଙ୍କର କମେଡି ରେ ଦର୍ଶକ ମାନେ ମଧ୍ୟ ବେଶ ଉପଭୋଗ କରିବା ସହିତ ମନୋରଞ୍ଜନ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି ବୋଲି କୁହାଯାଉଛି |ତେବେ କୁନି କଳାକାର ଜଣଙ୍କ ର କମେଡି ର ଯାଦୁ କୁ ଦର୍ଶକ ମାନେ ଅଧିକ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି |
ଏଠାରେ ଦେଖିବାକୁ ମିଳିଛି କି ରାତି ଅଧାରେ ଶୁଣିବାକୁ ମିଳିଛି “ପତଲୀ କମରିୟା ବୋଲ ହାୟ ହାୟ ” ଗୀତ ଟି | ଆଉ ଯେତେବେଳେ ଏହି ଗୀତ ଟି କିଏ ଗାଉଛି ବୋଲି ଦେଖିଥିଲେ ସେତେବେଳେ ଛୋଟ ପିଲା ଟିସେ ରାତିରେ ରିଲସ ବନାଉଥିବାର ଦେଖିବାକୁ ମିଳିଥିଲା କାରଣ ସକାଳେ 6 ରୁ ଟିଉସନ ଗାଉଥିବାର ଦେଖିବାକୁ ମିଳିଥିଲା |
ତେବେ ସେ ରାତିରେ ରିଲସ ବନାଉଥିବାର ଦେଖିବାକୁ ମିଳିଥିଲା କାରଣ ସକାଳେ 6 ରୁ ଟିଉସନ ପୁଣି ସ୍କୁଲ ପୁଣି ଟିଉସନ ତ ପିଲା ଟି ପାଖରେ ସମୟ ନାହିଁ ରିଲସ ପାଇଁ | ତେବେ “ପତଲୀ କମରିୟା ବୋଲ ହାୟ ହାୟ ” ର ମାନେ ବୁଝେଇ ପିଲା ଟି କହିଛି କି ପତଳା ଅଣ୍ଟା ଯାହାର ହାୟ କରିବ ଓ ମୋଟା ଅଣ୍ଟା ଯାହାର ବାୟ କହିବ|
ଏହା ବ୍ୟତୀତ “କିରିଚି ନଜରୀୟା ବୋଲ ହାୟ ହାୟ ” ଅର୍ଥାତ ଯିଏ କୋଣେଇକି ଚାହିଁବ ହାୟ କହିବ ଓ ସିଧା ଚାହିଁଲେ ବାୟ କହିବ ବୋଲି କୁହାଯାଉଛି |ତାହା ବ୍ୟତୀତ ଛୋଟ ପିଲା ଟି ରାତିରେ କାନ୍ଦୁ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା | ତେବେ ସେ କାନ୍ଦୁ ନ ଥିଲା ରିଲସ ବନାଉଥିଲା ବୋଲି କହିଛି | ଆଉ ଛୋଟ ଛୁଆଁ ଟିର ଏଭଳି କମେଡିକୁ ଦର୍ଶକ ମାନେ ମଧ୍ୟ ଅଧିକ ପସନ୍ଦ କରିବାକୁ ଲାଗିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।