viral video – ଲଡୁ ମାଗିଲା ଶ୍ୱଶୁର , କିନ୍ତୁ ନେଲାନି, କହିଲା ମୁଁ ଧାରଣାରେ ବସିଲେ ଖାଇବି….ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 109

ଆପଣ ମାନେ ପ୍ରାୟ ଦୀନେଶଙ୍କ ଓ ଦୀପିକାଙ୍କ ମଧ୍ୟରେ ଚାଲିଥିବା କଥା ସମ୍ପର୍କରେ ଜାଣିଥାଇ ପାରନ୍ତି । ତେବେ ଏହି କଳହ ବହୁତ ଅଧିକ ଭାବରେ ଚର୍ଚ୍ଚିତ ହୋଇ ଯାଇଥିଲା । ଏହା ବ୍ୟତୀତ ଏହା ଉପରେ ସବୁ ସମୟରେ ଭିନ୍ନ ଭିନ୍ନ ଲୋକ!

ଭିନ୍ନ ଭିନ୍ନ ମତ ପ୍ରକାଶ କରୁ ଥିବାର ଦେଖା ଯାଇଥାଏ । ତେବେ ଅନେକ ଦିନ ଧରି ଦୀପିକା ଦିନେଶ ଙ୍କ ଘର ସମ୍ମୁଖରେ ବସି ରହି ଥିବା ପରେ ବର୍ତ୍ତମାନ ମଧ୍ୟ ତାଙ୍କୁ କୌଣସି ପ୍ରକାରର ସୁବିଧା କିମ୍ବା ଆଇନ ପକ୍ଷରୁ କୌଣସି ପ୍ରକାରର ସମର୍ଥନ ମିଳି ପାରି ନାହିଁ ।

 ସେ ଭଗବାନ ଶ୍ରୀଗଣେଶଙ୍କ ପାଖରେ ପୂଜା କରୁ ଥିବାର ଦେଖା ଯାଇଥିଲା । ତେବେ ତାଙ୍କର ଘର ପାଖରେ ସେ ସେହିପରି ଭାବରେ ଅନେକ ଦିନ ଧରି ବସି ରହିଛନ୍ତି ଏହା ବ୍ୟତୀତ ତାଙ୍କର ଘର ପାଖରେ ସେହିପରି ଭାବରେ ବସି ରହିବା ସହିତ ସେଠାରେ ସେ ଭଗବାନ ଶ୍ରୀଗଣେଶଙ୍କ ପୂଜା କରିଥିଲେ ଏହାକୁ ଦେଖି ଅନେକ ଲୋକ ତାଙ୍କୁ ସେଠାରେ ପ୍ରଶଂସା କରି ଥିଲେ ତେବେ ଭଗବାନ ଶ୍ରୀଗଣେଶଙ୍କ ପୂଜା କରିଥିଲେ । ତେବେ ସେଠାରେ ଅନେକ ଲୋକ ମଧ୍ୟ ଜମା ହୋଇ ଥିଲେ ।

ତେବେ ଦୀପିକା ନିଜ ଶାଶୁ ଘର କବାଟ ବାଡେଇ ଥିଲେ ଏବଂ ଲଡୁ ଆଣିଛି ବୋଲି ଡାକିଥିଲେ ତେବେ ବହୁତ ସମୟ ଛିଡା ହେବା ପରେ ମଧ୍ୟ କେହି ଶୁଣି ନଥିଲେ ।ଦିନେଶ କୁ ଦୀପିକା ପ୍ରତେକ୍ ଦିନ ସକାଳ ଇଟିଲି ଆଇନିକି ଦିଅନ୍ତି ଦୀପିକା ଓ ଦିନେଶଙ୍କ ପାରିବାରିକ ବିବାଦ ମାମଲା ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଆଜିକୁ ଅନେକ ଦିନ ହେଲାଣି ଦୀପିକା ଦିନେଶଙ୍କ ଘର ବାହାରେ ଧାରଣା ଦେଇ ବସିଛନ୍ତି ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ ।


ତେବେ ଦୀପିକା ଓ ଦିନେଶ ପରସ୍ପରକୁ ବହୁତ ପ୍ରେମ କରୁଥିଲେ କରୁଥିଲେ ହେଲେ ଦିନେଶ ଦୀପିକାଙ୍କୁ ଗର୍ଭବତୀ କରି ଅଧା ରାସ୍ତାରେ ତାଙ୍କ ହାତ ଛାଡି ଦେଲେ । ଏହା ପରେ ଦୀପିକା ନିଜ କୁନି ପୁଅକୁ ଧରି ଧାରଣାରେ ବସିଲେ । ତେବେ ଦିନ ହେଇଗଲା ଦୀପିକା ଧାରଣାରେ ବସିଛନ୍ତି ।

ତେବେ ଦୀପିକା ଓ ଦିନେଶ ପରସ୍ପରକୁ ବହୁତ ପ୍ରେମ କରୁଥିଲେ ହେଲେ ଦିନେଶ ଦୀପିକାଙ୍କୁ ଗର୍ଭବତୀ କରି ଅଧା ରାସ୍ତାରେ ତାଙ୍କ ହାତ ଛାଡି ଦେଲେ । ଏହା ପରେ ଦୀପିକା ନିଜ କୁନି ପୁଅକୁ ଧରି ଧାରଣାରେ ବସିଲେ ।

ତେବେ ଦୀପିକାଙ୍କ ସହ ପ୍ରେମ ସମ୍ପର୍କ ରଖିବା ସମୟରେ ଦିନେଶ ଦୀପିକାଙ୍କ ଘରକୁ ଆସି ତାଙ୍କୁ ବିବାହ କରିବେ ବୋଲି ତାଙ୍କ ମାଆଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଦୀପିକାଙ୍କୁ ଗର୍ଭବତୀ କରିବା ପରେ ସେ ଦୀପିକାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ ।

ସେ କହିଥିଲେ ତାଙ୍କ ବାପା ମାଆ ଏହି ବିବାହ ପାଇଁ ରାଜି ନାହାନ୍ତି । ଜେଲରୁ ଫେରିବା ପରେ ଦିନେଶ ବାପା ହେଯାଇଥିଲେ ଆଉ ଦୀପିକାଙ୍କ ପ୍ରତି ତାଙ୍କର ରାଗ ଆହୁରି ବଢି ଯାଇଥିଲା ବୋଧେ ସେଥିପାଇଁ ସେ ଦୀପିକାଙ୍କୁ ଗ୍ରହଣ କରୁ ନାହାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ

Leave A Reply

Your email address will not be published.