White glow skin – ରାତିରେ ଶୋଇବା ପୁର୍ବରୁ ଲଗେଇ ଦିଅନ୍ତୁ, ଏହି ଜିନିଷ ସକାଳୁ ଚାନ୍ଦ ଭଳି ଚମକିବ ଆପଣଙ୍କ ଚେହେରା…..
ଆଜିକା ଏହି ସମୟରେ ପ୍ରତୋକ ବ୍ୟକ୍ତି ଚାହିଁଥାନ୍ତି କି ସେ ଅନ୍ୟ ମାନଙ୍କ ଠାରୁ କିପରି ଅଧିକ ସୁନ୍ଦର ଦେଖାଯିବେ। କିନ୍ତୁ ବଢୁଥିବା ବାୟୁ ପ୍ରଦୂଷଣ ଓ ବ୍ୟକ୍ତି ମାନଙ୍କ ଟେନସନ ଦ୍ୱାରା ଚେହେରା ର ସୁନ୍ଦରତା କମିଯାଇଥାଏ । ଯାହା ଦ୍ୱାରା ତ୍ୱଚାର ସୁନ୍ଦରତା ନଷ୍ଟ ହେଇଯାଇଥାଏ ।
ଯାହା ଦ୍ୱାରା ଚେହେରାରେ ସେହି ଚମକ ରହିନଥାଏ ଯାହା ରହିବା କଥା । ଏଥି ଯୋଗୁ ଲୋକମାନେ ବଜାରରେ ମିଳୁଥିବା କେମିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରିବା ଆରମ୍ଭ କରିଦେଇଥାନ୍ତି। ଯାହା ଦ୍ଵାରା ଗୋରା ପାଣ ତ ବଢି ଥାଏ କିନ୍ତୁ ଏହାକୁ ମାରିବା ବନ୍ଧ କରିବା ମାତ୍ରେ ଏହା ଚେହେରା କୁ ନଷ୍ଟ କରିଦେଇଥାଏ ।
ଏଥି ପାଇଁ କେମିକାଲ ଯୁକ୍ତ ଜିନିଷ କୁ ଛାଡି ଘରୋଇ ଉପଚାର ବ୍ୟବହାର କରିବା ଉଚିତ ହୋଇଥାଏ। ଯଦି ଆପଣ ଆପଣଙ୍କ ଶ୍ୟାମଳତା ଦୂର କରିବାକୁ ଚାହୁଁଛନ୍ତି । ତେବେ ଆପଣଙ୍କୁ ଏହି ପୋଷ୍ଟରେ ଏକ ଘରୋଇ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ଚେହେରା କୁ କୌଣସି କ୍ଷତି ନ ପହଞ୍ଚାଇ ଚେହେରାରେ ଗରପଣ ଆଣିଦେବ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ସମ୍ପର୍କରେ ।
ଏହି ପୋଷ୍ଟରେ ଆପଣାଙ୍କୁ ଯେଉଁ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ତାହା ଆଳୁ ଅଟେ। ଆଳୁ ଏକ ଏପରି ପାରିବ ଅଟେ ଯାହାକୁ ଆମେ ତରକାରୀ କରି ଖାଇଥାଉ। କିନ୍ତୁ ଏହା ଖାଇବା ଛଡା ଚେହେରା କୁ ଗୋରା କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେବେ ଚାଲନ୍ତୁ ଜାଣିନେବା ଏହାକୁ ଆପଣ କିପରି ଚେହେରା ପାଇଁ ବ୍ୟବହାର କରିପାରିବେ ।
ଯଦି ଆପଣ ରାତି ରେ ଶୋଇବା ସମୟ ରେ ଆଳୁ କୁ କାଟିକି ଏହାକୁ ଚେହେରାରେ ଲଗାଇବେ ତ ଏହା ଦ୍ୱାରା ଆପଣଙ୍କ ଚେହେରାରେ ଥିବା ଦାଗ ଓ ବ୍ରଣ ସବୁ କମିଯିବ । ଯଦି ଆପଣଙ୍କ ଚେହେରା ଶ୍ୟାମଳ ରଙ୍ଗର ଏହା ଦ୍ୱାରା ଆପଣ ଧୀରେ ଧୀରେ ଗୋରା ମଧ୍ୟ ହେବାକୁ ଲାଗିବେ ।
ଯଦି ଆପଣ ନିଜର ତ୍ୱଚା ର ଶ୍ୟାମଳତାକୁ ଦୂର କରିବାକୁ ଚାହୁଁ ଛନ୍ତି ତେବେ ଆପଣ ଆଳୁ ର ବ୍ୟବହାର କରନ୍ତୁ। ଏହା ପାଇଁ ରାତିରେ ଶୋଇବା ପୂର୍ବରୁ ଗୋଟେ ଆଳୁକୁ ମିକ୍ସରରେ ଭଲସେ ପେଷ୍ଟ କରି ଦିୟନ୍ତୁ ଏଥିରେ ଏକ ଚାମଚ ଆଲୋଭର ଜେଲ ଓ ହଳଦୀ ଏବଂ ଅଟା ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ।
ଏବେ ଏହି ପେଷ୍ଟ କୁ ଚେହେରା ରେ ଲଗାନ୍ତୁ ଓ ସକାଳୁ ଉଠିବା ପରେ ଚେହେରା କୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଚେହେରା ରେ ଗଜବ ପ୍ରକାରର ଚମକ ଆସିଯିବ। ଯଦି ଆପଣ ଏହି ପେଷ୍ଟରେ ବେସନ ମିସାଇ ଦେବେ ତେବେ ଏହା ଦ୍ୱାରା ତ୍ୱଚା କୁ ଆହୁରି ଅଧିକ ଲାଭ ମିଳି ଥାଏ। ଚେହେରା ଆହୁରି କୋମଳ ଓ ସଫ୍ଟ ହେଇ ଯାଇଥାଏ। ଏହା ଏକ ପ୍ରାକୃତିକ ଉପାୟ ଅଟେ ଆଉ ଏହାର କୌଣସି ସାଇଡ ଇଫେକ୍ଟ ମଧ୍ୟ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।