viral ଭିଡ଼ିଓ – ମୋ ଜନ୍ମଦିନରେ ମୋ ଧନ ଆସିଲା ,ତାଲା ଭାଙ୍ଗି ମୋତେ ଘରକୁ ନେଲା ..ମୋ ମଥାରେ ଦେଲା ସିନ୍ଦୁର ଉପହାର ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ସମୟ ଏବେ ଏମିତି ସମାଜ ଧୀରେ ଧୀରେ କଳୁଷିତ ହୋଇ ଯାଉଛି ଯାହା ଆଗରୁ ଆପଣ ମାନେ ମଧ୍ୟ ଏତେ ମାତ୍ରାରେ ଦେଖି ନଥିବେ। ଏବେ ଏଠାରେ ଜଣେ ମହିଳା ଙ୍କର ଏହିଭଳି ଲୁଚି ଲୁଚି କାମ କରି ବର୍ତ୍ତମାନ କ୍ୟାମେରା ସମ୍ନାକୁ ଆସିଛନ୍ତି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି।ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ।
ଏଠାରେ ଏକ ଭିଡ଼ିଓ ନଜରକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଏବେ ଜୋର ରେ ଚର୍ଚ୍ଚା ଧରିଛି।ଆଉ ଆପଣ ମାନେ ମଧ୍ୟ ଆଗରୁ ଅନେକ ଭିଡ଼ିଓ ଏହିପରି ଦେଖିବାକୁ ପାଇଥିବେ।ଆଉ ଏବେ ସେହିଠାରେ ଜଣେ ମହିଳା ଙ୍କର ଏମିତି ଏକ କାର୍ଯ୍ୟ କଳାପ ଙ୍କୁ ସମାଜ ଘୋର ବିରୋଧ କରୁଥିବା ବେଳେ ସେହି ମହିଳା ଜଣଙ୍କ ଏହିଭଳି ସବୁ କାର୍ଯ୍ୟ କରି ଟଙ୍କା ରୋଜଗାର କରୁଥିବାର ଦୃଶ୍ୟ ନଜରକୁ ଆସିଛି ଯାହା ଆପଣ ମାନେ ମଧ୍ୟ ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ ଦେଖିଥିବେ।
ଏବେ ସେହିଠାରେ ଯାହା ସବୁ ଘଟୁଛି ତାହା କୁ ନେଇ ସାଧାରଣ ରେ ପ୍ରଶ୍ନ ଉଠୁଛି। ଏଠି ଜଣେ ମହିଳା ତାଙ୍କର ଦେହ ବ୍ୟବସାୟ କରିଥିବାର ଭିଡ଼ିଓ ଏବେ ଭାଇରଲ ହୋଇଛି। ଏହି ଭିଡ଼ିଓ ଟି ଖୋର୍ଦ୍ଧା ଅଂଚଳ ର ଏକ ସ୍ଥାନରେ ଯାହା ଏଠାରେ ଜାଣିବାଜୁ ମିଳିଛି।
ଆଉ ଏଠାରେ ଜଣେ ମହିଳା ତାଙ୍କର କିଛି ସହଯୋଗୀ ମାନଙ୍କୁ ନେଇ ଦେହ ବ୍ୟବସାୟ କରିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି।ଆଉ ଏହି ବ୍ୟବସାୟ ରେ ଯିଏ ମୁଖ୍ୟ ବା ରାଣୀ ମହୁମାଛି ସେହି ଜଣଙ୍କ ଏବେ ଆଗକୁ ଆସିଛନ୍ତି।
ସେହି ରାଣୀ ମହୁ ମାଛି ମହିଳା ଜଣଙ୍କ ପ୍ରଥମେ ଗ୍ରାହକ ମାନଙ୍କ ପାଖରୁ ପଇସା ପାଇଁ ଡିଲ କରୁଥିଲା ପରବର୍ତ୍ତୀ ସମୟରେ ତାଙ୍କୁ ଆସିବା ପାଇଁ ସମୟ କହୁଥିଲା ଯାହା ଏଠାରେ ଜାଣିବାକୁ ମିଳିଛି।ଏହି ଭିଡ଼ିଓ ଟିରେ ଜଣେ ଗ୍ରାହକ କଥା ହୋଇଥିବାର ଭିଡ଼ିଓ ଦେଖିବାକୁ ମିଳିଛି ଯାହା ଏବେ ସମସ୍ତେ ଶୁଣିବାକୁ ପାଇଥିବେ।ସେହି ଗ୍ରାହକ ଙ୍କ ସହ ରାଣୀ ମହୁମାଛି ଜଣଙ୍କ କଥା ହେବା ସମୟରେ କହୁଛନ୍ତି ଯେ ଏଠାରେ ଦୁଇ ପ୍ରକାର ଝିଅ ରହିଛନ୍ତି।
ସ୍ଥାନୀୟ ଅଂଚଳ ର ମହିଳା ଓ ସହରୀ ମହିଳା ଏବଂ ସମସ୍ତଙ୍କ ମୂଲ୍ୟ ଅଲଗା ଅଲଗା ଯାହା ଏଠାରେ ସବୁ ଶୁଣିବାକୁ ମିଳୁଛି।ଏହି ଭିଡ଼ିଓ ଟିରେ ଜଣେ ଦେହ ବ୍ୟବସାୟ କରୁଥିବା ର ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି।ଆଉ ସେଠାକୁ ଯିବା ପରେ ପ୍ରଥମେ ତାଙ୍କୁ ପଇସା ଦେବାକୁ ପଡିବ ପରେ ଭିତରକୁ ଯିବାକୁ ଦିଅନ୍ତି ସେହି ମହିଳା।
ଆଉ ଯଦି ଭିତରେ ଭିଡ଼ ରହିଥାଏ ତେବେ ବାହାରେ ଥିବା ଦୋକାନ ର ଅପେକ୍ଷା କରିବା ପାଇଁ ଛିଡା କରି ଥାଆନ୍ତି ଯାହା ଏଠାରେ ଜାଣିବାକୁ ମିଳିଛି। ଏହି ସବୁ ପାଇଁ ଏହା ପଛରେ କାହାର ହାତ ରହିଛି ସେ ସବୁ ବିଷୟରେ ଜଣା ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !