viral ଭିଡ଼ିଓ – ପିଲା ମାନଙ୍କ ପାଇଁ ଆସୁଥିବା ଅଣ୍ଡାକୁ ଖାଇ ଗଲେ ଦିଦି ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 146

ଏମିତି ଆଶ୍ଚର୍ଯ୍ୟ କରିଥିବା ଭଳି ଭିଡ଼ିଓ ଅନେକ ସମୟରେ ନଜରରେ ଆସିଥାଏ। ଆଉ କିଛି ଘଟଣା ସମାଜ କୁ ଶିକ୍ଷା ଦେଇଥିବା ବେଳେ ଆଉ କିଛି ଶିକ୍ଷା ହୀନ ସମାଜ ପରିଚୟ ସୃଷ୍ଟି କରିଥାଏ। ଏବେ ସେହିପରି ଜଣେ ଶିକ୍ଷୟତ୍ରୀ ଙ୍କ କାର୍ଯ୍ୟ ସାମ୍ନାକୁ ଆସିଛି।

ଯେଉଁଠାରେ ଜଣେ ଗୁରୁ ହିସାବରେ ସମସ୍ତଙ୍କୁ ହିଂସା ଓ ରାଗ କୁ ନିୟନ୍ତ୍ରଣ କରିବା ପାଇଁ ବୁଝେଇ ଥିବା ବେଳେ ଅନ୍ୟପଟେ ଏମିତି ବ୍ୟବହାର ସମସ୍ତେଙ୍କୁ ଚମକାଇ ଦେଇଛି ଆଉ ତା ପରେ ସେଠାରେ ଉପସ୍ଥିତ ଥିବା ଶିକ୍ଷା ଅଧିକାରୀଙ୍କ ସାମ୍ନାରେ ଓ ପରେ କଣ ହେଲା ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଜାଣିବା।

ଏହି ଘଟଣାଟି ଏକ ଭୟଙ୍କର ଯାହାକୁ ନେଇ ସ୍ଥାନୀୟ ଅଂଚଳ ରେ ଖେଳି ଯାଇଛି ଆଉ ଏଠାରେ ଜଣେ ଶିକ୍ଷକଙ୍କୁ ବହୁତ ମାଡ଼ ମାରିଥିଲେ ସେହି ସ୍କୁଲର ଶିକ୍ଷୟତ୍ରୀ। କିନ୍ତୁ ଏହା ନ ଥିଲା ସ୍କୁଲ ମାମଲା ବରଂ କିଛି ବ୍ୟକ୍ତିଗତ ତିକ୍ତତା ପାଇଁ ମାଡ଼ ମାରିଥିବା ନେଇ ସୂଚନା ରୁ ଜଣାପଡିଛି ।

ଏହି ଘଟଣା ସମୟରେ ଦୁଇ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତ ରହିଥିଲେ। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଜୋରଦାର ଚର୍ଚ୍ଚା ଧରିଛି। ଆଉ ଏମିତି ଅଭୂତ ଘଟଣା ତାହା ଏମିତି କେବେ ଦେଖା ଯାଇ ନଥିଲା। ଜଣେ ଶିକ୍ଷିତ ବ୍ୟକ୍ତି ହୋଇ ଏହିଭଳି ଆଚରଣ ତାହା ଅତି ନିନ୍ଦନୀୟ।

ଏହା ଏକ ଅଭାବନୀୟ ଘଟଣା ଯାହା ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଳକ ଅନ୍ତର୍ଗତ ଟିଗଲ ଗ୍ରାମ ପଞ୍ଚାୟତର ଏମ.ପି.ଭି୬୫ ଗ୍ରାମ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟି ଥିବାର ଦେଖା ଦେଇଛି। ଆଉ ଏମିତି ଭିନ୍ନ ଧରଣର ରହସ୍ୟ ଯାହା ଶିକ୍ଷିତ ସମାଜକୁ ସମାଲୋଚନା କରୁଛି ଆଉ ଏହାକୁ ମଧ୍ୟ ନିନ୍ଦା କରା ଯାଉଛି।

ଏହି ଘଟଣା ରେ ଶିକ୍ଷୟତ୍ରୀ ଙ୍କର ଏହିଭଳି ବ୍ୟବହାରକୁ ସାମ୍ନାରେ ଥିବା ଶିକ୍ଷା ଅଧିକାରୀ ମାନେ ଦେଖି ଚମକି ପଡିଛନ୍ତି ଯାହାକୁ ମଧ୍ୟ ସେମାନେ ନିନ୍ଦା କରିଛନ୍ତି। ଜଣେ ସମାଜ କୁ ଶିକ୍ଷା ପ୍ରଦାନ କରୁଥିବା ବେଳେ ଏମିତି ନିଜକୁ ନିୟନ୍ତ୍ରଣ ରେ ରଖି ନ ପାରିବା ତାହା ଅପାରଗତାର ପରିଚୟ ସୃଷ୍ଟି କରିଛନ୍ତି। ଆଉ ଏହି ସମୟରେ କେହି ଜଣେ ଭିଡ଼ିଓ ଏହାର ରେକର୍ଡ କରୁଥିଲେ ଯାହା ଏଠାରେ ଜଣା ପଡୁଛି।

ଏଠାରେ ଦୁଇ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତରେ ଜଣେ ଶିକ୍ଷତ୍ରିଙ୍କର ଏହି ଘଟଣା କୁ ନେଇ ବର୍ତ୍ତମାନ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମାଡ ଖାଇଥିବା ଶିକ୍ଷକ । ସେହି ଶିକ୍ଷକ ଜଣଙ୍କ ମାଡ ଖାଇଥିବାର ସମୟର ଏକ ଭିଡିଓ ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି ।

ଘଟଣା ଟି ଏମ.ପି.ଭି ୬୫ ଗ୍ରାମର ଦୁଇ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମଧରେ ବ୍ୟକ୍ତିଗତ ବାର୍ତ୍ତାଳାପ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ସଂଗେ ସଂଗେ ଉତ୍ତେଜିତ ହୋଇ ଶିକ୍ଷୟତ୍ରୀ ଜଣକ ଅନ୍ୟ ଜଣେ ସାଥି ଶିକ୍ଷକଙ୍କୁ ମାଡ ମାରିଥିଲେ ଯାହା ଆପଣ ମାନେ ଦେଖିବାକୁ ପାଇଥିବେ। କିନ୍ତୁ ଏହି ଭିଡିଓ କେବେକାର ତାହା ସ୍ୱଷ୍ଟ ହୋଇ ନଥିବା ବେଳେ ଏହି ଭିଡିଓ ଭାଇରାଲ ହେବା ପରେ ମାଲକାନଗିରି ବାସୀ ତୀବ୍ର ନିଦ କରୁଥିବାର ଜଣା ପଡ଼ିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.