viral video – ଦାମୀ କାର ଉପରେ ରାବଣ ଟ୍ରାକ୍ଟର ଉପରେ ରାମ ||ଦେଖିଲେ ହସି ହସି ଗଡ଼ିଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

0 36

ପବିତ୍ର ଶ୍ରୀରାମ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀରାମଙ୍କଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ସ୍ୱୟଂ ପ୍ରଭୁ ଶୀଜଗନ୍ନାଥ ମାତା ରୂପରେ ବିଳମ୍ବିତ ରାତ୍ରରେ ଶ୍ରୀରାମଙ୍କୁ ଜନ୍ମଦେବେ, ତେଣୁ ପ୍ରସବ ବେଦନାକୁ ଲାଘବ କରିବା ନିମନ୍ତେ ଅଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଯେଉଡ଼ ଭୋଗ କରାଯିବା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଏ ।

ନବମୀ ଦିନ ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ୨ଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ ହୋଇଥାଏ । ଏହି ଗୁପ୍ତନୀତିକୁ କେହି ଯେପରି ଦେଖି ନ ପାରିବେ ସେଥିଲାଗି ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦକରାଯାଇଥାଏ ।

ଶ୍ରୀରାମ ଜନ୍ମ ହେବା ପରେ କର୍ପୁର ଆଳତି ବନ୍ଦାପନା ହୋଇ ମହାସୁଆର ଗଣ୍ଡୁସ ମସଲା, କ୍ଷୀର ମଣୋହୀ କରାଯାଏ । ଏହା ପରେ ପଣ୍ଡା ଶୀତଳଭୋଗ କରାଇବା ସହ ମହାସୁଆର ଜୟବିଜୟ ଦ୍ୱାରଠାରେ ଚରୁଭାତ ମଣୋହୀ କରାଇଥାନ୍ତି ।

ରାବଣ ବହୁତ ଅଧିକ ଜ୍ଞାନୀ ବ୍ରାହ୍ମଣ ଥିଲା।କିନ୍ତୁ ରାବଣ ଅନୈତିକତା ଏବଂ ଅଧର୍ମର ପପ୍ରତିକ ମାନଯାଏ।କିନ୍ତୁ ଏହା ରାବଣର ଅଧୁରା ପରିଚୟ ଅଟେ।ଆମେ ଏହି ଆର୍ଟିକିଲରେ ରାବଣର ସମ୍ପୂର୍ଣ୍ଣ ପରିଚୟ ଦେବୁ।ଏହା ଆମେ ବିଷ୍ଣୁ ପୁରାଣ ଏବଂ ବିଭିନ୍ନ ପୁସ୍ତକରୁ ଏହି ତଥ୍ୟ ଆପଣଙ୍କୁ ଜଣାଇବୁ।


ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଏକ ଯୁଗରେ ରାବଣ ଭାଗବାନ ବିଷ୍ଣୁଙ୍କ ଦ୍ୱାରପାଳ ମଧ୍ୟ ଥିଲା ଯେଏବଂ ତାଙ୍କ ଦ୍ୱାର ସାମ୍ନାରେ ସୁରକ୍ଷା ଦେଉଥିଲା।ଏବଂ ଭଗବାନ ବିଷ୍ଣୁ ଭଗବାନ ରାମଙ୍କ ରୂପରେ ଅବତାର ନେଇଥିଲେ କୌଣସି ଏକ ଅଭିଶାପ କାରଣରୁ ରାବଣରେ ରାକ୍ଷସ ପ୍ରବୃତ୍ତି ଉତ୍ପର୍ଣ୍ଣ ହୋଇଯାଇଥିଲା।ଏହି କାରଣ ପାଇଁ ରାବଣ ଏକ ରାକ୍ଷସ ହୋଇଥିଲା।

ପୁରାଣ କଥାର ମାନ୍ୟତା ଅନୁସାରେ ଗୋଟେ ଥର ସନକ,ସନତନ, ସନାତନ ଏବଂ ସନଦ କୁମାର ଭଗବାନ ବିଷ୍ଣୁଙ୍କଦର୍ଶନ କରିବାକୁ ଆସିଥିଲେ।ସେହି ସମୟରେ ଭଗବାନ ବିଷ୍ଣୁଙ୍କର ଦୁଇଟି ଦ୍ୱାରପାଳ ଜୟ ଏବଂ ବିଜୟ ସୁରକ୍ଷା ଦେଉଥିଲେ।ସେ ସେହି ଚାରି ଜଣଙ୍କୁ ଭିତରକୁ ଯିବାପାଇଁ ମନା କରିଦେଇଥିଲେ।

ଅନୁମତି ନ ମିଳିବା କାରଣରୁ ଋଷିଗଣ ରାଗିଯାଇଥିଲେ ସେ ସେହି କ୍ଷଣରେ ଜୟ ଏବଂ ବିଜୟଙ୍କୁ ରାକ୍ଷସ ହୋଇଯିବାର ଅଭିଶାପ ଦେଇଦେଇଥିଲେ।ଜୟ ଏବଂ ବିଜୟ ଋଷିଙ୍କୁ କ୍ଷମା ମାଗିଲେ ଏବଂ ଭଗବାନ ବିଷ୍ଣୁ ମଧ୍ୟ ଋଷି ମାନଙ୍କୁ ଅନୁରୋଧ କଲେ ସେମାନଙ୍କୁ କ୍ଷମା କରିଦେବା ପାଇଁ।

ଏହାପରେ ଏହି ଦ୍ୱଇ ଭାଇ ରାବଣ ଏବଂ କୁମ୍ଭକର୍ଣ୍ଣ ହୋଇଥିଲେ ତେବେ ଭାଗବାନ ଶ୍ରୀରାମ ସଂଘାର କରିଥିଲେ।ତୃତୀୟ ଜନ୍ମରେ ଏମାନେ ଶିଶୁପାଳ ଏବଂ ଦନ୍ତବ୍ରକ ହୋଇଥିଲେ ଏବଂ ସେହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ଅବତାରରେ ସେ ଏହି ଦୁଇ ରାକ୍ଷସଙ୍କ ବଦ୍ଧ କରିଥିଲେ।

ଏବଂ ଏମାନଙ୍କୁ ପରମ ଧାମ ପହଞ୍ଚାଇଦେଇଥିଲେ।ଏବଂ ଏହି ପ୍ରକାରରେ ଦୁଇ ଦ୍ୱାରପାଳଙ୍କୁ ରାକ୍ଷସ ଶରୀରରୁ ମୁକ୍ତି ମିଳିଥିଲା।ଓ ଦଶହରା ରେ ଦୁର୍ଗା ପୂଜା ରେ ଶେଷ ରେ ରାବଣ କୁ ବଧ କରିଥାଏ। ସେପରି ରାବଣ ଦାମୀ କାର ରେ ଆସିବାବେଳେ ରାମ ହନୁମାନ ଟ୍ରାକ୍ଟର ଆସୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.