viral ଭିଡ଼ିଓ – ତମ ଗୋଡ ତଳେ ପଡୁଛି ମୋତେ ମୋ ଧନ ଠାରୁ ମତେ ଅଲଗା କରନି ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 336

ସମାଜରେ ଘଟୁଥିବା ପ୍ରତ୍ୟେକ ଟି ଘଟଣା ପଛରେ ଇଶ୍ୱରଙ୍କ ମହତ୍ କାର୍ଯ୍ୟ ଲୁଚି ରହିଥାଏ ଏବଂ ମଣିଷର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁକିଛି ସେହି ଇଶ୍ୱରଙ୍କ ହାତରେ ରହିଥାଏ । ତାଙ୍କର ବିଧି ବିଧାନକୁ ବିଝିବା ବହୁତ କଷ୍ଟକର ହୋଇଥାଏ , ଯେତେବେଳେ କୌଣସି କାରଣରୁ ଦୁଇଟି ନିବିଡ ହୃଦୟ ଅଲଗା ହୋଇଯାଏ , ସେତେବେଳେ ମଣିଷ ବୁଝିପାରେ ସମ୍ପର୍କର ମହତ୍ୱକୁ ।

ପ୍ରକୃତ ଓ ଚିରନ୍ତନ ପ୍ରେମ ଏମିତି ଏକ ପବିତ୍ର ସମ୍ପର୍କ ଆଜିର ଯୁଗ ହେଉଛି ଆଧୁନିକତାର ବଶବର୍ତ୍ତୀ , ଆଗ କାଳର ସମୟ ଏବେକା ସମୟ ମଧ୍ୟରେ ବହୁତ ଫରକ ଦେଖାଯାଏ । ପ୍ରତ୍ୟେକ କ୍ଷେତ୍ରରେ ଏବେ ପରିବର୍ତ୍ତନ ଦେଖାଯାଇଛି । ସେହି ପରିବର୍ତ୍ତନରେ ଆଜିକାଲିର ଯୁବପିଢି ଏତେ ମାତ୍ରାରେ ପରିବର୍ତ୍ତନ ହେଉଛନ୍ତି କି ତାହା ଆକଳନ କରିବା ଅସମ୍ଭବ ।

 ଆପଣ ମାନେ ତ ଜାଣିଛନ୍ତି କି ଏବେକା ସମୟରେ ଶହେ ପ୍ରତିଶତରୁ ନବେ ପ୍ରତିଶତ ଯୁିବପିଢି ମାନେ ପ୍ରେମ ନାମକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ପ୍ରେମ ପାଇଁ ସେମାନେ ନିଜ ଜୀବନ ଦେବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି ।

ସମାଜରେ ଘଟୁଥିବା ପ୍ରତ୍ୟେକ ଟି ଘଟଣା ପଛରେ ଇଶ୍ୱରଙ୍କ ମହତ୍ କାର୍ଯ୍ୟ ଲୁଚି ରହିଥାଏ ଏବଂ ମଣିଷର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁକିଛି ସେହି ଇଶ୍ୱରଙ୍କ ହାତରେ ରହିଥାଏ । ତାଙ୍କର ବିଧି ବିଧାନକୁ ବିଝିବା ବହୁତ କଷ୍ଟକର ହୋଇଥାଏ , ଯେତେବେଳେ କୌଣସି କାରଣରୁ ଦୁଇଟି ନିବିଡ ହୃଦୟ ଅଲଗା ହୋଇଯାଏ ,

ସେତେବେଳେ ମଣିଷ ବୁଝିପାରେ ସମ୍ପର୍କର ମହତ୍ୱକୁ । ପ୍ରକୃତ ଓ ଚିରନ୍ତନ ପ୍ରେମ ଏମିତି ଏକ ପବିତ୍ର ସମ୍ପର୍କ , ଯାହା ଭିତରେ କୌଣସି ସ୍ୱାର୍ଥ କିମ୍ୱା ସର୍ତ୍ତ ନଥାଏ । କେବଳ ଉଭୟଙ୍କ ମଧ୍ୟରେ ରହିଥାଏ , ପରସ୍ପରକୁ ବୁଝିବା ଓ ଭଲପାଇବାର ସୁନ୍ଦର ଅନୁଭବ ।

ସମ୍ପର୍କର ମୂଳଦୁଆ କହିଲେ ଯାହା ବିଶ୍ୱାସ ଓ ଭଲପାଇବାକୁ ବୁଝିଥାଏ , ବିଶ୍ୱାସ ଓ ଭଲପାଇବା ଏମିତି ଏକ ଜିନିଷ ହୋଇଥାଏ ତାହା କୌଣସି ବି ପରିସ୍ଥିତିରେ ମଣିଷକୁ ତା ଆଡକୁ ଆକର୍ଷିତ କରିଥାଏ । ମଣିଷ ଯେତେବେଳେ ପ୍ରେମ ରେ ପଡିଯାଏ , ସେତେବେଳେ ଦୁନିଆର କୌଣସି ଜିନିଷରେ ତାର ମନ ଲାଗିନଥାଏ ।

ଆଉ ଯେତେବେଳେ ଗୋଟିଏ ମନ ସହ ଆଉ ଗୋଟିଏ ମନର ମିଳନ ହୋଇଯାଏ , ସେତେବେଳେ ସେ ସମସ୍ତ ପ୍ରକାର ଦୁଃଖ କଷ୍ଟରେ ଥିଲେ ମଧ୍ୟ ସେମାନଙ୍କ ବୈବାହିକ ଜୀବନକୁ ହସ ଖୁସୀରେ ଆଗେଇ ନେବା ପାଇଁ ପ୍ରତିଜ୍ଞା କରିଥାନ୍ତି ।

ଯେତେ ପରିସ୍ଥିତି ଆସିଲେ ମଧ୍ୟ ପରସ୍ପର କେବେହେଲେ ନିଜର ହାତ ଛାଡିବେ ନାହିଁ , କିନ୍ତୁ ଯେତେବେଳେ ସେହି ପରିସ୍ଥିତିରେ ଜଣେ ଜଣଙ୍କର ହାତ ଛାଡିଦିଏ , ସେତେବେଳେ ଅନ୍ୟ ଜଣେ ପାଗଳ ହୋଇଯାଇଥାଏ । ସେହିଭଳି ଏକ ଭାବ ବିହ୍ୱଳ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ର ସୋର ଡାକ୍ତରଖାନାରେ ।

ଡାକ୍ତର ଜଣେ ମହିଳାଙ୍କୁ ମୃତ ଘୋଷଣା କରିବା ପରେ ମଧ୍ୟ ଜଣେ ଅବୋଧ ସ୍ୱାମୀ ଏହାକୁ ବିଶ୍ୱାସ କରି ପାରୁ ନାହାନ୍ତି । ନିଜ ସ୍ତ୍ରୀକୁ ହରାଇ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି , ଏବଂ ସେ ତାଙ୍କ ମନକୁ ବୁଝାଇ ପାରୁ ନାହାନ୍ତ!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.