health tips – ମାତ୍ର ୭ ଦିନରେ ପାନମଧୁରୀ ପାଣି ଦ୍ଵାରା ଏମିତି କମାନ୍ତୁ ଓଜନ ,କରନ୍ତୁ ଏହି ସବୁ ଘରୋଇ ଉପଚାର ! ୧୦୦% ଗ୍ୟାରେଣ୍ଟି

0 58

ମୋଟା ପଣ ଏଭଳି ଏକ ରୋଗ ଯାହା ନିଜ ସହ ଅନେକ ରୋଗ କୁ ନେଇ ଆସିଥାଏ। ଯଦି ଆପଣ ମୋଟା ପଣ ର ଶିକାର ହେବେ ତାହାଲେ ଆପଣ ତା ସହ ଅନେକ ବିମାରି କୁ ମଧ୍ୟ ଡାକି ଆଣିବେ। ଏଭଳି ରୋଗ ଆପଣଙ୍କୁ ହେବ ଯାହା ଦ୍ୱାରା ଆପଣ କେବେବି ଜୀବନ ରେ ଫିଟ ରହି ପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା ଯେ ଏହି ମୋଟା ପଣ କୁ କିପରି ଦୂର କରିବା ଓ ଡାଇବେଟିସ, ବ୍ଲଡ଼ ପ୍ରେସର, ଆଣ୍ଠୁ ଗଣ୍ଠି ବଥା ଇତ୍ୟାଦି ରୋଗରୁ କିପରି ମୁକ୍ତି ପାଇବା।

ମୋଟା ପଣ ରୁ ମୁକ୍ତି ପାଇବା ପାଇଁ ଅନେକ ଭଲ ଉପାୟ ରହିଛି। ସେହି ବିଷୟରେ ଜାଣିବା। ଆପଣ ପ୍ରତି ଦିନ ସକାଳୁ ଉଠି ଏକ ଗ୍ଲାସ କଲରା ଯୁସ ପିଅନ୍ତୁ। ଦେଖିବେ ଏହା ଦ୍ୱାରା ଆପଣଙ୍କ ର ମୋଟା ପଣ ଦୂର ହୋଇଯିବ। କାହିଁକି ନା ଏହା ଦ୍ୱରା ଆପଣଙ୍କ ର ଶରୀର ରେ ଥିବା ଅଧିକ ଚର୍ବି ତରଳି ମୂତ୍ର ମାର୍ଗରେ ବହାରି ଯିବ। ଓ ଆପଣଙ୍କୁ ମୋଟା ପଣ ରୁ ମୁକ୍ତି ମିଳିବ।

ଏହା ସହ ଆପଣ ଦିନରେ ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ଗରମ ପାଣି ପିଅନ୍ତୁ। କାହିଁକି ନା ଏହା ପିଇବା ଦ୍ୱାରା ଆପଣଙ୍କ ର ଶରୀର ର ଫେଟ ହ୍ରାସ ପାଇଥାଏ। ତେଣୁ ଶରୀର ର ଫେଟ କମାଇବା ପାଇଁ ଏହା ଏକ ଭଲ ଉପାୟ। ଏହା କରିବା ଦ୍ୱାରା ଆପନଙ୍କ ଶରୀର ରେ ଫେଟ ବହୁ ମାତ୍ର ରେ ହ୍ରାସ ପାଇବ।

ଏହା ସହ ମୋଟା ପଣ କମାଇବା ପାଇଁ ଆପଣ ପ୍ରତିଦିନ ଅମୃତଭଣ୍ଡା କୁ ଖାଦ୍ୟ ରେ ସାମିଲ କରି ପାରିବେ। ଏହି ଅମୃତଭଣ୍ଡା ରେ ଅନେକ ପୋଷାକ ତତ୍ତ୍ୱ ରହିଛି ଯାହାକି ଆପଣଙ୍କୁ ନିଶ୍ଚୟ ଭାବରେ ମୋଟା ପଣ ରୁ ରକ୍ଷା କରିବ।

ତେବେ ମୋଟା ପଣ ଦୂର କରିବା ବାର ସବୁଠାରୁ ସଫଳ ଘରୋଇ ଉପଚାର ଆମେ ଆପଣ ଙ୍କୁ କହିବାକୁ ଯାଉଛୁ। ଏକ ଗ୍ଲାସ ପାଣି ନିଅନ୍ତୁ। ଏକ ଗ୍ଲାସ ପାଣି ନେବା ପରେ ସେଥିରେ ଚାରି ଚାମଚ ପାନ ମାଧୁରୀ ପକାଇ ଦିଅନ୍ତୁ। ଏହା ପରେ ଏକ ଚାମଚ ମହୁ ନିଅନ୍ତୁ ଓ ଆବଶ୍ୟକ ଅନୁଯାୟୀ ଅଳ୍ପ କଳାଲୁଣ ନିଅନ୍ତୁ। ଆପଣ ଏସବୁ କୁ ଏକ କାଚ ପାତ୍ରରେ ରଖି ରାତି ସାରା ସେହି ପରି ରହିବାକୁ ଦିଅନ୍ତୁ।

ସକାଳୁ ଉଠିବା ପରେ ଆପଣ ସେହି କାଚ ଗ୍ଲାସ ରେ ଥିବା ପାଣି କୁ ଆଣି ଗରମ କରି ଦିଅନ୍ତୁ। ଭଲା ଭାବରେ ଏହାକୁ ଫୁଟାନ୍ତୁ। ଯେପରି ଏହା ଏକ ଗ୍ଲାସ ରୁ ଅଧ ଗ୍ଲାସ ହୋଇଯିବ। ଏହା ପରେ ଏହାକୁ ଛାଣି ଚା ପରି ପାନ କରନ୍ତୁ। ଦେଖିବେ ଏପରି କିଛି ଦିନ କରିବା ପରେ ଆପଣଙ୍କ ର ମୋଟାପା ନିଶ୍ଚିତ ଭାବରେ ଦୂର ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.