ଯାତ୍ରା ଦୁର୍ଗାଶ୍ରୀ ଗଣନାଟ୍ୟ – ହିରୋଇନ ଶୀତଲ କଲେ ଗୀତ ସହ ଜବରଦସ୍ତ ଡ୍ୟାନ୍ସ ! ମାତ୍ର ୪ ଘଣ୍ଟାରେ 240k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

0 1,268

ଓଡ଼ିଶାରେ ଅଲିଉଡ ଜଗତର ଯେମିତି ନାଁ ରହିଛି ଠିକ ସେହି ଭଳି ଯାତ୍ରା ଜଗତର ମଧ୍ୟ ଗୋଟିଏ ସ୍ୱତନ୍ତ୍ର ନାଁ ରହିଛି । ଆଇ ସେହି ଯାତ୍ରା ଜଗତ କୁ ମଧ୍ୟ ଓଡ଼ିଶା ରେ ରହୁଥିବା ଅଗଣିତ ଦର୍ଶକ ମାନେ ପସନ୍ଦ କରିଥାନ୍ତି ଆଉ ଯାତ୍ରା ରେ ଥିବା ନାଚ, ଗୀତ ସାଙ୍ଗ କୁ ଅଭିନୟ ର ମଜା ମଧ୍ୟ ନେଇଥାନ୍ତି ।

ତେବେ ବର୍ତ୍ତମାନ ସେହି ଭଳି ଏକ ଭିଡିଓ ଟି ଭାଇରାଲ ହେବା ରେ ଲାଗିଛି, ଆଉ ଯେଉଁଠି ନାଚ ଆଉ ଗୀତ ରେ ଝୁମେଇଛନ୍ତି କଳାକାର ମାନେ ଦର୍ଶକ ଙ୍କୁ । ତାହା ସହିତ ଅଲିଉଡ ର ଜଣା ଶୁଣା ନାୟିକା ସୁନ୍ଦରୀ ଶୀତଳ ଙ୍କୁ ମଧ୍ୟ ଏଠାରେ ଦେଖିବା କୁ ମିଳିଛି ତାହେଲେ ଦେଖନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା ।

ଦୁର୍ଗାପୂଜା ଅବସର ରେ ଦେଖିବା କୁ ମିଳିଛି କି ସୁନ୍ଦର ଭାବରେ ନିଜର ସଂଗୀତ ର ଯାଦୁ ରେ ମୋତୁ ଆଲା କରିବା ସହିତ ଷ୍ଟେଜ ରେ ଡାନ୍ସ ର କମାଲ ଦେଖାଇବା କୁ ଲାଗିଛନ୍ତି ଯାତ୍ରା କଳାକାର ମାନେ ଆଉ ଦେଖା ଯାଉଛି କି ଦୁର୍ଗଶ୍ରୀ ଗଣନାଟ୍ୟ ରେ ଦେଖିବା କୁ ମିଳିଛି!

କି ଯାତ୍ରା ମଞ୍ଚ ରେ ସୁନ୍ଦର ଭାବରେ ଡାନ୍ସ କରିବା ପାଇଁ ଲାଗିଛନ୍ତି ଯାତ୍ରା କଳାକାର ମାନେ । ଆଉ ଦର୍ଶକ ମାନ ଙ୍କୁ ଏଣ୍ଟେଟେଣ୍ଟମେନ କରିବା ସହିତ ନିଜର ଡାନ୍ସ ରେ ଦର୍ଶକ ମାନଙ୍କ ର ମନକୁ ବେଶ ଆକୃଷ୍ଟ କରିଛି ବୋଲି ଦେଖିବା କୁ ମିଳିଛି ।


ତେବେ ସେହି ଯାତ୍ରା ମଞ୍ଚ ରେ ଦେଖିବାକୁ ମିଳିଛି କି ଡାନ୍ସ ସାଙ୍ଗ କୁ ଏଙ୍କରିଙ୍ଗ ର ଯାଦୁ ମଧ୍ୟ ଦେଖିବା କୁ ମିଳିଛି । ଆଉ ସୁନ୍ଦର ଭାବରେ ଶ୍ଳୋକ କହି ଦର୍ଶକ ମାନ୍ନାକର ହୃଦୟ ରେ ଏକ ସ୍ୱତନ୍ତ୍ର ଘର କରି ପାରିଛନ୍ତି ଦର୍ଶକ ଯାତ୍ରା କଳାକାର ମାନେ ।

ତାହା ବ୍ୟତୀତ ନିଜର ଡାନ୍ସ ଆଉ କଥା ମାଧ୍ୟମ ରେ ଦର୍ଶକ ମାନଙ୍କ ର ମନ କୁ କିଣି ପାରିଛନ୍ତି ସେ ହେଉଛନ୍ତି ଅଲିଉଡ ଅଭିନେତ୍ରୀ ଶୀତଳ । ଆଉ ଡାନ୍ସ ମାଧ୍ୟମ ରେ ଦର୍ଶକ ମାନଙ୍କ ର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ସେହି କଳାକାର ଜଣ ଙ୍କ । ଆଉ ଷ୍ଟେଜ ରେ ତାଙ୍କର ଦମଦାର ଡାନ୍ସ କୁ ଦେଖି ଦର୍ଶକ ମାନେ ମଧ୍ୟ ତାଙ୍କ ସହିତ ଝୁମି ଯାଇଛନ୍ତି ।

ତେବେ ଆପଣ ମାନେ ତ ଅନେକ ସମୟ ରେ ଅନେକ ପ୍ରକାରର ଡାନ୍ସ ଦେଖିବାକୁ ପାଉଥିବେ ଯାତ୍ରା ମଞ୍ଚ ରେ ତେବେ ଏଠାରେ ଲୋକ ମାନଙ୍କର ମନକୁ ଏଣ୍ଟେଟେଣ୍ଟ ମେନ କରିବା ପାଇଁ ଯେଉଁ ଭଳି ଭାବରେ ଡାନ୍ସ କରାଯାଉଛି ଯାହାକୁ ଦେଖି ଉପସ୍ଥିତ ଦର୍ଶକ ମାନେ ମଧ୍ୟ ମଜା ନେଇଛନ୍ତି ଆଉ ଝୁମି ଯାଇଛନ୍ତି । ଆଉ ଯେଉଁ ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.