viral video – ମୋ ସହ ଶୋଇଲା ମଜାନେଲା ସପନ କୁମାର,ଏବେ କଣ ମହୁ ସରିଗଲା। ମୁଁ ଏବେ ୮ ମାସର ଗର୍ଭବତୀ ।| ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 433

ପ୍ରେମିକା ଙ୍କ ସହ ରଖିଥିଲେ ଶାରିରୀକ ସମ୍ପର୍କ। ଏବେ ପ୍ରେମିକା ୮ ମାସ ର ଗର୍ଭବତୀ ହେବା ପରେ ହାତ ଛାଡ଼ି ଦେଲେ ପ୍ରେମିକ। ସେପଟେ ଗର୍ଭବତୀ ଯୁବତୀ ଙ୍କୁ ଘରେ ପୁରାଉ ନ ଥିବା ରୁ ପ୍ରେମିକ କୁ ବିବାହ କରିବା କଥା କହିବା କୁ ପ୍ରେମିକ ବିବାହ କରିବେନି ବୋଲି ମନା କରିଥିବା ରୁ ଯୁବତୀ ଜଣକ ଡିସିପି କୁ ଜଣାଇଲେ। ଘଟଣା ଟି ଘଟିଛି ନାହର କଣ୍ଟା ପୋହି ସାହି ଗ୍ରାମ ରେ ଟୋକାର ନାମ ସପନ କୁମର ତାଙ୍କୁ ଡାକନ୍ତି ମୁନା ।

ସେ ରେଲୱେ ରେ ଚାକିରି କରିଥିଲେ ସେ ଯୁବତୀ ଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ ବିବାହ ର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଥିଲେ ଯେତେ ବେଳେ ଯୁବତୀ ଜଣ କ ଗର୍ଭବତୀ ହେଇ ଗଲେ ସେ ସପନ କୁ କହି ଥିଲେ ସେ ଗର୍ଭବତୀ ଅଛନ୍ତି ବୋଲି ସେତେ ବେଳେ ଯୁବକ ଜଣ କ କହିଥିଲେ କୁ ତୁ ଚିନ୍ତା କରନି କିଛି ଅସୁବିଧା ହେବ ନାହିଁ ।

ଏହା କହିବା ପରେ ସେ ଧିରେ ଧିରେ ସେ ତାଙ୍କୁ କହିଲେ କୁ ମୁଁ ତତେ ବିବହ କରିବିନି ତାପରେ ଯୁବତୀ କହିଲେ ମୁଁ ପୋଲିସ୍ ରେ ଏତେଲା ଦେବୀ ତାପରେ ଯୁବକ କହିଲେ କି ତୁ କଣ କରିବୁ। ତାପରେ ଯୁବତୀ ଡିସିପି ଙ୍କ ପାଖରେ ତାଙ୍କ ସବୁ କଥା କହିଥିଲେ ଓ ଥାନା ରେ ଅଭିଯୋଗ କରିଥିଲେ।

କିନ୍ତୁ ସେହି ସମୟରେ ଯୁବକ ର ବାପା କହିଥିଲେ ୨ ଲକ୍ଷ ଟଙ୍କା ନବ ପାଇଁ ଓ ତାଙ୍କ ଭୁଲି ଯିବ ପାଇ କହିଥିଲେ ତାଙ୍କ ପୁଅ ସରକାରୀ ଚାକିରି କରିଛନ୍ତି ତାଙ୍କୁ ଭଲ ଘରେ ତାଙ୍କର ବଡ଼ ଘରେ ବିବାହ କରିବେ ବୋଲି ତାଙ୍କ ବାପା କହିଥିଲେ ଯୁବତୀ ଙ୍କୁ କହିଥିଲେ ।

ଯଦି ସେ ତାର ମୁହଁ ଖୋଲିବ ତାହା ହେଲେ ତାଙ୍କୁ ମିଛ ଅଭିଯୋଗ ରେ ତାଙ୍କୁ ଫଶେଇ ଦେବେ କହିବେ ଯେ ତୁ ମୋତେ ୧୦ ଲକ୍ଷ ଟଙ୍କା ମାଗି ଥିବା ଅଭିଯୋଗ କରିବେ ବୋଲି ଯୁବତୀ କୁ ଧମକ ଦେଇଥିଲେ । ଯୁବତୀ ଜଣ ଙ୍କ ନ୍ୟାୟ ଅପେକ୍ଷା ରେ ପ୍ରେମିକ ଙ୍କ ଘର ଆଗରେ ଡିସିପି ଙ୍କୁ ସବୁ କଥା କହିଥିଲେ, ତାକୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି।

ଯୁବତୀ ଜଣ କ ଆସନ୍ତା କାଲି ଥାନା ର ଦ୍ୱାରସ୍ତ ହୋଇ ଅଭିଯୋଗ କରିବେ ବୋଲି କହିଛନ୍ତି। ଯୁବତୀ ଜଣ କ ୮ ମାସ ର ଗର୍ଭବତୀ ତାଙ୍କ ପିଲା ଙ୍କୁ ବାପା ର ପରିଚୟ ଦେବେ ବୋଲି କହିଥିଲେ । ତାପରେ ଯୁବକ ଜଣ ଙ୍କୁ ପୋଲିସ୍ ଥାନା କୁ ନେଇ ଯାଇ ଥିଲେ ଜଣ ପଡ଼ିଲା ଯେ ସେ ଆଗରୁ ବେଲ ପାଇ ଆବେଦନ କରିଥିଲେ । ହେଲେ ପୋଲିସ କଣ କରିବେ ବୋଲି କଣ ଯୁବତୀ ନ୍ୟାୟ ପାଇବା ଆଶାରେ ରେ ଥାନାରେ ଦ୍ୱାରସ୍ତ ହୋଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.