live ଆସି ମୁହଁ ଖୋଲିଲେ ରାଣୀ ପଣ୍ଡା କହିଲେ ମୋ ଦେହ ଟିକେ ଭଲ ହେଇ ତୁମ କଥା ବୁଝୁଛି ,ଦେଖନ୍ତୁ viral ଭିଡ଼ିଓ ଟିକୁ….

0 4,398

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟେ ଦେଖିବାକୁ ମିଳିଛି ତାହା ହେଉଛି ରାଣୀ ପଣ୍ଡାଙ୍କର ଷ୍ଟେଜ ରେ କରିଥିବା ଧୋମାକେଦାର ପୋରଫୋମେନ୍ସ ବିଷୟରେ କିଛି ଭିଡିଓ |

ଆଉ ଷ୍ଟେଜ ଉପରେ ରାଣୀ ପଣ୍ଡା ନିଜର ନିଆରା କଥା ଶୌଳି ରେ ସମସ୍ତଙ୍କର ମନରେ ଘର କରିଛନ୍ତି | ତେବେ ଏଠାରେ ଦେଖିବାକୁ ମିଳିଛି କି ରାଣୀ ପଣ୍ଡା ପ୍ରଥମେ ଦର୍ଶକ ମାନଙ୍କୁ ତାଙ୍କର ଆନ୍ତରିକ ଭଲ ପାଇବା ଜଣାଇବା ପରେ ସଂଗୀତର ଯାଦୁ ରେ ସମସ୍ତଙ୍କୁ ମୋତୁଆଲି କରେଇ ଦେଇଛନ୍ତି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ଟିକିଏ ନଜର ପକାଇବା |

ଆପଣ ମାନେ ସମସ୍ତେ ରାଣୀ ପଣ୍ଡା ଙ୍କୁ ଭଲ ଭାବରେ ଜାଣିଥିଲେ, ଆଉ ରାଣୀ ପଣ୍ଡା ଙ୍କର ହଟ ଆଇଟମ ଡାନ୍ସ ବିଷୟରେ ବେଶ ଜାଣିଥିବେ | ତେବେ ଯାତ୍ରା ଜଗତର ଜଣେ ଆଇଟମ ଗାର୍ଲ ଭାବରେ ଓଡିଶା ର ଘରେ ଘରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ରାଣୀ ପଣ୍ଡା |

ଆଉ ଯେଉଁଠି ଦେଖିବାକୁ ମିଳିଛି କି ରାଣୀ ପଣ୍ଡା ଷ୍ଟେଜ ଉପରେ ଆସିକି ନିଜର କମାଲ ଦେଖାଇଛନ୍ତି ରାଣୀ ପଣ୍ଡା | ଆଉ ସେ କହିଛନ୍ତି କି ଉପସ୍ଥିତ ଦର୍ଶକ ମାନେ ପସନ୍ଦ କରୁଥିବା ବେଳେ କେତେକ ତାଙ୍କୁ ପସନ୍ଦ କରୁ ନାହାନ୍ତି |

ତେବେ ସେହି ଘଟଣା ଠାରୁ ରାଣୀ ପଣ୍ଡା ଙ୍କ ପଛରେ ମିଡ଼ିଆ ପଡିଯାଇଛି | ସେଥିପାଇଁ ସେ ଆଉ ତାଙ୍କର କିଛି ଦେଖାଉନାହାନ୍ତି ବୋଲି ମଧ୍ୟ କହିଛନ୍ତି ତାଙ୍କୁ ଭଲ ପାଇବା ଦେବା ସହିତ ଏତେ ସଂଖ୍ୟାରେ ଆସିକି ଯୋଗ ଦେଇଛନ୍ତି ସେଥିପାଇଁ ସେ ବହୁତ ଖୁସି ଅଛନ୍ତି ବୋଲି କୁହାଯାଉଛି |

ଆଉ ଏଠାରେ ଷ୍ଟେଜ ରେ ରାଣୀ ପଣ୍ଡା କହିଛନ୍ତି କି ଖଣ୍ଡଗିରି ରେ ବ୍ଲାଉଦ ଖୋଲିବା ପରେ ଲୋକ ମାନଙ୍କର ତାଙ୍କ ପ୍ରତି ଘୃଣା ଭାବ ଆସିଯାଇଛି | ଆଉ କେତେକ ଦର୍ଶକ ବନ୍ଧୁ ମାନେ ତାଙ୍କୁ ପସନ୍ଦ କରୁଥିବା ବେଳେ କେତେକ ତାଙ୍କୁ ପସନ୍ଦ କରୁ ନାହାନ୍ତି |

ତେବେ ସେହି ଘଟଣା ଠାରୁ ରାଣୀ ପଣ୍ଡା ଙ୍କ ପଛରେ ମିଡ଼ିଆ ପଡିଯାଇଛି | ସେଥିପାଇଁ ସେ ଆଉ ତାଙ୍କର କିଛି ଦେଖାଉନାହାନ୍ତି ବୋଲି ମଧ୍ୟ କହିଛନ୍ତି | ଆଉ ସେଥିପାଇଁ ସେ ଷ୍ଟେଜ ପ୍ରଗ୍ରାମ ପାଇଁ ଫୁଲ ପିନ୍ଧିକି ଆସିଛନ୍ତି ବୋଲି କହିଛନ୍ତି | ଆଉ ନିଜ ଧମାଲ ନଚେଇ ସମସ୍ତଙ୍କର ମନକୁ କିଣି ବେ ବୋଲି କହିଛନ୍ତି |

ଏହା ବ୍ୟତୀତ ରାଣୀ ପ୍ରଥମେ ଦର୍ଶକ ମାନଙ୍କ ସହିତ କଥା ହେଇ ସେମାନଙ୍କୁ ଏଣ୍ଟଟେନମେଣ୍ଟ କରିବା ସହିତ ସଂଗୀତର ଯାଦୁରେ ସମସ୍ତଙ୍କୁ ଝୁମେଇ ଦେଇଛନ୍ତି ଓ ତାଙ୍କ ଆଡକୁ ଆକୃଷ୍ଟ କରେଇଥିବାର ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ରାଣୀ ପଣ୍ଡା ଙ୍କର ଏହି ଷ୍ଟେଜ ପ୍ରଗ୍ରାମ ରେ | ଆଉ ରାଣୀ ଙ୍କର ପୋରଫୋମେନ୍ସ କୁ ଦେଖିବା ପରେ ଦର୍ଶକ ମାନେ ମଧ୍ୟ ବେଶ ଖୁସି ଥିବାର ଜଣା ପଡିଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.