viral song – ପ୍ରଥମ ଥର ତାଳରେ ରାଣୀ ପଣ୍ଡା ବୋଲୁଛନ୍ତି ମା ଦୁର୍ଗାଙ୍କ ଭଜନ।ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 335

ଆଇଟମ୍ ଗାର୍ଲ ରାଣୀ ପଣ୍ଡା ପୁଣି ଚର୍ଚ୍ଚାର ପରିସର କୁ ଆସିଛନ୍ତି । ନାନ ବିବାଦ ରେ ଛନ୍ଦି ହୋଇଥିବା ରାଣୀ ଭଜନ ଗାଉ ଥିବା ଦେଖି ବାକୁ ମିଳିଛି । ଏହି ଗୀତ ଟି ଅନଲାଇନ ରେ ରିଲିଜ୍ ହୋଇଛି । ୟୁଟ୍ୟୁବ ରେ ରିଲିଜ୍ KRP ହୋଇଥିବା ଏହି ଗୀତ ଟି କୁ ଅନେକ ୟୁଜର ପସନ୍ଦ ମଧ୍ୟ କରିଛନ୍ତି ।

ଅନେକ ବିବାଦ ଘେର ରେ ରହୁଥିବା ରାଣୀ ଜୀବନ ରେ ଅନେକ ଝଡ ଝଞ୍ଜା କୁ ସାମ୍ନା କରିଛନ୍ତି । ବହୁ ଘାତ ପ୍ରତିଘାତ କୁ ପଛରେ ପକାଇ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ଗତ କିଛି ଦିନ ତଳେ ନ୍ୟୁଜ୍ 7କୁ ଦେଇଥିବା ଏକ ସାକ୍ଷାତକାର ରେ ଅନେକ କିଛି କହିଥିଲେ । ଶୁଣନ୍ତୁ ରାଣୀ ଗାଇଥିବା ଭଜନ ।

ରାଣୀ ଏକ ସାକ୍ଷାତକାର ରେ କହିଥିଲେ ଯେ, ଆଗ କୁ ଏକ ବ୍ଲକ ବ୍ଲଷ୍ଟ ର ନାଟକ ରେ ଭିନ୍ନ ଏକ ରୂପ ରେ ନଜର ଆସିବେ । ଆଶା ଅନେକ । ରାସ୍ତା ବି ଲମ୍ବା । ରାସ୍ତା ର ଘାତ ପ୍ରତିଘାତ ବାଧା ବନ୍ଧନ କେତ କଅଣ ଅଛି। ସେ ସବୁ କୁ ସାମ୍ନା କରି ସେ ଆଗ କୁ ବଢିବା ପାଇଁ ଚାହାନ୍ତି । ହେଲେ ରାଣୀ ଙ୍କ ର ଭଜନ ନିଶ୍ଟୟ ଅନେକ ଙ୍କୁ ଆଶ୍ଚର୍ଯ୍ୟ କରିବ । ଏହି ଭଜନରେ ନିଜ ଜୀବନର କେତକ ଘଟଣା କୁ ସେ ଉପସ୍ଥାପିତ କରିଛନ୍ତି । ଦେଖା ଯାଉ ଏହା ଦର୍ଶକ ଙ୍କୁ କେତେ ଭଲ ଲାଗୁଛି ।

ଅନେକ ସମୟରେ ତାଙ୍କର ପ୍ରଶଂସକ ମାନଙ୍କ ର ନିକଟତର ହୋଇଥାନ୍ତି ସୋସିଆଲ ମିଡ଼ିଆ ଜରିଆରେ। ଏହାଛଡା ଅନେକ ସମୟରେ ସେ କୌଣସି ଘଟଣା ଉପରେ ତାଙ୍କ ଢଙ୍ଗରେ ଉଚିତ୍ ମନ୍ତବ୍ୟ ରଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି।

ଆପଣ ଏହି ଅଭିନେତ୍ରୀ ଜଣ ଙ୍କ ର ଅନେକ ଡାନ୍ସ ଭିଡିଓ, ଷ୍ଟାଇଲିସ ପୋଜ୍ ସବୁ କୁ ସୋସିଆଲ ମିଡିଆରେ ଦେଖିବାକୁ ପାଇଥିବେ। ଯାହାକୁ ଦେଖି ଆପଣ ମାନେ ଖୁସି ବି ହେଉଥିବେ। ଏବେ କିନ୍ତୁ ତାଙ୍କର ଏକ ସିଙ୍ଗୀଙ୍ଗ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ନିଜେ ସେ ଷ୍ଟୁଡିଓ ରେ ଗାଇଛନ୍ତି ଏହା ଏକ ଭଜନ ସଙ୍ଗୀତ।

ଏହି ଗୀତଟି ହେଉଛି, ମା ଦୁର୍ଗା ଙ୍କ ର ଭଜନ ଟି ଗାଇଛନ୍ତି ରାଣୀ ପଣ୍ଡା।ଏହି ଗୀତକୁ ରାଣୀ ପଣ୍ଡା ଗାଇଥିବା ବେଳେ ଏହାର krp ମ୍ୟୁଜିକ ଦେଇଛନ୍ତି ସନ୍ଦୀପ, ସ୍ମୃତି ଭିଙ୍କ ଷ୍ଟୁଡିଓ ରେ ସୁଟିଂ ହେଇଛି ଏବଂ ଲିରିକ୍ସ କରିଛନ୍ତି କବିତା ରାଣୀ ବାରିକ୍ ନିରଞ୍ଜନ ପଣ୍ଡା।

ତେବେ ଏହି ଗୀତକୁ ବେଶ୍ ସୁନ୍ଦର୍ ଭାବରେ ଶ୍ରୋତାଙ୍କୁ ପସନ୍ଦ ଆସିବା ଭଳି ସ୍ଵରରେ ସଜା ଯାଇଛି। ଆପଣ ଏହି ଗୀତକୁ ଶୁଣିଲେ ଜାଣି ପାରିବେ ରାଣୀ ପଣ୍ଡା ଙ୍କୁ ନେଇ ତିଆରି ହୋଇଥିବା ଏହି ଗୀତ କେତେ ଚମତ୍କାର ନିର୍ଦ୍ଦେଶନା ରେ ହୋଇଛି। ନିଶ୍ଚୟ ଏହି ଗୀତ ଆପଣଙ୍କୁ ଭଲ ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.