viral ଭିଡ଼ିଓ – ବାବୁଶାନଙ୍କ ପାଖରେ ସମସ୍ତେ ଘେରିଯାଇଥିବାରୁ, ରାଗିକି ବର୍ଷିଲେ ତୃପ୍ତି | ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 2,457

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।ଆଉ ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ ଆଉ ଟଲିଉଡକୁ ନେଇ ଅନେକ ପ୍ରକାରର ଖବର ଆସୁଛି ।ଆଉ ସୋସିଆଲ ଓଲିଉଡକୁ ନେଇ ଅନେକ ପ୍ରକାରର ଖବର ଆସିଛି ।

ଆଉ ଆପଣମାନେ ସମସ୍ତେ ତ ଓଲିଉଡ ଜଗତର ଜଣେ ଜଣାଶୁଣା ଅଭିନେତା ବାବୁଶାନ୍ ମହାନ୍ତିଙ୍କୁ ଜାଣିଥିବେ ।ଆଉ ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଆଉ ଏହି ଅଭିନେତା ଜଣକ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି ।

ଏହି ଅଭିନେତା ଜଣଙ୍କର ଅଭିନୟ ସୁପରହିଟ ହୋଇଥାଏ ।ଆଉ ଏବେ ଏହି ଅଭିନେତାଙ୍କ ଦ୍ଵାରା ଅଭିନୀତ ନୂଆ ଫିଲ୍ମ୍ ଦମନ ଆସିବାକୁ ଯାଉଛି । ଦମନ ଫିଲ୍ମ ରେ ସୁଟିଂ ଚାଲୁଥିବା ସମୟ ରେ ତାଙ୍କର ଦେହ ଖରାପ ହେଇଥିବାରୁ ସେମାନେ ଲଦାଖ ରୁ ଆସି ଭୁବନେଶ୍ଵର ରେ ଚିକିତ୍ସିତ ହେଉଛନ୍ତି।

 ଚିକିତ୍ସା ପରେ ସୁସ୍ଥ ଅନୁଭବ କରିବା ରୁ ଆଜି ମେଡ଼ିକାଲ୍‌ ରୁ ଡିସ୍‌ଚାର୍ଜ ହୋଇଛନ୍ତି ଓଲିଉଡ୍‌ ର ହ୍ୟାଣ୍ଡସମ୍‌ ହିରୋ ବାବୁଶାନ ମହାନ୍ତି। ସାଙ୍ଗ ରେ ଥିଲେ ପତ୍ନୀ ତ୍ରୁପ୍ତି ଶତପଥୀ। ଡିସ୍‌ଜାର୍ଚ ସମୟ ରେ ଡାକ୍ତର ଙ୍କ ଠାରୁ ସବୁ କଥା ବୁଝିଥିଲେ ତ୍ରୁପ୍ତି। ଏହା ପରେ ଉଭୟ ଏକ ସଙ୍ଗେ ମେଡିକାଲ୍‌ ରୁ ବାହାରି ଥିଲେ।

ଆଗ କୁ ଆସୁଛି ବାବୁଶାନ୍‌ ଙ୍କ ସତ୍ୟ ଘଟଣା ଉପରେ ଆଧାରିତ ଓଡ଼ିଆ ଫିଲ୍ମ ‘ଦମନ’। ଏହି ଫିଲ୍ମ ରିଲିଜ୍‌ ପୂର୍ବ ରୁ ପ୍ରମୋଶନ୍‌ ଚାଲିଛି। ତେଣୁ ବାବୁଶାନ୍‌ ଓ ତାଙ୍କ ସାଥୀ କଳାକାର ମାନେ ଫିଲ୍ମ ପ୍ରମୋଶନ୍‌ କରିବା ପାଇଁ ଲଦାଖ ଯାଇଥିଲେ।

ସେ ଠାରୁ ସେମାନେ ବାଇକ୍‌ ରେ ପେଙ୍ଗନ୍‌ ଯାଇଥିଲେ। ସେ ଠାରେ ବାବୁଶାନ ଅସୁସ୍ଥ ହୋଇ ପଡ଼ିଲେ। ତାଙ୍କର ଅକ୍ସିଜେନ୍‌ ଲେବୁଲ୍‌ କମି ଯାଇ ଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ସେନା ହସ୍ପିଟାଲ୍‌ ରେ ଭର୍ତ୍ତି କରାଯାଇ ଥିଲା। ସେ ଠାରେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ରେ ସାମାନ୍ୟ ଉନ୍ନତି ଘଟି ଥିଲା।

ଏହା ପରେ ତାଙ୍କୁ ଅକ୍ସିଜେନ ସପୋଟ୍‌ ରେ ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲ୍‌ କୁ ସ୍ଥାନାନ୍ତରିତ କରା ଯାଇ ଥିଲା। ସେ ଠାରେ ତାଙ୍କର ୮ ଦିନ ଧରି ଚିକିତ୍ସା ଚାଲି ଥିଲା। ମେଡ଼ିକାଲ୍‌ ରେ ପତ୍ନୀ ତ୍ରୁପ୍ତି ତାଙ୍କ ପାଖେ ପାଖେ ରହି ଥିଲେ। ବାବୁଶାନ୍‌ ଙ୍କ ଚିକିତ୍ସା କଥା ବୁଝୁ ଥିଲେ।

ବାବୁଶାନ ଙ୍କ ସମ୍ପର୍କୀୟ ରବି ଶତପଥୀ ଙ୍କ କହିବା ଅନୁସାରେ ତାଙ୍କୁ (ବାବୁଶାନ୍‌) ମେଡ଼ିକାଲ୍‌ ରେ ଭର୍ତ୍ତି କରି ଥିଲେ ତ୍ରୁପ୍ତି। ମେଡ଼ିକାଲ୍‌ ରେ ରହୁ ଥିଲେ। ପରୀକ୍ଷା ଚାଲି ଥିବା ରୁ ଛୁଟି ମିଳୁ ନାହିଁ ବୋଲି ସେ ସ୍କୁଲ ଯାଇ ପୁଣି ମେଡ଼ିକାଲ୍‌ ଆସୁ ଥିଲେ। ଆଜି ଡିସ୍‌ଚାର୍ଜ ହେବା ପରେ ଉଭୟ ବାବୁଶାନ ଓ ତ୍ରୁପ୍ତି ଉତ୍ତମ ମହାନ୍ତି ଙ୍କୁ ଦେଖା କରିବା ପାଇଁ ଯାଇ ଛନ୍ତି। ତା’ପରେ ସେମାନେ କେଉଁଠି ରହିବେ ନିଷ୍ପତ୍ତି ନେବେ ବୋଲି ରବି ଶତପଥୀ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.