viral ଭିଡ଼ିଓ – ରାଜଧାନୀରେ ଘର ଭିତରେ ସୁଡ଼ଙ୍ଗ ଆଉ ସୁଡ଼ଙ୍ଗ ଭିତରେ ଚାଲିଥିଲା ଦେଶୀ ମଦ ବ୍ୟବସାୟ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 183

ରାଜଧାନୀ ରେ କିଛି ନା କିଛି ଘଟଣା ସାମ୍ନା କୁ ଆସିଥାଏ ଆପଣ ଙ୍କୁ ଏକ ଏପରି ଖବର କହିବାକୁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚଯ୍ୟ ହେବେ I ଆପଣ ଶୁଣିଥିବେ ମଦ ସେବନ ଶରୀର ପକ୍ଷ୍ୟ ରେ ହାନିକାରକ ଅଟେ I ତେଣୁ ଏହା ପ୍ରତି ରୋକ ଲଗାଇବା ଜରୁରୀ ଅଟେ I ସରକାର ମଦ ବନ୍ଦ କରିବାକୁ ଅନେକ ନିୟମ ଲାଗୁ କରିଥିଲେ ମଧ୍ୟ ସବୁ ଥିରେ ବିଫଳ ହେଇଛନ୍ତି I କିନ୍ତୁ ବିହାର ରେ ଏପରି ଅନେକ ଜିଲା ରହିଛି ଯେଉଁଠାରେ ବହୁଳ ମାତ୍ରା ରେ ମଦ ବିକ୍ରୟ ହେଇଥାଏ I

ଏହି ମାମଲା ଟି ଭୁବନେଶ୍ଵର ରେ ର ସଲାରପୁର ଅଂଚଳ ର ଅଟେ I ଏଠାରେ ବିନା କୌଣସି ଡର ରେ ଲୋକେ ମଦ ବ୍ୟବସାୟ କରୁଛନ୍ତି I ସଲାରପୁର ପଂଚାୟତ ରେ ଜଣେ ବୃଦ୍ଧ ସଦସ୍ୟ ର ଘର ଯାଞ୍ଚ କରିବା ସମୟ ରେ ସେଠାରେ ଲିଟର ଲିଟର ଦେଶୀ ମଦ ଜବତ ହେଇଥିଲା I ଏହି ଘରେ ଦୀର୍ଘ ଦିନ ହେବ ମଦ ବ୍ୟବସାୟ ହେଉଥିଲା ଏବଂ ରାଜଧାନୀ ରେ ଯେତେବେଳେ କୀ ସବୁ ମଦ ଦୋକନ ଉପରେ ରେ ଚଢ଼ାଉ କରାଯାଇଥିଲା ପୋଲିସ ଖବର ପାଇ ଚଢ଼ାଉ କରିଥିଲା I


ଏହି ବୃଦ୍ଧ ଜଣ ଙ୍କ ର ଘର ମାଟି ତଳେ ଏକ ମଦ ର ବହୁତ ବଡ଼ ସୁଡ଼ଙ୍ଗ ଥିଲା I ଯାହା ଦ୍ୱାରା କି ପୋଲିସ ଏହି ବାବଦ ରେ ସୁରାଗ ପାଇ ନ ପାରିବ I ଥାନା ଅଧିକାରୀ ଙ୍କ କହିବା ଅନୁସାରେ ସେହି ଅଂଚଳ ରେ ଦେଶୀ ମଦ ବ୍ୟବସାୟ ଖୁବ ଜୋର ସୋର ରେ ଚାଲୁଚି I ବୃଦ୍ଧ ଙ୍କ ଘରୁ ଏକ ବଡ଼ ପ୍ଲାଷ୍ଟିକ ଟାଙ୍କି ଉଦ୍ଧାର ହେବା ସହ!

ଅନେକ ଛୋଟ ଛୋଟ ବୋତଲ ମଧ୍ୟ ଜବତ ହେଇଥିଲା I ଯାଞ୍ଚ ପରେ ବୃଦ୍ଧ କହିଥିଲେ କି କୌଣସି କାମ କରି ପାରିନାହାନ୍ତି ବୃଦ୍ଧ ହେଇଗୋଲେନି ୬୦ ବର୍ଷ ସେଇଥି ପାଇଁ ସେ ଦେଶୀ ମଦ ଙ୍କୁ ତିଆରି କରୁଛନ୍ତି I ଆଉ ବୃଦ୍ଧ ଜଣ କହିଥିଲେ କି ତାଙ୍କୁ ଯଦି କିଛି କାମ ମିଳି ଯିବ ତାହାଲେ ସେ ଏହି ମଦ ବ୍ୟବସାୟ ଛାଡ଼ିଦେବେ ।

ଆଶ୍ଚଯ୍ୟ ର କଥା କି ଏହି ଗ୍ରାମ ର ପଂଚାୟତ ର ସଦସ୍ୟ ଅର୍ଥାତ ଜଣେ ହିଁ ଏପରି କାମ କରୁଛନ୍ତି I ତେଣୁ ଜନତା ବା କିପରି ସୁଧୁରିବେ I ଏହି ବୃଦ୍ଧ ନିଜ ର ମହଲା ଘର ତଳ ମାଟି ରେ ଏପରି ଏକ ବଡ଼ ସୁଡ଼ଙ୍ଗ ରଖି ସେଥିରେ ମଦ ରଖୁଥିଲେ I ପୋଲିସ ଯାଞ୍ଚ ପରେ ସେଠାରୁ ଏହି ସବୁ ମଦ କୁ ନଷ୍ଟ କରାଯାଇଛି I ଏବଂ ବୃଦ୍ଧ ଙ୍କ ର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି I ଦେଶୀ ମଦ କୁ ପୋଲିସ୍ ଜବତ କରିଛନ୍ତି ଓ ଘର କୁ ଭଙ୍ଗା ରୁଜା କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ

Leave A Reply

Your email address will not be published.