viral video – ମୋ ସହ ସମ୍ପର୍କରଖିଲା ଏବେ କହୁଛି ମୋ ସ୍ତ୍ରୀ ଅଛି ,ମୋର କେବଳ ତୁମେ ଦରକାର ତୁମେ ମୋଜୀବନ ଏମିତି କହିଲେ ଯୁବତୀ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 54

ପ୍ରେମ ରେ ଧୋକା ଖାଇବା ପରେ ପ୍ରେମିକ ଦୁଆରେ ଧାରଣା ଦେବା ନିତି ଦିନିଆ ଘଟଣା ହେଲାଣି । ସମାଜ ରେ ଏଭଳି ଘଟଣା ବାରମ୍ବାର ଘଟିବା ପରେ ବି ସୁଧୁରୁ ନାହାନ୍ତି ଯୁବ ଗୋଷ୍ଠୀ । ଏଭଳି ଏକ ଘଟଣା ପୁଣି ଦେଖିବା କୁ ମିଳିଛି।

ଶାରୀରିକ ସମ୍ଵନ୍ଧ ର ଆଵଶ୍ୟକତା ସମସ୍ତ ଙ୍କୁ ହୋଇଥାଏ,ଏହାକୁ କରିବା ଦ୍ୱାରା ମନ ପ୍ରଫୁଲ,ମୁଣ୍ଡ ଥଣ୍ଡା ଓ ସମ୍ପର୍କ ଭଲ ରହିଥାଏ।ପୁରୁଷ ମାନେ ନିଜ ପୁଅ ସାଙ୍ଗ ମାନ ଙ୍କ ସହ ଅନେକ ସମୟ ରେ ଶାରୀରିକ ସମ୍ପର୍କ କୁ ନେଇ ଅଯଥା କଥା ବାର୍ତ୍ତା କରି ପାରନ୍ତି କିନ୍ତୁ ମହିଳା ମାନେ ନିଜ ଭିତ୍ତେ ଏହି ପ୍ରି କଥା ବାର୍ତ୍ତା କୁ ଅସହଜ ମନ କରନ୍ତି ଓ କଥା ହେବା କୁ ଲାଜ ପ୍ରକାଶ କରନ୍ତି।ସେମାନେ ଏ ବିଷୟ ରେ କାହା ସହିତ ଖୋଲା ଖୋଲି ଭାବରେ କଥା ହୋଇ ପାରନ୍ତି ନାହିଁ।

ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ପ୍ରଥମେ ପ୍ରେମ ଓ ପରେ ବିବାହ ର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ନେଇ ଅଭିଯୋଗ ହୋଇଛି। ଅଭିଯୁକ୍ତ ଯୁବକ ଅନ୍ୟ ଜଣେ ଯୁବତୀ ଙ୍କୁ ବିବାହ କରିବା ପୂର୍ବରୁ ଉକ୍ତ ଅଞ୍ଚଳ ର ବିବାହ କରିଥିଲେ ।

ଯୁବତୀ ର ନାମ ରଶ୍ମିତା ମଳିକ ତାଙ୍କ ଘର ଚନ୍ଦନ ନଗର ପଟ୍ଟାମୁଣ୍ଡେଇ ତାଙ୍କ ବ୍ଲକ ତାଙ୍କୁ ସନାତନ ମାଲିକ ଅଳି ଥାନା ଅନ୍ତର୍ଗତ ବଳକାଟି ପଞ୍ଚାୟତ ଅନ୍ତର୍ଗତ ରାଣୀପୋଖରୀ ଗାଆଁ ରେ ଦେଖିବା କୁ ଶାରୀରିକ ସମ୍ପର୍କ ର ଏହି ଅଭାବନୀୟ ଘଟଣା ଦେଖିବା କୁ ମିଳିଛି ।


ଯୁବତୀ ନିଜ ଗାଁର ସନାତନ ପ୍ରଥମେ ପ୍ରେମ ଜାଲ ରେ ଫସାଇ ଥିଲା। ପରେ ବିବାହ ପ୍ରଲୋଭନ ଦେଖେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲା। ଯୁବତୀ ଙ୍କୁ ଧୋକା ଦେବା ପରେ ଜଣା ପଡ଼ିଥିଲା ଯେ, ସନାତନ ନିଜ ସହିତ ଅନ୍ୟ ଜଣେ ଯୁବତୀଙ୍କୁ ଆଣି ପାଖରେ ରଖିଥିଲା। ନାବାଳିକା ପୀଡିତାକୁ ବିବାହର ମିଛ ପ୍ରତିଶ୍ରୁତି ଦେଇଥିଲା ଅଭିଯୁକ୍ତ । ପରେ ଅନ୍ୟ ଉପାୟ ନପାଇ ପୀଡିତା ଥାନାର ଦ୍ୱାରସ୍ଥ ହୋଇଥିଳେ ଓ ଯୁବକ ଫେରାର ହେଇ ଯାଇଥିଲା।

୪ ବର୍ଷ ର ଧରି ସଂପର୍କ ରଖିଥିଲେ ଓ ତିନି ମାସ ଯାଇ ପାଖରେ ରଖିଥିଲେ ଓ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ କିନ୍ତୁ ଘର କୁ ଆସିଲା ପରେ ଜଣା ପଡିଛି ଯେ ପୁରୁଷ ଜଣକ ବିବାହିତ ତାଙ୍କ ଦୁଇଟି ପୁଅ ଓ ଗୋଟିଏ ଝିଅ ରହିଛି ତାଙ୍କ ବିବାହ କୁ ୨୦ ବର୍ଷ ହେଇଗଲାଣି!

ସେ ଯୁବତୀ ଜଣକ ଯେତେ ବେଳେ ଜାଣି ପାରିଲେ ସନାତନ ତାଙ୍କୁ ଛାଡି ଚାଲି ଯାଇଥିଲେ ।ସେ ଏବେ ତାଙ୍କ ଘର ଆଗରେ ଧାରଣା ଦେଇଛନ୍ତି ।କିନ୍ତୁ ତାଙ୍କ ଶାଶୂ ତାଙ୍କୁ ଗ୍ରହଣ କରିବା କୁ ମନୁ ନାହାନ୍ତି ।ସେ ସରକାର ଙ୍କୁ ନ୍ୟାୟ ମାଗିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.