viral ଭିଡ଼ିଓ – ବାବୁଶାନ୍ ଙ୍କୁ ଡାକୁଛି ପୁଅ, କହୁଛି ବାପା ତୁମେ ମୋ ସହ ଖେଳ, ପାଖରେ ଅଛନ୍ତି ତୃପ୍ତି | ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।ଆଉ ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ ଆଉ ଟଲିଉଡକୁ ନେଇ ଅନେକ ପ୍ରକାରର ଖବର ଆସୁଛି ।ଆଉ ସୋସିଆଲ ଓଲିଉଡକୁ ନେଇ ଅନେକ ପ୍ରକାରର ଖବର ଆସିଛି ।ଆଉ ଆପଣମାନେ ସମସ୍ତେ ତ ଓଲିଉଡ ଜଗତର ଜଣେ ଜଣାଶୁଣା ଅଭିନେତା ବାବୁଶାନ୍ ମହାନ୍ତିଙ୍କୁ ଜାଣିଥିବେ ।ଆଉ ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି ।
ଆଉ ଏହି ଅଭିନେତା ଜଣକ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି ।ଏହି ଅଭିନେତା ଜଣଙ୍କର ଅଭିନୟ ସୁପରହିଟ ହୋଇଥାଏ ।ଆଉ ଏବେ ଏହି ଅଭିନେତାଙ୍କ ଦ୍ଵାରା ଅଭିନୀତ ନୂଆ ଫିଲ୍ମ୍ ଦମନ ଆସିବାକୁ ଯାଉଛି ।ଆଉ ଏହି ଚଳଚ୍ଚିତ୍ର ପାଇଁ କୌଣସି ମିଳୁନାହିଁ ।ଯଦି ଅଭିନେତା ବାବୁଶାନ୍ ଜଣେ ସୁପରଷ୍ଟାର ହୋଇ ତାଙ୍କ ଫିଲ୍ମ୍ ପାଇଁ ସ୍ପେସ ନାହିଁ ତାହେଲେ ଏହି ଇଣ୍ଡଷ୍ଟ୍ରି କେତେ ପଛରେ ଅଛି ଆପଣମାନେ ଜାଣି ପାରୁଥିବେ ।
ଆଉ ଏବେ ଏହି ଫିଲ୍ମର ନିର୍ମାତା ଏହି ଫିଲ୍ମକୁ ନେଇ ଅନେକ କଥା କହିଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।ଏହି ଫିଲ୍ମ୍ ନିର୍ମାତା କହିଛନ୍ତି, ଅଲଗା ଫିଲ୍ମ୍ ଅର୍ଥାତ୍ ବଲିଉଡ କି ଟଲିଉଡରେ ନୂଆ ଫିଲ୍ମ୍!
ଆସିଲେ ହିରୋ ଆଉ ଫିଲ୍ମ୍ ମକରଙ୍କୁ ପଇସା ଦେଇ ହଲରେ ଫିଲ୍ମ୍ ପକାନ୍ତି ।କିନ୍ତୁ ଆମ ଓଡ଼ିଶାରେ ଏମିତି ସବୁ ଘଟଣା ଘଟୁଛି ।ଫିଲ୍ମ୍ ଇଣ୍ଡଷ୍ଟ୍ରିର ମହାନ୍ ଅଭିନେତା ବାବୁଶାନଙ୍କ ଫିଲ୍ମ୍ ପାଇଁ ହଲ ନାହିଁ ମାନେ ଏହି ଓଡ଼ିଆ ଜଗତ ବହୁତ ପଛରେ ଅଛି ।
ବାବୁଶାନ୍ ଏହି ଫିଲ୍ମ୍ ପାଇଁ ବହୁତ କଷ୍ଟ କରିଥିଲେ ଏହି ଫିଲ୍ମ୍ ସୁଟିଂ ଭିତରେ ଗୋଟିଏ ତୋଫନ୍ ମାଡି ଆସିଥିଲା ବାବୁସାନ୍ ଓ ପ୍ରକୃତି ଙ୍କ ମଧ୍ୟରେ ପାରିବାରିକ କୋଲହ ଲାଗିରହିଥିବା ବେଳେ ଏହି ଦମନ ଫିଲ୍ମ ଟି ସୁଟିଂ ବନ୍ଦ କରାଯାଇଥିଲା । ତାପରେ କଲୋହ ସମାଧାନ ପରେ ଫିଲ୍ମ୍ ସୁଟିଂ ହେଉଥିଲା।
ବାବୁଶାନ୍ ଙ୍କ ଏହି ପାରିବାରିକ ପ୍ରତିବାଦ ପରେ ବାବୁସାନ୍ କହିଥିଲେ କି ତୃପ୍ତି ଙ୍କ ପାଖରେ କି ପ୍ରକୃତି ଙ୍କ ସହିତ କଥା କହିବେନି ଓ ନିଶାଦ୍ରବ୍ୟ କରିବେନି ବୋଲି ତାପରେ ବାବୁସାନ୍ ପିଲ୍ମ୍ ସୁଟିଂ ପାଇଁ ଲାଦାଖ ଯାଇଥିଲେ ପ୍ରାୟ ୫୦୦ କିଲୋମିଟର!
ବାଇକ୍ ରେ ଯାଇଥିଲେ ଯାହା ଦ୍ଵାରା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । ଓ ବଡି ର ଅମ୍ଳଜାନ କାମ ହେଇଯାଇଥିଲା ସେ ଅସୁସ୍ଥ ହେଇଯାଇଥିଲା । ଓ ଗତ ଦିନ ମାନଙ୍କ ରେ ବାବୁଶାନ୍ ଅତ୍ୟାଧିକ ମାତ୍ରାରେ ନିଶାଦ୍ରବ୍ୟ କରୁଥିବାରୁ ତାଙ୍କର ଦେହ ଖରାପ୍ ହେଇଥିଲା ।
ଏବେ ବାବୁଶାନ୍ ଏକ ଘରୋଇ ହସ୍ପିଟାଲ ଚିକିତ୍ସିତ ହେଉଛି ।ଓ ଦମନ ଟିମ୍ ୬ ଜଣ ଚିକିତ୍ସତ କରୁଛନ୍ତି । ଏବେ ତୃପ୍ତି ଓ ବାବୁଶାନ୍ ଙ୍କ ପୁଅ ଆସିଛନ୍ତି ବାବୁସାନ୍ ଙ୍କ ପାଖକୁ ଓ ତୃପ୍ତି ତାଙ୍କ ସେବା କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !