Vastu Tips – ଘରେ ରାତିରେ ଜଳେଇ ଦିଅନ୍ତୁ ଏହି ୨ ଟି ଜିନିଷ | ୧୦ ଗୁଣା ଧନ ବଢିବ | ଜାଣନ୍ତୁ ଏହାର ଉପଚାର….
ଆଜି ଆମେ ଆପଣଂକୁ ଏମିତି ଦୁଇଟି କଥା କହିବା ପାଇଁ ଯାଉଛୁ ଯାହା ଆପଣ କରିବା ମାତ୍ରେ ସମ୍ପୂର୍ଣ ଧନୀ ହୋଇ ଯିବେ । ତେବେ ସେହି ଦୁଇଟି କଥା କୁ ଆପଣ ଯଦି ପାଳି ଦେବେ ତାହାଲେ ଆପଣଙ୍କ ଘରକୁ ଆଉ ନକାରତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ ।
ଆଜି କାଲି ର ଲୋକ ମାନେ ଏମିତି କିଛି ଭୁଲ କରୁ ଛନ୍ତି , ଯାହା ଫୋଳ ରେ ତାଙ୍କୁ ଗରିବ ହେବା ପାଇଁ ପଡୁଛି । ଏମିତି କିଛି ଖରାପ କାମ କରୁ ଛନ୍ତି ଯାହା ଫୋଳ ରେ ଘରକୁ ଦୁଷ୍ଟ ଶକ୍ତି ପଶି ଯାଉଛି । ଆଉ ତା ପରେ ଆପଣ ସମ୍ପୂର୍ଣ କାଙ୍ଗାଳ ହୋଇ ଯାଉଛନ୍ତି ।
ଆପଣ ଏମିତି କିଛି କାମ କରୁ ଛନ୍ତି ଯାହା ଫୋଳ ରେ ଭଗବାନ ମଧ୍ୟ ଆପଣଙ୍କ ଉପରେ ରାଗି ଯାଉ ଛନ୍ତି । ବିଶେଷ କରି ଘରେ ଗୋଳିଆ କରିବା ଦ୍ୱାରା ଦୁଷ୍ଟ ଶକ୍ତି ଆପଣଙ୍କ ଘରକୁ ପଶି ଥାଏ । ଆଉ ଥରେ ଆପଣଙ୍କ ଘରକୁ ଦୁଷ୍ଟ ଶକ୍ତି ପଶି ଯିବା ପରେ ମଣିଷ ଯେତେ ଚେଷ୍ଟା କଲେ ମଧ୍ୟ ଧନୀ ହୋଇ ପାରି ନ ଥାଏ ।
ମଣିଷ ବହୁତ ପଇସା ଆୟ କରି ଥାଏ , କିନ୍ତୁ ସେ ପଇସା କୁଆଡେ ଖର୍ଚ୍ଚ ହୋଇ ଯାଇ ଥାଏ ତାହା ମଣିଷ ମଧ୍ୟ ବୁଝି ପାରି ନ ଥାଏ । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଯେଉଁ ଉପାୟ ଟି ଆଣିଛୁ ତାହା ଆପଣ ଯଦି କରି ଦେଲେ ତାହାଲେ ଆପଣ ସମ୍ପୂର୍ଣ ଧନୀ ହୋଇ ଯିବେ ।
ତେବେ ଏବେ ଆସନ୍ତୁ ଜାଣିବା ସେହି ଦୁଇଟି ଉପାୟ । ପ୍ରଥମ ଉପାୟ ଟି ହେଲା , ପ୍ରଥମେ ଆପଣ ଗୋଟିଏ ମାଟି ଦୀପ ଆଣନ୍ତୁ । ସେଥିରେ କିଛି କର୍ପୂର ପକେଇ ଦିଅନ୍ତୁ ତା ପରେ ସେଥିରେ ନିଆଁ ଲଗେଇ2 ଦିଅନ୍ତୁ । ତେବେ ନିଆଁ ଲଗେଇ ସାରିବା ପରେ ଏହି ଦୀପ କୁ ଘର ର ଦ୍ୱାରା ମୁହଁ ରେ ରଖି ଦିଅନ୍ତୁ । ଦ୍ଵାର ମୁଁହ ର ବାମ ପଟେ ଏହି ଦୀପ ଟିକୁ ରଖିବେ । ଦେଖିବେ କିଛି ଦିନ ଭିତରେ ଆପଣ ଫୋଳ ପାଇ ଯିବେ ।
ଆପଣଙ୍କ ର ହେଉ ଥିବା ଅଯଥା ଖର୍ଚ୍ଚ ହେବ ନାହିଁ । ଧନ ଆପଣଙ୍କ ର ଦୁଇ ଗୁଣା ବଢି ଯିବ । ଏବେ ଜାଣନ୍ତୁ ଦ୍ୱିତୀୟ ଉପାୟ ବିଷୟରେ , କିଛି ଲୁଣ ଆଣନ୍ତୁ । ଆଉ ଗୋଟେ ନାଳିଆ ଗାମୁଛା ଆଣନ୍ତୁ । ଗାମୁଛା ଭିତରେ କିଛି ଲୁଣ ରଖି ଦିଆନ୍ତୁ । ତା ପରେ ସେହି ଗାମୁଛା କୁ ଭଲ ଭାବରେ ବାନ୍ଧି ଦିଅନ୍ତୁ ।
ଏବେ ଗାମୁଛା ଟିକୁ ନେଇ ଟ୍ରେଜେରୀ ଉପରେ ରଖି ଦିଅନ୍ତୁ , ଦେଖିବେ ଆପଣ ପୁରା ଧନୀ ହୋଇ ଯିବେ । ଖରାପ ଶକ୍ତି ଆପଣଂକ ଘର କୁ ପଶି ପାରିବ ନାହିଁ । ତେବେ ଆପଣ ଥରେ ଏହି ଉପାୟ କରନ୍ତୁ ଜାଣି ପାରିବେ ଆପଣଂକ ର ଲାଭ ହେଇଚି ନା କ୍ଷତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !