ଗୋଟିଏ ଦିନରେ ଦୁଇ ଜଣ ହିରୋଇନଙ୍କ ସରିଛି ନିର୍ବନ୍ଧ । ରିଆ ଦେ ସୁନିଲ କୁମାର ଦଲାଇଙ୍କୁ ବିବାହ କରିବାକୁ ଯାଉଛନ୍ତି ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 890

ଅଭିନେତ୍ରୀ ରିୟା ଓଡ଼ିଆ ଇଣ୍ଡଷ୍ଟ୍ରି ବହୁତ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ସେ ତାଙ୍କ ଅଭିନୟ ପାଇଁ ଦର୍ଶକ ମାନଙ୍କ ଆଗରେ ଖୁବ ପରିଚିତ୍ । ତାଙ୍କର ପ୍ରଥମ ସିନେମା ର ନାଁ ହେଉଛି ପ୍ରେମ ଅଢେଇ ଅକ୍ଷର ଯାହାକି ଏହି ସିନେମା ଟି 2010 ମସିହା ରେ ହୋଇଥିଲା । ରିୟା ଙ୍କର ଏହି ସିନେମା ଟି ପ୍ରଥମ ଥିଲା କିନ୍ତୁ ସିନେମାଟି ସୁପରହିଟ୍ ହୋଇ ଥିଲା ତାଙ୍କ ଅପୋଜିଟ ରେ ବାବୁଶାନ ମହାନ୍ତି ଅଭିନୟ କରୁଥିଲେ ।

ରିୟା ବହୁତ ସିନେମା ରେ ଅଭିନୟ କରିଛନ୍ତି ଆଉ ବହୁତ ସୁପରଷ୍ଟାର ଙ୍କ ସହ ଅଭିନୟ କରିଛନ୍ତି ଆଉ ସେ ବହୁତ ସାରା ସିନେମା କରି ସାରିଛନ୍ତି । ସେ ଅମ୍ଲାନ୍ ଆକାଶ ବାବୁସାନ୍ ସମ୍ବିତ ସିର୍ଦ୍ଧାନ୍ତ ମହାପାତ୍ର ଏମିତି ବହୁତ ଷ୍ଟାର୍ ଙ୍କ ସହ ଅଭିନୟ କରିଛନ୍ତି । ଆଉ ତାଙ୍କର ସବୁ ସିନେମା ସୁପରହିଟ୍ ହୋଇଛି । ତାଙ୍କ ସିନେମାକୁ ଦର୍ଶକମାନେ ବହୁତ ଦେଖିବାକୁ ଭଲପାଆନ୍ତି।

ବର୍ତ୍ତମାନ୍ ସମୟ ରେ ଅଭିନେତ୍ରୀ ରିୟା ଦେ ଙ୍କର ଏନଙ୍ଗେଞ୍ଜମେଣ୍ଟ୍ ସରି ଯାଇଛି । ଆଉ ତାଙ୍କର ସବୁ ଫଟୋ ଓ ଭିଡିଓ ବର୍ତ୍ତମାନ୍ ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗୁଚି । ରିୟାଙ୍କ ଭାବି ସ୍ବାମି ଙ୍କ ନାଁ ହେଉଛି ସୁନୀଲ । ପରସ୍ପର ଙ୍କ ଭୀତ ରେ ଗଭୀର ଭଲ ପାଇବା ଥିବା ନଜରରେ ଆସିଛି ଆଉ ଦୁହେଁ ବହୁତ ଖୁସି ଥିବାର ମଧ୍ୟ ନଜରରେ ଆସିଛି ।

ମନ୍ଦିର ଓ ବହୁତ ଜାଗାରେ ଏକାଠି ନଜର ରେ ଆସିଛନ୍ତି । ରିୟା ରିୟା ମଧ୍ୟ ତାଙ୍କ ଏନଙ୍ଗେଞ୍ଜମେଣ୍ଟ୍ ବହୁତ ସୁନ୍ଦର ସଜାଇ ହୋଇଛନ୍ତି । ଆଉ ତାଙ୍କ ର ଫଟୋ ସୋସିଆଲ୍ ମିଡ଼ିଆ ରେ ଭାଇରାଲ୍ ହେଉଛି । ଏହି ଫଟୋରେ ରିୟା ବହୁତ ମଜ୍ଜା ଓ ମସ୍ତିଥିବାର ନଜରରେ ଆସିଛନ୍ତି । ସେ ବହୁତଶୀଘ୍ର ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହେବାକୁ ଯାଉଛନ୍ତି ।


ଓ ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ସିରିଏଲ ତଥା ଓଡ଼ିଆ ଚଳଚିତ୍ର ର ହିରୋଇନ ଲିପ୍ସା ମିଶ୍ର । ସେ ତାଙ୍କ ବୟଫ୍ରେଣ୍ଡ୍ ଆକାଶକୁ ହିଁ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଆଉ ନିକଟ ରେ ତାଙ୍କ ର ଏନଙ୍ଗେଞ୍ଜମେଣ୍ଟ୍ ହୋଇ ଯାଇଥିବାର ଦେଖିବାକୁ ମିଳିଛି । ଆଉ ଦୁଇ ଜଣ ଜାକ ବହୁତ ଖୁସି ଥିବାର ମଧ୍ୟ ଜଣା ପଡିଛି । ଏହା ସହିତ ଅନେକ ସେଲିବ୍ରିଟି ମାନେ ମଧ୍ୟ ନଜର ରେ ଆସିଛନ୍ତି ଲିପ୍ସା ମିଶ୍ର ଙ୍କ ର ଏନଙ୍ଗେଞ୍ଜମେଣ୍ଟ୍ ରେ ।

ଲିପ୍ସା ବହୁତ ପ୍ରତିକ୍ଷିତ ସମୟ ପରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏବଂ ତାଙ୍କର ଏନଙ୍ଗେଞ୍ଜମେଣ୍ଟ୍ ସରିଯାଇଛି । ଯେଉଁଥିରେ ସମସ୍ତେ ଖୁସି ଥିବାର ନଜରରେ ଆସିଛନ୍ତି । ଲିପ୍ସାଙ୍କର ବୟଫ୍ରେଣ୍ଡ୍ ଆକାଶ ଙ୍କୁ ବିବାହ କରିବେ ବୋଲି କହିଥିବାର ନଜରରେ ଆସିଛନ୍ତି ।

ଆକାଶ ଓ ଲିପ୍ସା ଦୁହେଁ ଦୁହିଁକୁ ବହୁତ ଭଲପାଉଥିବାର ନଜରରେ ଆସିଛନ୍ତି ।ଦୁହେଁ ଶେଷ ରେ ହାତ ରେ ହାତ ମିଶେଇ ଶପଥ ନେଲେ । ଶେଷ ରେ ଦୁହେଁ ବିବାହ କରିବାକୁ ଶପଥ ନେଇଛନ୍ତି । ଆଉ ଦୁହେଁ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଦୁହେଁ ତାଙ୍କ ସୁନାର ସଂସାରକୁ ଆଗକୁ ବଢେଇବା ମଧ୍ୟଶପଥ ନେଇଛନ୍ତି ପରସ୍ପର ପାଇଁ ।ଏହି ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପରିଚିତ ଅଭିନେତ୍ରୀ ରିୟା ଦେ ଓ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.