viral ଭିଡ଼ିଓ – ମାନସଙ୍କ ନିର୍ଦ୍ଦେଶନାରେ ଆ…ଆ…ଆ..ହେଲେ ରାନୁ ମଣ୍ଡଳ ! ଦେଖିଲେ ହସି ହସି ଗଡିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଦୁଇ ବର୍ଷ ପୂର୍ବେ ପଶ୍ଚିମବଙ୍ଗର ରାଣହାଟ ରେଳ ଷ୍ଟେସନରେ ରାନୁ ମଣ୍ଡଳ ଲତା ମଙ୍ଗେଶକର ଙ୍କ ଆଇକନିକ ଗୀତ ‘ଏକ ପ୍ୟାର କା ନାଗମା ହେ ଗାଇ ଇଣ୍ଟରନେଟ ସେନସେସନ ପାଲଟିଥିଲେ। ଏହି ଗୀତ ସୋସିଆଲ ମିଡିଆ ରେ ବହୁତ ଭାଇରାଲ ହୋଇଥିଲେ ଏବଂ ରାତି ସାରା ସେ ଚର୍ଚ୍ଚା କୁ ଆସିଥିଲେ ।
ତାଙ୍କୁ ଖୁବ୍ ଶୀଘ୍ର ମୁମ୍ବାଇର ଏକ ରିଆଲିଟି ସୋକୁ ନିମନ୍ତ୍ରଣ କରାଯାଇଥିଲା । ସୌଭାଗ୍ୟବଶତଃ ଶୋ’ରେ ଜଜ୍ ଭାବେ ଉପସ୍ଥିତ ଥିବା ହିମେଶ ରେଶମିଆ, ରାନୁ ଙ୍କ ଗୀତ ର ଦକ୍ଷତା କୁ ତାଙ୍କୁ ତାଙ୍କ ଫିଲ୍ମ ହାପି ହାର୍ଡି ଏବଂ ହେର୍ ପାଇଁ ଗୀତ ଗାଇବାକୁ ଅନୁରୋଧ କରିଥିଲେ। କିନ୍ତୁ ନିଜ ଅନ୍ଦାଜ ଶୈଳୀ ସ୍ୱର ପାଇଁ ଦର୍ଶକ ଙ୍କ ଲୋକପ୍ରିୟ ହୋଇଥିବା ରାନୁ ମଣ୍ଡଳ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।
ରାନୁ ମଣ୍ଡଳ ପୁଣି ଥରେ ଏକ ଗୀତ ଗାଇଛନ୍ତି । ତେବେ ଏଥର ରାନୁ ଗାଇଛନ୍ତି ବଲିୟୁଡରେ ନୁହେଁ ବରଂ ଅଲିୟୁଡ ମାନେ ଓଡ଼ିଆ ରେ ଗୀତ ରେ ଏକ ଆଲବମ୍ ରେ ଭାଇରାଲ ହୋଇଥିବା “ଆ ଆ ଆ” । ପ୍ରଥମ ଥର ପାଇଁ ଓଡ଼ିଆ ରେ ଗୀତ ଗଉଛନ୍ତି ରାନୁ ଯୁବ ସଙ୍ଗୀତ ନିର୍ଦ୍ଦେଶକ ମାନସ କୁମାର ଙ୍କ ନିର୍ଦ୍ଦେଶକ ହେଇ ଆଲବମ ରେ ଗୀତ ଗାଉଛନ୍ତ ।
ଏହି ଗୀତକୁ ରାନୁ ମଣ୍ଡଳ ଗାଇଥିବା ବେଳେ ୟୁଟ୍ୟୁବରେ ଦର୍ଶକ ଏହାକୁ ବେଶ ପ୍ରଶଂସା କରିଛନ୍ତି । ୟ୍ୟୁଟ୍ୟୁବର ରୋନ୍ଧାନ ପରିଚୟଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓଟି ଆସିଥିଲା । ସେ ମୁମ୍ବାଇ କୁ ଯାଇକି ମାନସ ରାନୁ ମଣ୍ଡଳ ଙ୍କ ଠାରୁ ଗୀତ ରେକଡ୍ଡିଂ କରିଥିଲେ ।
, ୨୦୧୯ ଯାଏଁ ରେଲୱେ ଷ୍ଟେସନରେ ଭିକ ମାଗି ଚଳୁଥିବା ରାନୁଙ୍କ ସ୍ୱରରେ ପ୍ରଭାବିତ ହୋଇଥିଲେ ଇଞ୍ଜିନିୟର ଅତିନ୍ଦ୍ର ଚକ୍ରବର୍ତ୍ତୀ । ଅତିନ୍ଦ୍ର ରାନୁଙ୍କ ଗୀତ ଗାଉଥିବାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିବା ବେଳେ ମାତ୍ର କିଛି ଦିନ ମଧ୍ୟରେ ଏହାକୁ ୨୫ ଲକ୍ଷ ଲୋକ ଦେଖିଥିଲେ ।
ଏହାପରେ ରାନୁଙ୍କୁ ମୁମ୍ବାଇରେ ଏକ ରିୟଲିଟି ଶୋରେ ହିମେଶ ରେଶମିୟା ରାନୁଙ୍କୁ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନିଅନ୍ତି । ଏପରିକି ଏହାପରେ ରାନୁ ହିମେଶ ରେଶମିୟାଙ୍କ ଫିଲ୍ମ ତେରି ମେରୀ କାହାନୀ ସମେତ ଆଦତ ଓ ହାପି ହାର୍ଡି ଆଣ୍ଡ ହିରରେ ଗୀତ ଗାଇଥିଲେ ।
ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କୁ ଏବେ ମିଳିଛି ଆଉ ଏକ ପ୍ରୋଜେକ୍ଟ। ଖୁବ୍ଶୀଘ୍ର ସେ ବଲିଉଡ଼ ରୁ ଅଳିୟୁଡ ରେ ଗୀତ ଗାଇଲେ ରାନୁ ମଣ୍ଡଳ ଅଭିନେତ୍ରୀ ଭିଡିଓ ରେ ରାନୁ ନିଜର ଏହି ଆଗାମୀ ପ୍ରୋଜେକ୍ଟ ବିଷୟରେ କହୁଛନ୍ତି।
ଏହି ପ୍ରୋଜେକ୍ଟ ପାଇବା ପରେ ରାନୁ ମଣ୍ଡଳଙ୍କ ଭାଗ୍ୟ ପୁଣିଥରେ ଚମକିବ ବୋଲି କୁହାଯାଉଛି। କାରଣ କରୋନା କାଳରେ ତାଙ୍କୁ କୌଣସି କାମ ମିଳୁ ନ ଥିବାରୁ ତାଙ୍କ ଅବସ୍ଥା ପୂର୍ବ ପରି ହୋଇଯାଇଛି। ସେ ଏବେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !