ଓଃ..କି..ଡ୍ୟାନ୍ସ – ଦେଖ ନରମ ନରମ ନିଆଳି ଛେନା “ଜବରଦସ୍ତ ହଟ ଡାନ୍ସ.ଦେଖିଲେ ନିଜକୁ ସମ୍ଭାଳି ପାରିବେନି ! ମାତ୍ର ୪ ଘଣ୍ଟାରେ 500k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

0 545

ଆପଣ ମାନେ ସମସ୍ତେ ସୋସିଆଲ ମିଡିଆ ରେ ଅନେକ ପ୍ରକାର ର ଭିଡିଓ ଦେଖି ଥିବେ । ସୋସିଆଲ ମିଡ଼ିଆ ରେ ଆପଣ ଅନେକ ସହର ର ଅନେକ ଫିଲ୍ମ୍ କିମ୍ବା ଆଲବମ୍ ହୋଇ ଥାଉ ମଧ୍ୟ ଜାଣୁଥିବେ । ଆପଣ ମାନେ ତ ଟିଭି ରେ ଫିଲ୍ମ ଦେଖି ଥିବେ ।

ଏହି ଶୋ କୁ ଦେଖିବା କୁ ସମସ୍ତେ ବହୁତ ଭଲ ପାଆନ୍ତି । ଏହି ରିଆଲିଟି ଶୋ ରେ ଆପଣ ମାନେ ଅନେକ ନେତା ମନ୍ତ୍ରୀ ଓ ହିରୋ ଅନେକ ଆଲବମ୍ ଆଦି ବିଷୟ ରେ ଅନେକ ସୂଚନା ପାଉ ଥିବେ । ଏହି ଶୋ ରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ ।

ଆଉ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ଯାହା ଦେଖିଲେ ଆପଣ ହସି ହସି ଗଡି ଯିବେ । ଏବେ ତ ସବୁ ଆଡ଼େ ପୂଜା ପର୍ବ ର ମାହୋଲ୍ ଚାଲିଛି । ଆଉ ସମସ୍ତେ ଜାଣି ଥିବେ କି ପୂଜା ପର୍ବ ରେ ମେଲୋଡି ହୁଏ ।ଏହି ଆଲବମ୍ ଡ୍ୟାନ୍ସ ଦେଖିବା କୁ ସବୁ ବେଳେ ଦର୍ଶକ ମାନ ଙ୍କ ର ଭିଡ଼ ରହିଥାଏ । ଆଉ ସେଥିରେ ନାଚ ଦେଉଥିବା କମେଡି ହେଉ ବା ଅନ୍ୟାନ୍ୟ ସବୁ କଥା ବିଷୟ ରେ ଆପଣ ସୂଚନା ପାଉ ଥିବେ । ଆଲବମ୍ ଗୀତ ମନୋରଂଜନ ହେଉଛି ଏଭଳି ଏକ ରିଆଲିଟି ଶୋ ଯାହା ଓଡିଶା ବାସୀ ଙ୍କୁ ବହୁତ ପସନ୍ଦ ଆସି ଥାଏ ଆଉ ଏବେ ତ ଭଗବାନ ଙ୍କ ପୂଜା ରେ ଆଧୁନିକ ଗୀତ ବାଜି ବାଟା ଏକ ସାଧାରଣ କଥା ହୋଇ ଗଲାଣି । ଏହି ଭିଡିଓ ଏଭଳି କିଛି ଯାହା ଦେଖିଲେ ଆପଣ ବି ହସିବେ ।

ଏହି ଘଟଣା ଘଟିଛି ନିଆଳି ଅଞ୍ଚଳ ରେ । ଏହି ଅଞ୍ଚଳ ର ପୂଜା ହେଉ ଥିବା ସ୍ଥାନ ରେ ମେଲୋଡି ହେଉ ଥିଲା । ଏହି ମେଲୋଡ଼ି କରୁଥିବା ସମୟ ରେ ଏଭଳି କିଛି ଘଟଣା ଘଟିଲା ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭିଡିଓ ରେ ଦେଖିବା କୁ ମିଳୁଛି କି ଆଲବମ୍ ଗୀତ ନିଆଳି ଛେନା ରେ ଯୁବତୀ ଜଣକ ବହୁତ ସୁନ୍ଦର ନାଚ କରୁଛନ୍ତି ଓ ସେଥିରେ ଅଭିନେତା ମିହିର ଦାସ ଓ ବବି ମିଶ୍ର ମଧ୍ୟ ଡାନ୍ସ କରିଛନ୍ତି ଓ ଅଭିନେତ୍ରୀ କାଜଲ। ଅଭିନେତ୍ରୀ କାଜଲ ଏଥିରେ ଧମକା ମଚାଇ ଛନ୍ତି ସେଥିରେ ସେମାନେ ବହୁତ ଭଲ ଭାବରେ ନାଚି ଥିଲେ।

ଏହି ଦେଖ ନରମ ନିଆଳି ଛେନା ଆଲବମ୍ ଟି ସୁପର ହିଟ ହେଇ ଥିଲା ଗୀତ ଟି କୁ ଗାଇଛନ୍ତି ପାମି ଖୁବ୍ ସୁନ୍ଦର ଭାବ ରେ ଗୀତ ଟି କୁ ଗାଇ ଥିଲେ ଓ ତାଙ୍କୁ ବହୁତ ପ୍ରସଂଶା କରିଥିଲେ ଓ ଆଲବମ ଟି ସୁପର ହିଟ ହୋଇଥିଲା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.