viral video – ଏଥର ଖଣ୍ଡଗିରୀ ଯାତ୍ରାରେ ଚହଳ ପକେଇବ ଯାତ୍ରା ‘ବ୍ଲାକମେଲ କୁଇନ ଅର୍ଚ୍ଚନା’! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 86

ଆଜିର ଏହି ପରିବର୍ତ୍ତନଶୀଳ ଦୁନିଆରେ ଦୁନିଆ ବଦଳିବା ସହ ତା ସହ ତାଳ ଦେଇ ଯୁବ ସମାଜ ମଧ୍ୟ ବଦଳିବା ପାଇଁ ଲାଗିଛନ୍ତି। ଭଲ ଗୁଣ, ସମାଜର ଉଚିତ୍ ମୂଲ୍ୟବୋଧ କୁ ଗ୍ରହଣ କରିବା ପରିବର୍ତ୍ତେ ସେମାନେ କିଛି ମାତ୍ରାରେ ଖରାପ୍ ଆଡ଼କୁ ଗତି କରିଛନ୍ତି।

ଆଜିର କିଛି ଯୁବପିଢୀ ଙ୍କୁ ଜବାନି ର ରଙ୍ଗ ଟିକେ ଅଧିକ ଚଢ଼ି ଯାଉଛି। ସେଥିପାଇଁ ବେଳେବେଳେ ସେମାନେ ଏମିତି କିଛି ଅଶୋଭନୀୟ କାମ କରୁଛନ୍ତି ଯାହା ନିନ୍ଦା ଏବଂ ପରିତାପର ବିଷୟ। ତେବେ ସେମାନଙ୍କ ବ୍ୟକ୍ତିଗତ ରୁଚି ଦ୍ଵାରା ଅନ୍ୟ ମାନେ ଯେ ଅନେକ ମାତ୍ରାରେ ପ୍ରଭାବିତ ହେଉ ଛନ୍ତି ଓ ତାର କୁପ୍ରଭାବ ସମାଜ ଉପରେ ପଡୁଛି ଏ ସମ୍ପର୍କରେ ତାଙ୍କର କୌଣସି ଧାରଣା ନାହିଁ।

ଆଉ ଏଥିପାଇଁ ସେମାନେ ପରବର୍ତ୍ତୀ ସମୟରେ ଲଜ୍ୟା ପ୍ରକାଶ ବି କରୁ ନାହାଁନ୍ତି। ଏଥିରେ ସେମାନେ ଆଦୌ ସଚେତନ କିମ୍ବା ବିଚଳିତ ନୁହଁନ୍ତି। ହଁ ଆଜ୍ଞା, ଆମେ ଆଜି ଆପଣ ମାନଙ୍କୁ ଏଭଳି ଏକ ଭିଡିଓ ସମ୍ପର୍କରେ କହିବା ପାଇଁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ଲଜ୍ୟା ବୋଧ ମଧ୍ଯ କରିବେ।ଆଜିର ସମାଜ ର ଲୋକ ମାନଙ୍କର ହାବ ଭାବରେ କିପରି ପରିବର୍ତ୍ତନ ଆସୁଛି।

ଲୋକେ କିପରି ଅସଭ୍ୟ ଆଚରଣ ପ୍ରଦର୍ଶନ କରୁଛନ୍ତି।ତେବେ ଦୁନିଆରେ ଦିନକୁ ଦିନ ଯେଉଁ ଭଳି ଭାବରେ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି।ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ ଅଭଦ୍ର କାଣ୍ଡ ସବୁ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି।

ଯାହା ଫଳରେ ସମାଜରେ ଅଭାବନୀୟ ଘଟଣା ବୃଦ୍ଧି ପାଇବା ରେ ଲାଗିଛି। ଆଉ ନିଜର କାମ ବାସନା ଏବଂ ନିଜର ଶାରିରୀକ ସମ୍ପର୍କ ସ୍ଥାପନ ର ଲାଳସା ତାକୁ ଅନ୍ଧ କରି ଦେଉଛି କିଛି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ।

ଶେଷରେ ସେ ଏଥିପାଇଁ ସମାଜ ଆଗରେ ଲଜ୍ଜିତ, ଅପମାନିତ ତ ହେଉଛି ପୁଣି ସେ ଇଥି ପାଇଁ ଯେଉଁ ଦଣ୍ଡ ପାଉଛି ତାହା ମଧ୍ୟ ବାସ୍ତବରେ ଉଲ୍ଲେଖନୀୟ ଅଟେ। ତେବେ ସେହିଭଳି ଏକ ନିନ୍ଦନୀୟ ଘଟଣା ଏବେ ଘଟିବା ପରେ ତାର ଏକ ନିନ୍ଦନୀୟ ସ୍ଥିତି ଏବେ ସାମ୍ନାକୁ ଆସିଛି।

ଯେଉଁ ଘଟଣାରେ ଜଣେ ଯୁବତୀଙ୍କୁ ଦୁଇଜନ ଯୁବକ କିପରି ସିଡି ଚଢିବା ସମୟରେ ହଇରାଣ କରୁଛନ୍ତି ତାହା ଦେଖିବାକୁ ମିଳୁଛି।ସେ ଉପରକୁ ଯିବାକୁ ରାସ୍ତା ଛାଡ଼ିବାକୁ କହୁଛି କିନ୍ତୁ ସେମାନେ ତାଙ୍କୁ ରାସ୍ତା ନଛାଡି ଟିଜ୍ କରିବାରେ ଲାଗିଛନ୍ତି। ଝିଅଟି ଏମିତି ହୋଇ ବହୁତ୍ ବ୍ୟସ୍ତ ହୋଇ ପଡୁଛି।

ଏହାକୁ ଦେଖି ସେଠାରେ ଥିବା ସିକ୍ୟୁରିଟି ଗାର୍ଡ ଉକ୍ତ ଯୁବକ ମାନଙ୍କୁ ଏପରି କରିବାକୁ ମନା କରିବା ସହ ଉକ୍ତ ଯୁବତୀଙ୍କୁ ରକ୍ଷା କରି ତାଙ୍କୁ ସୁରକ୍ଷା ଦେଉଛନ୍ତି ଏବଂ ତାଙ୍କୁ ଉପରକୁ ଯିବାକୁ କହୁଛନ୍ତି। ଏହାପରେ ସେଠାରେ ଥିବା ଯୁବକ ଦୁଇଜଣ ତାଙ୍କ ଉପରେ ରାଗୁଛନ୍ତି ଏବଂ ସେମାନେ ମଧ୍ଯ ଝିଅଟିକୁ ଛାଡି ଦେଉଛନ୍ତି। ତେବେ କର୍ମକ୍ଷେତ୍ରରେ ମହିଳା ମାନଙ୍କ ପ୍ରତି ଏପରି ବ୍ଯବହାର ଦିନକୁ ଦିନ ବଢ଼ିବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.