Viral Audio Call – ଇଂରାଜୀ ନ ଜାଣି ହଟ ହଟା ହେଲା ପ୍ରେମିକ ଶୁଣନ୍ତୁ ପୁରା ରେକର୍ଡିଙ୍ଗ… ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ…

0 1,588

ପ୍ରତିଦିନ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡ଼ିଓ ମାନ ଭାଇରାଲ ହେଉଥିବା ର ଦେଖୁବା କୁ ପାଉଥିବେ । ତେବେ ବର୍ତ୍ତମାନ ସେମିତି ଏକ ଅଡିଓ ଟି ଭାଇରାଲ ହେଉଛି । ଅଡିଓ ଆଉ ଯେଉଁ ଅଡିଓ ରେ ଏମିତି କିଛି କଥା କୁହାଯାଇଛି ଯେଉଁ କଥା କୁ ଶୁଣିଲେ ଆପଣ ଙ୍କ ମାନେ ମଧ୍ୟ ହୋଇ ଯିବେ ଆଶ୍ଚର୍ଯ୍ୟ । ତେବେ ଆପଣ ମାନେ ଦେଖିବା କୁ ପାଉଥିବେ କି ଅନେକ ସମୟ ରେ ପ୍ରେମି ଯୁଗଳ ମାନେ କଥା ବାର୍ତ୍ତା କରିଥାନ୍ତି ତାଙ୍କର ଲୋଭର୍ସ ମାନ ଙ୍କ ସହିତ ଫୋନ ରେ ।

ଆଉ ବହୁତ ସାରା କଥା ମଧ୍ୟ କହିଥାନ୍ତି ଓ ନିଜ ପ୍ରେମ କୁ ପ୍ରକାଶ କରିଥାନ୍ତି । ତେବେ ବର୍ତ୍ତମାନ ସେହି ଭଳି ଏକ ଭିଡ଼ିଓ ଭାଇରାଲ ହେବା ରେ ଲାଗିଛି । ଆଉ ଯେଉଁଠି ଦେଖିବା କୁ ମିଳିଛି କି ପ୍ରେମିକ ଜଣ ଙ୍କ ଇଂରାଜୀ ବୁଝି ପାରୁ ନାହାନ୍ତି, ଆଉ କେବଳ ଆଇ ଲୋଭ ଇଉ ବୋଲି କହୁଛନ୍ତି । ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଆ ଉପରେ ଟିକିଏ ନଜର ପକାଇବା ।

ଆଜିକାଲି ର ପିଲା ମାନେ ବହୁତ ଡେଭଲୋପ ହେଲେଣି । ଆଉ ସେମାନେ ସବୁବେଳେ ଇଂରାଜୀ କୁ ଅଧିକ ପସନ୍ଦ କରିଥାନ୍ତି ଓ ଇଂରାଜୀ ରେ କଥାବାର୍ତ୍ତା ମଧ୍ୟ କରିବା କୁ ଅଧିକ ପସନ୍ଦ କରିଥାନ୍ତି । ତେବେ ଆଜି ମୁ ଆପଣ ମାନେ ଯେଉଁ କଥା ଟି କହିବା କୁ ଯାଉଛି ତାହା ହେଉଛି ପ୍ରେମି ଯୁଗଳ ପୁଅ ଓ ଝିଅ ଙ୍କର କେତୋଟି ରେକଡ଼ିଂ ଅଡିଓ । ଆଉ ଯେଉଁ ରେକଡ଼ିଂ କୁ ଶୁଣିଲେ ଆପଣ ମାନେ ହସିବେ କି କାନ୍ଦିବେ ସେ କଥା ନିଜେ ମଧ୍ୟ ଜାଣି ପାରିବେ ନାହିଁ ।

 ତେବେ ଯାହା ଜଣା ପଡିଛି କି ପୁଅ ଜଣ ଙ୍କ ଇଂରାଜୀ ରେ କଥା ହେବା ରୁ କିଛି ବୁଝିପାରୁ ନାହାନ୍ତି । ଆଉ ପୁଅ ଜଣ ଙ୍କ କେବଳ ଗୋଟିଏ କଥା କହି ବୁଲୁଛନ୍ତି ତାହା ହେଉଛି ଆଇ ଲୋଭ ଇଉ, ଆଉ ଏହାର ପ୍ରତି ଉତ୍ତର ରେ ଝିଅ ଜଣ ଙ୍କ ପୁଅ କୁ ଅନେକ କଥା କହିଛନ୍ତି ଇଂରାଜୀ ରେ କିନ୍ତୁ ପୁଅ ଟି ସେ ସବୁ କଥା କୁ ଟିକିଏ ବି ବୁଝି ପାରୁନି । ଆଉ ଯାହା ପାରୁଛି ତାହା କହିବାକୁ ଲାଗିଛି ଓ ଯାହାକୁ ଶୁଣିଲେ ଆପଣ ମନେ ମଧ୍ୟ ହସିବାକୁ ଲାଗିବେ ।

ତେବେ ଯାହା ଜଣା ପଡିଛି କି ପୁଅ ଜଣଙ୍କ ଖଣ୍ଡିଆ ଇଂରାଜୀ କହୁଛନ୍ତି ଆଉ କହୁଛନ୍ତି ଇଉ ଅର ନଟ ଏସେପ୍ଟ ମାଇଁ ଲୋଭ । ଆଉ ଏହା ର ପ୍ରତି ଉତ୍ତର ରେ ଝିଅ ଟି ଯାହା କହୁଛି କିଛି ବୁଝି ପାରୁନି ପୁଅ ଟି ଆଉ ଝିଅ ଟି ପୁଅ ଟି କୁ ନିଜର ପ୍ରନାଉନସେସନ ଠିକ କରିବା କୁ ମଧ୍ୟ କହିଛି । ଆଉ ଯେଉଁ ଅଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.