viral ଭିଡ଼ିଓ – ଟାଣ ଖରାରେ ଗୁଡୁଚି ମୂଷା ମାଗିଲା ଅଙ୍କଲ ଟିକେ ପାଣି ଦେବେ ! ଏମିତି ଦୃଶ୍ୟ ଦେଖିଲେ ହୋସ ଉଡିଯିବ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ପ୍ରତିଦିନ ସୋସିଆଲ ମିଡିଆ ରେ କିଛି ନା କିଛି ଭିଡ଼ିଓ ଭାଇରାଲ ହେଇଥାଏ । ଜୀବ ଜନ୍ତୁ କୁ ସମସ୍ତେ ଭଲ ପାଇଥାନ୍ତି । ସେଥିପାଇଁ ସେମାନଙ୍କୁ ଘରେ ପୋଷୀ ଥାଏ । ସେମାନେ କଥା କହି ପାରନ୍ତି ନାହିଁ ସତ ହେଲେ ସେମାନେ ଭଲ ପାଇବା କୁ ବୁଝି ପାରନ୍ତି କିନ୍ତୁ ଆପଣ କେବେ ଦେଖିଛନ୍ତି କି !
ରାସ୍ତା ରେ ଜଣେ ବ୍ୟକ୍ତି ଯାଉ ଥିଲା ବେଳେ ତାଙ୍କ ଠାରୁ ତାଙ୍କ ପାଖ ରୁ ପାଣି ପିଲା ଗୁଣ୍ଡୁଚି ମୂଷା। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆ ରେ ଖୁବ୍ ଭାଇରାଲ ହେବା ରେ ଲାଗିଛି । ପାଟି ଫିଟୁନି ହେଲେ ପାଣି ପାଇଁ ବିକଳ ହେଉଛି ଗୁଣ୍ଡୁଚି ମୂଷା , କଥାଟି ଆପଣ ମାନ ଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥିଲେ ବି ସତ । ତେବେ ଆଜି କଲି ସୋଶଲ ମେଡିଆ ରେ ଏକ ଗୁଣ୍ଡୁଚି ମୂଷା ର ଭିଡିଓ ବେସ ଭାଇରାଲ ହେବା ରେ ଲାଗୁଛି ।
ଯେଉଁ ଥିରେ ସେ ଶୋଷ ମେଣ୍ଟାଇବା ପାଇଁ ସଂଘର୍ଷ କରୁ ଥିବାର ଦେଖିବା ପାଇଁ ମିଳିଛି । ତେବେ ସାଧାରଣତଃ ଗୁଣ୍ଡୁଚି ମୂଷା ମଣିଷ ମାନଙ୍କ ର ପାଖବି ମଡ଼ନ୍ତି ନାହିଁ । ମଣିଷ କୁ ଦେଖିଲା ମାତ୍ରେ ସେମାନେ ପଳାଇ ଯାଆନ୍ତି ।ତେବେ ସୋଶିଆଲ ମିଡିଆ ଏବେ ଏକ ଭିଡିଓ ଦେଖିବା କୁ ମିଳିଛି ଯେଉଁ ଥିରେ ଗୁଣ୍ଡୁଚି ମୂଷା ଟି ଶୋଷ ବିକଳ ରେ ଭୟ ନ କରି ମଣିଷ କୁ ପାଣି ମାଗୁ ଥିବା ର ଦେଖିବା କୁ ମିଳିଛି ।
ତେବେ କୁହାଯାଏ କି , ଜଳ ହିଁ ଜୀବନ , ଜଳ ବୀନା ସୃଷ୍ଟି ଅସମ୍ଭବ ସେ ମନୁଷ୍ୟ ହେଉ ଅଥବା ଜୀବ ଜନ୍ତୁ ହୁଅନ୍ତୁ । ସମସ୍ତ ଙ୍କ ପାଇଁ ଖାଦ୍ଯ ସହ ପାଣି ଜୀବନ ପାଇଁ ନିହାତି ଭାବେ ଗୁରୁତ୍ଵ ପୂର୍ଣ ।ତେବେ ବର୍ତ୍ତମାନ ମନୁଷ୍ୟ ଦ୍ଵାରା ହେଉ ଥିବା ଅପ୍ରାକୃତିକ କାରଣ ରୁ ଧୀରେ ଧୀରେ ପ୍ରାକୃତିକ ପାଣି ଏବେ ବହୁତ ଦୃଶିତ ହେବା କୁ ଲାଗି ଲାଣି । ତେବେ ଯାହା ଦ୍ୱାରା ଅନେକ ସମସ୍ଯା ଦେଖା ଦେଲାଣି । ତେବେ ଜୀବ ଜନ୍ତୁ ମାନେ ମଧ୍ୟ ବହୁତ କଷ୍ଟ ଭୋଗୁ ଛନ୍ତି ।
ତେବେ ଇନ୍ଟରନେଟ ରେ ନିଆଁ ଭଳି ଭାଇରାଲ ହେଉଥିବା ଏହି ଭିଡିଓ ସବୁ କିଛି କହି ଦେଉଛି । କି ଭଳି ପାଣି ପାଇଁ ଡହଳ ବିକଳ ହୋଇ ଗୁଣ୍ଡୁଚି ମୂଷା ଟି ମଣିଷ ମାନ ଙ୍କ ଗହଳ କୁ ପଶି ଆସିଛି ।ଏବଂ ତାହା ବି ବିଚ ଜନ ଗହଳି ଥିବା ସ୍ଥାନ ରେ ।
ତେବେ ଘଟଣା ସ୍ଥଳ ରେ ରାସ୍ତା ରେ ଦୁଇ ଟି ଯୁବକ ଯାଉ ଥିବା ସମୟ ରେ ତାଙ୍କ ହାତ ରେ ପାଣି ବଟଲ କୁ ଦେଖି ଗୁଣ୍ଡୁଚି ମୂଷା ଟି ପାଣି ବଟଲ ପାଖ କୁ ଆସିଥିଲା । ଓ ଯୁବକ ମଧ୍ୟ ତାଙ୍କ ବଟଲ ରୁ ଗୁଣ୍ଡୁଚି ମୂଷା କୁ ପାଣି ପିଇବା କୁ ଦେଇଥିଲେ ଓ ଗୁଣ୍ଡୁଚି ମୂଷା ମଧ୍ୟ ତାଙ୍କ ହାତ ରୁ ପାଣି ପିସରି ପଳେଇଲା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !