viral ଭିଡ଼ିଓ- ଭାଇରାଲ ହେଲା ବିବାହ ପରେ , ଅର୍ଚ୍ଚିତା ଙ୍କ ର ପାନୀ ପାନୀ ଡ୍ୟାନ୍ସ । ଭିଡ଼ିଓ ଦେଖଲେ ଆପଣମାନେ ଆଖି ଫେରାଇ ପାରିବେ ନାହିଁ ।

0 353

ବିବାହ ଏକ ପବିତ୍ର ବନ୍ଧନ ହୋଇ ଥିବା ସମୟରେ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବାହ ର ବୟସ ସୀମା କୁ ବୃଦ୍ଧି କରି ଦେଇ ଛନ୍ତି । ତେବେ ଆଗରୁ ଝିଅ ମାନଙ୍କର ବିବାହ ବୟସ 18 ବର୍ଷ ଥିବା ସମୟରେ ଆଜି କିନ୍ତୁ ଝିଅ ର ବିବାହ ବୟସ 21 ବର୍ଷ ହୋଇ ଯାଇଛି । ଝିଅ ମାନେ 18 ବର୍ଷ ପରେ ସେମାନେ ଆଉ ପାଠ ପଢି ପାରନ୍ତି ନାହିଁ , କାରଣ ତାଙ୍କ ଘରେ ବାହାଘର ଜୁଟିଲା ପରେ ଝିଅ କୁ ବାହା ହେବା ପାଇଁ ବାଧ୍ୟ କରୁ ଥିଲେ ଯାହା ଫୋଳରେ ଝିଅ ମାନେ ଆଉ ପାଠ ପଢି ପାରୁ ନ ଥିଲେ ।

ସେଥି ପାଇଁ ଝିଅ ର ବିବାହ ବୟସ କୁ ବଢ଼ାଇ ଦେଲେ ସୁପ୍ରିମକୋର୍ଟ । ତେବେ ଝିଅ 21 ବର୍ଷ ପରେ ବିବାହ କରି ପିଲା ଜନ୍ମ କଲେ ମା ଦେହ ପ୍ରତି କ୍ଷତି କାରକ ହୋଇ ନ ଥାଏ । ସେଥି ପାଇଁ ସରକାର ଏହି ଭଳି ପଦକ୍ଷପ ନେଇ ଛନ୍ତି । ଆଜି ଆମେ ଯାହାଙ୍କ ବିଷୟରେ କହିବା ପାଇଁ ଯାଉଛୁ ତାହା ଆପଣ ମାନେ ଶୁଣିବା ପରେ ଆଶ୍ଚର୍ୟ୍ଯ ହୋଇ ଯିବେ ।

ଆପଣ ମାନେ ପ୍ରାୟ ସମସ୍ତେ ଓଡିଶା ର କୁଇନ ଅର୍ଚ୍ଚିତା କୁ ଜାଣି ଥିବେ । ଗତ ବର୍ଷ ସବ୍ୟସଚୀ ଓ ଅର୍ଚ୍ଚିତା ଙ୍କ ର ବିବାହ ହୋଇ ଥିଲା । ତେବେ ସେମାନେ ବିବାହ ପୂର୍ବରୁ ବହୁତ ଗୁଡିଏ ଫିଲ୍ମ ମଧ୍ୟ କରିଛନ୍ତି । ତେବେ ଦେଖିବା ପାଇଁ ଗଲେ ତାଙ୍କୁ ସାରା ଓଡିଶା ଜାଣେ । ତେଣୁ ସେମାନେ ହେଲେ ସୁପର ଷ୍ଟାର । ତେଣୁ ସେମାନେ ଯାହା କରିବେ ସାରା ଓଡିଶା ଜାଣିବ ।

ଯେମିତି କି ଆଜି ଏକ ଅର୍ଚ୍ଚିତା ଙ୍କର ଭିଡିଓ ଭାଇରାଲ ହୋଇଛି । ଭୋଡ଼ିଓ ଟିରେ ଦେଖିବା ପାଇଁ ମିଳିଛି । ଅର୍ଚ୍ଚିତା ତାଙ୍କ ଭଉଣୀ ସହିତ କିଛି ହିନ୍ଦୀ ଗୀତରେ ନାଚିବା ର ଦୃଶ୍ୟ ଦେଖିବା ପାଇଁ ମିଳିଛି । ତେବେ ଏହା ଦର୍ଶକ ମାନକୁ ତାଙ୍କ ଡ଼୍ୟାନ୍ସ ବହୁତ ପସନ୍ଦ ଆସିଛି ।


ଆଗ କାଳରେ ଲୋକଙ୍କ ପାଖରେ ମୋବାଇଲ ନ ଥିଲା । ଲୋକେ ଯାହା କରୁ ଥିଲେ ଟିଭି ରେ କରୁ ଥିଲେ । କିନ୍ତୁ ଏବେ ଲୋକଙ୍କ ପାଖରେ ମୋବାଇଲ , କ୍ୟାମେରା ଅଛି ତେଣୁ ସେମାନେ ଏବେ ସୋସିଆଲ ମିଡିଆରେ ଭିଡିଓ ଛାଡି ସମସ୍ତେ ଷ୍ଟାର ହେଇ ଯାଉ ଛନ୍ତି । ତେବେ ଆଜି ଯେଉଁ ଗୀତରେ ଅର୍ଚ୍ଚିତା ନାଚି ଛନ୍ତି , ଗୀତ ଟି ହେଉଛି , ” ସେଇଁଆ ନେ ଦେଖା ଏସେ ମେଂ ପାନୀ ପାନୀ ହୋ ଗେଇ ”

ତେବେ ସେ ଏହି ଗୀତରେ ଏତେ ସୁନ୍ଦର ନାଚି ଛନ୍ତି , ଯାହା ଆପଣ ଦେଖିବା ପରେ , ଆପଣଙ୍କ ଆଖି ଭିଡିଓ ପରଦା ଉପରୁ ଉଠିବ ନାହିଁ । ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି , ପାଖା ପାଖି 17 ଲକ୍ଷ ଜଣ ଏହି ଭିଡିଓ ଟିକୁ ଦେଖି ସାରି ଲେଣି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.