viral video – ଭାଉଜ ପ୍ରେମରେ ପାଗଳ ହୋଇ ସ୍ତ୍ରୀ କୁ ଛାଡି ଚମ୍ପଟ ମାରିଲା ସ୍ୱାମୀ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 103

ଭାଉଜ ପ୍ରେମ ମିଠା ହେଲା ପିତା ରାତି ଅଧରେ ଭାଉଜ ଙ୍କୁ ଦେଖା କରିବା କୁ ପୁଣି ସାମ୍ନା କୁ ଆସିଲା ଲଭ-ସେକ୍ସ-ଧୋକ୍କା । ଆଜି କାଲି ପ୍ରେମ କରିବା ଆଉ ମନ ଭରି ଗଲେ ଛାଡ଼ି ଦେବା ଏକ ସାଧାରଣ କଥା ହୋଇ ଗଲାଣି । ଉଭୟ ପୁଅ ଓ ଝିଅ ଏ କ୍ଷେତ୍ର ରେ କେହି କାହା ଠାରୁ କମ୍ ନୁହନ୍ତି । ତେବେ ଏପରି ଏକ ଘଟଣା ପୁଣି ଥରେ ଦେଖିବା କୁ ମିଳିଛି ପଟ୍ଟାମୁଣ୍ଡେଇ ଠାରେ । ସ୍ୱାମୀ ଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ନେଇ ଅଭିଯୋଗ ଆଣି ଛନ୍ତି ଜଣେ ମହିଳା ।

ମହିଳା ଜଣ ଙ୍କ କହିଛନ୍ତି, ମୋ ସ୍ୱାମୀ ଙ୍କ ର ତାଙ୍କ ଭାଉଜଙ୍କ ସହିତ ୧ ବର୍ଷର ପ୍ରେମ ସମ୍ପର୍କ ରହିଥିଲା । ଏ କଥା ସେ ଆମ ପରିବାର କୁ ବିବାହ ପୂର୍ବ ରୁ ଜଣାଇ ନ ଥିଲେ । ଏହା ପରେ ଗ୍ରାମବାସୀ ଏ ବିଷୟ ରେ ଜାଣିବା ପରେ ମୋ ସ୍ୱାମୀ ଙ୍କ ଭାଇ ତାଙ୍କ ସ୍ତ୍ରୀ ଙ୍କୁ ନେଇ ପଳାଇ ଯାଇ ଥିଲେ । ଏହାକୁ ସହ୍ୟ କରି ନ ପାରି ମୋ ସ୍ୱାମୀ ସେ ସମୟ ରେ ବିଷପାନ କରି ଦେଇଥିଲେ ।

 ବାହା ଘରେ ପରେ ମୋ ସ୍ୱାମୀ ତାଙ୍କର ପୂର୍ବ ପ୍ରେମ ସମ୍ପର୍କ ବିଷୟ ରେ ମୋତେ କହିଥିଲେ । ବାହା ହେଲେ ମନ ପରିବର୍ତ୍ତନ ହେବ ଆଉ ସେ ସୁଧୁରି ଯିବେ ବୋଲି ପରିବାର ଲୋକେ ମୋ ସ୍ୱାମୀ ଙ୍କୁ କରିଥିଲେ । ତେଣୁ ବାଧ୍ୟବାଧକତା ରେ ମୋ ସ୍ୱାମୀ ମୋତେ ବିବାହ କରିବା କୁ ରାଜି ହୋଇଥିଲେ ବୋଲି ମୋତେ କହିଥିଲେ । ଚତୁର୍ଥୀ ରାତି ରେ ମୋ ସ୍ୱାମୀ ଙ୍କ ଭାଉଜ ଆସି ଆମ ଖଟ ଉପରେ ବସି ଥିଲେ ।

ଏହା ପରେ ମୋ ସ୍ୱାମୀ ମୋ ସାଥୀ ରେ ଯେଉଁ କାମ କରିବା କଥା, ତାଙ୍କ ଭାଉଜ ଙ୍କ ସହ ସେଇ କାମ କଲେ । ମୁଁ ଏହାକୁ ବିରୋଧ କରିବା ରୁ ମୋ ସ୍ୱାମୀ କହିଥିଲେ ତୁ କ’ଣ ମୋର ବର୍ଷ ର ସମ୍ପର୍କ ଭାଙ୍ଗି ଦେବୁ । ଏହା ପର ଠାରୁ ସ୍ୱାମୀ-ସ୍ତ୍ରୀbଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇ ଥିଲା । ପରେ ମୋର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ମୋ ସ୍ୱାମୀ ମୋର କୌଣସି ଦେଖାଶୁଣା କରୁ ନାହାନ୍ତି ।

ବିବାହ ପୂର୍ବ ରୁ ପ୍ରତାପ ଭାଉଜ ଙ୍କ ସହିତ ରହୁଥିଲେ ତାପରେ ବିବାହ ପରେ ୧ ବର୍ଷ ସ୍ବାମୀ ସ୍ତ୍ରୀ କୁ ଯୌତୁକ ପାଇଁ ନିର୍ଯାତନା ଦେଇ ଥିଲେ ।ଓ ତାପରେ ମଧ୍ୟ ଭାଉଜ ଙ୍କ ସହିତ ରହିଥିଲେ । ସ୍ତ୍ରୀ କହିବା ରୁ ତାଙ୍କୁ ବହୁତ୍ ପିଟି ଥିଲେ ଶେଷbରେ ଚଂପଟ ମାରିଥିଲେ ସ୍ତ୍ରୀ କୁ ଛାଡି ପଲେଇ ଯିବା ରୁ ସ୍ତ୍ରୀ ପଟ୍ଟାମୁଣ୍ଡେଇ ଥାନା ରେ ଅଭିଯୋଗ କରିଥିଲେ । ପ୍ରତାପ ଙ୍କୁ ଖୋଜା ଖୋଜି କରୁଛନ୍ତି ଭାଉଜ ଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଓ ଚାଲିଗଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.