Viral Video – ଛେଳି ଚୋରି କରି ଫସିଲେ ଯୁବକ ଆଉ ତାପରେ….ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଆଜି ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ସଂପର୍କରେ କହିବୁ ତାହା ହେଉଛି ବହୁତ ଦୁଃଖଦାୟକ ସେହି କଥାକୁ ଶୁଣିଲେ ଆପଣ ମାନେ ମଧ୍ୟ କାନ୍ଦି ପକେଇବେ । ଆଜିର ସମୟରେ ଆମେ ମାନେ କିଛି ଜିନିଷ ଅର୍ଡର କଲେ ତାହା ସଂଙ୍ଗେ ସଂଙ୍ଗେ ଆମ ମାନଙ୍କୁ ପାଖକୁ ଆସିଥାଏ , ତାହାକୁ ଜଣେ ବ୍ୟକ୍ତି ଡେଲିଭରି ବୟ ସାଜିକରି ଆମ ପାଖରେ ସମସ୍ତ ଜିନିଷ ଆଣି ପହଞ୍ଚାଇଥାନ୍ତି ।
ତେବେ ଏଥିପାଇଁ ମଧ୍ୟ ତାଙ୍କୁ ଦରମା ମିଳେ , ଅନେକ ସ୍ଥାନରେ ଏହିପରି ବ୍ୟକ୍ତି ମାନେ ଡେଲିଭରି ବୟର କାମ କରୁଛନ୍ତି ଏବଂ ଲୋକମାନଙ୍କ ଜିନିଷ ସେମାନଙ୍କ ଘରେ ନେଇ ପହଞ୍ଚାଉଛନ୍ତି । ମାତ୍ର ଯଦି ସେମାନଙ୍କ ଉପରେ ସେହିପରି କିଛି ବିପଦ ଆସେ ଅର୍ଥାତ ସେମାନେ ଯଦି ନିଜ କାମ ସାରି ନିଜ ଘରେ ଯାଇ ଠିକ ସମୟରେ ନପହଞ୍ଚିପାରନ୍ତି ତେବେ ତାହା ସମସ୍ତଙ୍କୁ କେମିତି ଲାଗିବ । କାରଣ ସେହିପରି ଏକ ଘଟଣଆ ଏବେ ଆମ ମାନଙ୍କ ସାମ୍ନାକୁ ଆସିଛି । ୟାହାକୁ ଶୁଣିଲେ ଆପଣ ମାନେ କାନ୍ଦିପକେଇବେ
ସୂଚନା ଅନୁସାରେ ଭୁବନେଶ୍ୱରରେ ଜଣେ ସ୍ୱିଗିର ଡେଲିଭରି ବୟକୁ ଅପହରଣ କରାଯାଇଥିବାର ଅଭିଯୋଗ ମିଳିଥିଲା , ଏହାପରେ ପୋଲିସ ତାହାର ତଦନ୍ତ କରୁଛି । ତେବେ ସେହି ବ୍ୟକ୍ତିର ଅପହରଣ ପରେ ତାଙ୍କର ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ କାରଣ ସେହି ଡେଲିଉରି ବଏ ଯାହାଙ୍କର ନାମ ହେଉଛି ପତିତପାବନ ଅପହରଣ ପରେ ତାଙ୍କ ସ୍ତ୍ରୀକୁ ଫୋନ କରିଥିଲେ କି ତାଙ୍କୁ କେହି କିଡନାପ କରିନେଇଛି ।
ଏହା ସହିତ ତାଙ୍କର ପର୍ସ ଟଙ୍କା ସମସ୍ତ ନେଇଯାଇ ତାହାକୁ ଛୁରୀରେ ଆକ୍ରମଣ କରିଥିଲେ ଅପହରଣ କରିଥିବା ବ୍ୟକ୍ତି ମାନେ । ସେ ନିଜ ସ୍ତ୍ରୀକୁ କହିଥିଲେ କି ତାଙ୍କୁ ଅପହରଣକାରୀ ମାନେ ଭୁବନେଶ୍ୱର ଉତ୍ତରା ଛକ ନିକଟରୁ ଅପହରଣ କରିଛନ୍ତି । ପତିତପାବନ ନିଜ ସ୍ତ୍ରୀକୁ ଆହୁରି ମଧ୍ୟ କହିଥିଲେ କି ସେ ଉତ୍ତରା ବ୍ରିଜ ପାଖରେ ଅଛନ୍ତି କିଛି ଲୋକେ ତାଙ୍କୁ ଅଟୋ ଡଲାରେ ପକେଇଛନ୍ତି ।
ସେ ମରିବେ କି ବଞ୍ଚିବେ ତାହା ଜାଣିନାହାନ୍ତି , ତାଙ୍କର ପ୍ୟାଣ୍ଟ , ସାର୍ଟ ସବୁକୁ ଚିରି ଦେଇ ସେମାନେ ଫୋପାଡି ଦେଇଛନ୍ତି । ଶେଷରେ ଏହା ମଧ୍ୟ କହିଛନ୍ତି କି ମୁଁ ଲୋକେସନ ସେୟାର କରୁଛି ତମେ ଭାଇକୁ କୁହ ସେ ଏଠି ଆସି ଶୀଘ୍ର ପହଞ୍ଚିବ ନହେଲେ ଏମାନେ ମୋତେ ମାରିଦେବେ । ରାତି 10ଟା ସମୟରେ ପତିତପାବନ ନିଜ ସ୍ତ୍ରୀକୁ କଲ କରି ଏହି ସମସ୍ତ କଥା କହିଥିଲେ ।
ସ୍ୱାମୀର ଏପରି କଥା ଶୁଣିବା ପରେ ସେ ତାଙ୍କ ପରିବାର ଲୋକଙ୍କୁ କହିଥିଲେ ଏବଂ ପରିବାର ଲୋକମାନେ ରାତି ସାରା ତାଙ୍କ ଲୋକେସନକୁ ଫଲୋ କରୁଥିଲେ , ଏହା ସହିତ ସେମାନେ ସେହି ସମୟରେ ପାଖାପାଖି ଦୁଇ ଦୁଇଟି ଥାନାରେ ଏହି ଘଟଣାକୁ ନେଇକରି ପୋଲିସ କିଛି ସାହାର୍ଯ୍ୟ କରିପାରିନଥିଲା ।
ଏହା ପରେ ସକାଳେ ଯେତେବେଳେ ପୋଲିସ ପତିତପାବନଙ୍କ ଲୋକେସନ ଜାଗାରେ ପହଞ୍ଚିଥିଲା ତେବେ ସେହି ସ୍ଥାନରେ ତାଙ୍କର ପ୍ୟାଣ୍ଟ , ସାର୍ଟ ଏବଂ ପର୍ସକୁ ପାଇଥିଲା । ମାତ୍ର ଏବେ ପର୍ଯ୍ୟନ୍ତ ପତିତପାବନଙ୍କର ଠିକଣା ମିଳିନାହିଁ ମାତ୍ର ପୋଲିସ ତାହାର ତଦନ୍ତ ଜାରି ରଖିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ