viral video – ସ୍ବାମୀଙ୍କ ଗାର୍ଲଫ୍ରେଣ୍ଡକୁ ଧରିଲେ ସ୍ତ୍ରୀ | ଆଉ ତାପରେ ଚପଲରେ ସେକିଲା ସ୍ତ୍ରୀ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 87

ବନ୍ଧୁଗଣ ବର୍ତ୍ତମାନ ଉତ୍ତର ପ୍ରଦେଶ ର ଏକ ଅଞ୍ଚଳ ରେ ଠାରେ ଏହିପରି ଏକ ଘଟଣା ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରାଲ ହେଉଛି।ଏହି ଘଟଣା ରେ କିଛି ଏହିପରି ହୋଇଛି କି ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀ ଙ୍କୁ ରେଡ଼ ହ୍ୟାଣ୍ଡ ଅନ୍ୟ ଜଣେ ଯୁବତୀ ତଥା ତାଙ୍କର ଗାର୍ଲଫ୍ରେଣ୍ଡ ଙ୍କ ସହ ବୁଲୁଥିବା ବେଳେ ଦେଖିଛନ୍ତି।

ତେବେ ନିଜ ସ୍ୱାମୀ ଙ୍କୁ ପର ଯୁବତୀ ସହ ଦେଖିବା ପରେ ସ୍ତ୍ରୀ ଜଣଙ୍କ ଏହିପରି କିଛି ଉତ୍ତର ତାଙ୍କୁ ଦେଇଛନ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।ମାତ୍ର ସ୍ତ୍ରୀ ଜଣଙ୍କ ଠିକ କରିଛନ୍ତି ବୋଲି କହିଛନ୍ତି।ତେବେ ମହିଳା ଜଣଙ୍କ ନିଜ ସ୍ୱାମୀ ପାଇଁ ତଥା ତାଙ୍କର ଦୀର୍ଘାୟୁ ପାଇଁ କରବା ଚଉଠ ବ୍ରତ ରଖୁଥିଲେ ଆଉ ଠାକୁର ଙ୍କ ପାଖରେ ମାନସିକ କରି ପୂଜା କରୁଥିଲେ।

ମାତ୍ର ସେପଟେ ସ୍ୱାମୀ ଜଣଙ୍କ ନିଜର ଅନ୍ୟ ଏକ ଗାର୍ଲଫ୍ରେଣ୍ଡ କୁ ଧରି ସପିଙ୍ଗ କରିବା ର ମଜା ନେଉଥିଲେ। ତେବେ ସ୍ତ୍ରୀ ଜଣଙ୍କ ଏହା ବିଷୟ ରେ ସୂଚନା ପାଇବା ପରେ ଯାଇ ପହଁଚି ଥିଲେ ସେହି ମଲ ରେ ,ଆଉ ନିଜ ସ୍ୱାମୀ ଙ୍କ ସହ ଅନ୍ୟ ଜଣେ ଯୁବତୀ ଙ୍କୁ ଦେଖି ସେ ବହୁତ ଆଶ୍ଚର୍ଯ୍ୟ ଚକିତ ହୋଇଯାଇ ଥିଲେ।

ଏହିପରି କହି ସ୍ତ୍ରୀ ଜଣଙ୍କ ତାଙ୍କ ସ୍ୱାମୀ ଙ୍କୁ ମାଡ଼ ମାରିବା ସହ ସେହି ଯୁବତୀ ଙ୍କୁ ମଧ୍ୟ ଗାଳି ଗୁଲଜ କରିଥିଲେ। ତେବେ ସମ୍ପୂର୍ଣ୍ଣ ଘଟଣା ଟିର କେହି ଜଣେ ଭିଡ଼ିଓ କରାଇ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହାକି ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି।

କିନ୍ତୁ ତାଙ୍କର ସ୍ୱାମୀ ନିଜେ ତାଙ୍କୁ ଧକ୍କା ଦେଉଥିବା ଜାଣିବା ପରେ ସେହି ମଲ ରେ ସମସ୍ତ ଙ୍କ ଆଗରେ ସେ ନିଜ ସ୍ୱାମୀ ଙ୍କୁ ମାଡ଼ ମାରିଥିଲେ। ତେବେ ସେ କହୁଥିଲେ କି ମୁଁ ତୁମ ପାଇଁ ବ୍ରତ ରଖୁଛି ନିଜକୁ କଷ୍ଟ ଦେଇ ତୁମ ଖୁବ ପାଇଁ ଭଗବାନ ଙ୍କୁ ପ୍ରାର୍ଥନା କରୁଛି କିନ୍ତୁ ତୁମେ ଅନ୍ୟ ଯୁବତୀ ତଥା ଗାର୍ଲଫ୍ରେଣ୍ଡ କୁ ସାଙ୍ଗ ରେ ଧରି ସପିଙ୍ଗ କରୁଛ।

ବର୍ତ୍ତମାନ ର ଏହି ମିଛ ମାୟା ସଂସାର ରେ କେହି କାହାକୁ ଖାତର କରୁନାହାନ୍ତି କିମ୍ବା କେହି କାହାକୁ ସଂମାନ ମଧ୍ୟ ଦେଉ ନାହାନ୍ତି ଏଠାରେ କୌଣସି ସମ୍ପର୍କରେ ପଵିତ୍ରତା ନାହିଁ। ନା ବଡ଼ ମାନେ ସାନ ମାନ ଙ୍କୁ ସେନ୍ହ ମମତା ଓ ଭଲପାଇବା ଦେଉଛନ୍ତି ନା ସାନ ମାନେ ଗୁରୁଜନ ଙ୍କୁ ସଂମାନ।

ବର୍ତ୍ତମାନ ର ଏହି ସମାଜ ରେ ସମସ୍ତେ କେବଳ ମିଛ , ଗର୍ଵ , ସ୍ୱାର୍ଥ ଏବଂ ଅଶୀଳତା ତଥା କାମନା ଓ ବାସନା ର ଭୋଗ ରେ ହଜି ଯାଉଛନ୍ତି।ତେବେ ସେ କହୁଥିଲେ କି ମୁଁ ତୁମ ପାଇଁ ବ୍ରତ ରଖୁଛି ନିଜକୁ କଷ୍ଟ ଦେଇ ତୁମ ଖୁବ ପାଇଁ ଭଗବାନ ଙ୍କୁ ପ୍ରାର୍ଥନା କରୁଛି କିନ୍ତୁ ତୁମେ ଅନ୍ୟ ଯୁବତୀ ତଥା ଗାର୍ଲଫ୍ରେଣ୍ଡ କୁ ସାଙ୍ଗ ରେ ଧରି ସପିଙ୍ଗ କରୁଛ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.