viral video – କୁନି ଝିଅକୁ ନଦୀକୁ ଝାମ୍ପିନେଲା କୁମ୍ଭୀର, ଦେଖୁ ଦେଖୁ ଖାଲି କରିଦେଲା ମାଆର କୋଳ,ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

0 76

ଜୀବନ ଅଛି ତ ମୃତ୍ୟୁ ମଧ୍ୟ ରହିଛି, ଯେମିତି ସାରୁ ପତ୍ର ରେ ପାଣି ଟି ପଡିଲେ ଢଳ ଢଳ ହୋଇ ତଳକୁ ଖସି ପଡେ, ମଣିଷ ଜୀବନ ଠିକ ସେମିତି ଅଟେ। ଜୀବନ ହେଉଛି ପାଣି ଫଟକା ପରି, କେତବେଳେ କାହାର ଜୀବନ ଜୀବ କେହି ମଧ୍ୟ କହି ପାରିବେ ନାହିଁ।

ମୃତ୍ୟୁ ଯେବେ ଆସେ ତାକୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ। ବଡ଼ ବଡ଼ ଜୀବ ଜନ୍ତୁ ମାନଙ୍କୁ ଦେଖିଲେ ବହୁତ ଭୟ ଭୀତ ଲାଗି ଥାଏ ଏବଂ ତାଙ୍କ ନିକଟକୁ ଯିବା ପାଇଁ ମଧ୍ୟ ଡର ଲାଗି ଥାଏ। ତେବେ ଏଭଳି ଏକ ଆକସ୍ମିକ ଦୃଶ୍ୟ ଯାହାକୁ ଜାଣିବା ମାତ୍ରେ ବହୁତ ଦୁଃଖ ଲାଗି ଥାଏ।

ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଆପଣ ମାନଙ୍କୁ ବହୁତ ଭୟ ଭୀତ।ମଧ୍ୟ ଲାଗିବ। ତେବେ ଘଟଣାଟି ହେଉଛି, ଗୋଟେ କୁମ୍ଭୀର ଟି ତା ପାଟିରେ,ଜଣେ ମୃତ ମହିଳା କୁ ପାଣି ଭିତରକୁ ଟାଣି ଟାଣି ନେବାର ଦୃଶ୍ୟ ଦେଖା ଯାଇଛି ବୋଲି ସୂଚନା ମିଳିଛି।

ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳୁ ଅଂଚଳରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି।

ଗୋଟେ ନଦୀରେ ଭାସୁଛି ଏକ କୁମ୍ଭୀର ଟି, ସେହି କୁମ୍ଭୀର ତା ପାଟିରେ ଜଣେ ମୃତ ମହିଳାଙ୍କୁ ଖୁବ ଜୋରରେ କାମୁଡି ଧରି ଥିବାର ଦୃଶ୍ୟ ଦେଖା ଯାଉଛି। ସେହି କୁମ୍ଭୀରଟି ମୃତ ମହିଳାକୁ ପାଣି ଭିତରକୁ ଖୁବ ଜୋରରେମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି।

ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳୁ ଅଂଚଳରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଗୋଟେ ନଦୀରେ ଭାସୁଛି ଏକ କୁମ୍ଭୀର ଟି, ସେହି କୁମ୍ଭୀର ତା ପାଟିରେ ଜଣେ ମୃତ ମହିଳାଙ୍କୁ ଖୁବ ଜୋରରେ କାମୁଡି ଧରି ଥିବାର ଦୃଶ୍ୟ ଦେଖା ଯାଉଛି।

ସେହି କୁମ୍ଭୀରଟି ମୃତ ମହିଳାକୁ ପାଣି ଭିତରକୁ ଖୁବ ଜୋରରେ ଟାଣି ଟାଣି ନେବାର ଦେଖା ଯାଉଛି। କୁମ୍ଭୀର ଟି ସେହି ମୃତ ମହିଳା ଙ୍କୁ ଖୁବ ଜୋରରେ କାମୁଡି ରକ୍ତାକ୍ତ କରି ଦେଇଛି ଆଉ ସେ ନଦୀର ପାଣି ମଧ୍ୟ ରକ୍ତରେ ଲାଲ ପଡି ଯାଇଛି। ସେ ମହିଳାକୁ ତିଳେ ମାତ୍ର ଛାଡୁ ନାହିଁ, ସେମିତି ତା ପାଟିରେ ଧରି ରହିଛି।

ଏହି ଦୃଶ୍ୟଟି ବହୁତ ଭାୟାନକ ରହିଛି। ଯାହା ଦେଖିଲେ ରୁମ ମୂଳ ଟାଙ୍କୁରୀ ଉଠିବ। କୁମ୍ଭୀର କୁ ଦେଖିବା ମାତ୍ର କେ ମନରେ ବହୁତ ଡର ରହି ଥାଏ। ଯାହାକି ଏବେ ସବୁ ଠାରୁ ଚର୍ଚ୍ଚା ର ବିଷୟ ପାଲଟିଛି। ସେଥିପାଇଁ କାହାର କେତେବେଳେ କଣ ଘଟିବ କେହି କହି ପାରିବେ ନାହିଁ। ଏହି ଭିଡିଓ ଟି ଅଧିକ ମାତ୍ରାରେ ମୋବାଇଲ କୁ ମୋବାଇଲ ସେୟାର ହବାରେ ଲାଗିଛି। ଏହି ଘଟଣା ଟି ସୋସିଆଲ ମିଡିଆରେ ଖୁବ ଜୋର ମଧ୍ୟ ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.