Pregnants Tips – ପିଆଜ ଓ ରସୁଣ ରୁ ଜାଣିପାରିବେ ଗର୍ଭରେ ବଢୁଥିବା ଶିଶୁ ପୁତ୍ର କି କନ୍ୟା ଗ୍ୟାରେଣ୍ଟି….Dr.Sudha….

0 5,065

ତେବେ ପ୍ରେଗନେଣ୍ଟ ସମୟରେ ଏମିତିରେ ବି ଘର ମାନଙ୍କରେ ଅନେକ ସିମଟର୍ମ ଅନୁସାରେ ଜାଣି ପାରନ୍ତି ଗର୍ଭରେ କୋଉ ଶିଶୁ ରହିଛି ।ତେବେ ଆପଣଙ୍କ ଜାଣି ଆଶ୍ଚର୍ଯ୍ୟ ହେବେ କି ଘରେ ଥିବା ପିଆଜ ଓ ରସୁଣ ରୁ ଆପଣ ଖୁବ ସହଜରେ ଜାଣି ପାରିବେ ଗର୍ଭସ୍ଥ ଶିଶୁ ପୁଅ କି ଝିଅ ।

ତେବେ ଯେମିତି ପେଟର ଆକାର ରୁ କହିହୁଏ ପୁଅ ଝିଅ ବିଷୟରେ, ଗର୍ଭବତୀ ମହିଳାର ପେଟର ଆକାର ଗୋଏମିତିରେ ବି ଘର ମାନଙ୍କରେ ଅନେକ ସିମଟର୍ମ ଅନୁସାରେ ଜାଣି ପାରନ୍ତି ଗର୍ଭରେ କୋଉ ଶିଶୁ ରହିଛି ।ତେବେ ଆପଣଙ୍କ ଜାଣି ଆଶ୍ଚର୍ଯ୍ୟ ହେବେ କି ଘରେ ଥିବା ପିଆଜ ଓ ରସୁଣ ରୁ ଆପଣ ଖୁବ ସହଜରେ ଜାଣି ପାରିବେ ଗର୍ଭସ୍ଥ ଶିଶୁ ପୁଅ କି ଝିଅ ।

ତେବେ ଯେମିତି ପେଟର ଆକାର ରୁ କହିହୁଏ ପୁଅ ଝିଅ ବିଷୟରେ, ଗର୍ଭବତୀ ମହିଳାର ପେଟର ଆକାର ଗୋଲ ହେଇ ଆଗକୁ ବାହାରି ଥାଏ ତେବେ ସେହି କ୍ଷେତ୍ରରେ ପୁଅ ଜନ୍ମ ହେଇଥାଏ ।ଆଉ ପେଟର ଆକାର ଚଉଡା ଓ ଗୋଲେଇ ହୋଇଥାଏ ତେବେ ସେତେବେଳେ ଝିଅ ଜନ୍ମ ହେଇଥାନ୍ତି ।

ତେବେ ସେହିପରି ପ୍ରେତେବେ ଗର୍ଭବତୀ ହେବା ପରେ ପରିବାର ଆତ୍ମୀୟ ମାନେ ବହୁତ ଖୁସି ହେଇଥାଆନ୍ତି ଆଉ ପ୍ରତ୍ୟେକ ମାଆବାପା ପାଇଁ ରହି ସମୟ ଏକ ନୂଆ ଅନୁଭୂତି ଆଣିଥାଏ ।ତେବେ ଗର୍ଭବତୀ ସମୟରେ ବହୁତ ଜଣ ନିଜ ପିଲାକୁ ନେଇ ନାନା ସ୍ୱନ ଦେଖିଥାନ୍ତି କିନ୍ତୁ ସେମାନେ ଜାଣି ନଥାନ୍ତି ଗର୍ଭସ୍ଥ ଶିଶୁ ପୁଅ କି ଝିଅ।

ହେଲେ ସମସ୍ତେ ଆଗରୁ ଏହା ଜାଣିବା ପାଇଁ ଚେଷ୍ଟା କରିଥାନ୍ତି ଆଉ ଏହା ସମ୍ଭବ ବି, କିନ୍ତୁ ଆମ ଆଇନ ଅନୁଯାୟୀ ଶିଶୁର ଜନ୍ମ ପୂର୍ବରୁ ପିଲାଟି ପୁଅ କି ଝିଅ ଜାଣିବା ଦଣ୍ଡନୀୟ ଅଟେ ।ତେବେ ଏବେ ଘରେ ରହି କେମିତି ଜାଣି ପାରିବେ ଆଗକୁ ଆପଣଙ୍କ ର ପୁଅ କି ଝିଅ ହେବ ତାହାର ଏକ ଖୁବ ସହଜ ଉପାୟ ଜଣାଇବୁ ।

ଗନେସି ସମୟରେ ମହିଳା ଙ୍କ ଖାଦ୍ୟରୁ ଜାଣିହୁଏ ପୁଅ ଝିଅ ବିଷୟରେ ।ଯେମିତି ଯେଉଁ ଗର୍ଭବତୀ ମହିଳା ମାନେ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ ବାନ୍ତି କରିଥାନ୍ତି ଅଧିକ ସେ କ୍ଷେତ୍ରରେ ପୁଅ ହୁଏ ।ଆଉ ଯେତେବେଳେ ଅଧିକ ଖାଦ୍ୟ ଖାଇଥାନ୍ତି ଗର୍ଭବତୀ ମହିଳା ସେତେବେଳେ ଝିଅ ଜନ୍ମ ହେଇଥାନ୍ତି ।

ତେବେ ଏମିତି ଅନେକ ନଜରିଆ ରୁ ଜାଣିହୁଏ ପୁଅ ଆଉ ଝିଅ ବିଷୟରେ ।ତେବେ କୁହାଯାଏ କି ଗର୍ଭବତୀ ସମୟରେ ରସୁଣ ଖାଇବା ଉଚିତ ନୁହେଁ ।ତେବେ ଯେତେବେଳେ ଗର୍ଭବତୀ ମହିଳାଙ୍କୁ ରସୁଣ ଓ ପିଆଜ ର ଗନ୍ଧ ହେଇଥାଏ ବା ସେହି ଗନ୍ଧ ତାଙ୍କୁ ଭଲ ଲାଗେ ନାହିଁ ତେବେ ଅନୁମାନ କରାଯାଏ କି ହେବାକୁ ଥିବା ସନ୍ତାନ ପୁଅ ଅଟେ ।ଆଉ ଯେତେବେଳେ ରସୁଣ ପିଆଜ ଗନ୍ଧରୁ ମହିଳାଙ୍କୁ ବାନ୍ତି ହେଇ ନଥାଏ ଓ ସେମାନେ ଏତେଟା ଗନ୍ଧ ବାରି ପାରନ୍ତି ନାହିଁ ସେତେବେଳେ ଝିଅ ପିଲା ଜନ୍ମ ହେଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.