ଭୁବନେଶ୍ୱର ଝିଅ ହଟ୍ ପ୍ୟାଣ୍ଟରେ ଜଙ୍ଘତଳକୁ ଦେଖେଇ ବୁଲୁଛନ୍ତି ଆଜ୍ଞା, ରାଣୀ କେବଳ ଆଇଟମ ପାଇଁ ଡ୍ରେସ୍ ପିନ୍ଧିଥିଲା । ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 205

ଭଦ୍ରକ ପରେ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀଙ୍କ ହଟ୍‌ ଡ୍ୟାନ୍ସ।କାଳୀ ପୂଜା ଅବସରରେ ଭଦ୍ରକରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଡ୍ୟାନ୍ସର ରାନୀଙ୍କ ଜଲ୍‌ୱା ଦେଖିବାକୁ ମିଳିଥିଲା। ଅଶ୍ଲୀଳ ନୃତ୍ୟ ପରିବେଷଣ ନେଇ ସେ ଚର୍ଚ୍ଚାରେ ଥିଲେ। ଏପରିକି ସେ ଡ୍ୟାନ୍ସ କରୁଥିବା ବେଳେ ଜଣେ ମହିଳା ରାନୀଙ୍କୁ ମଞ୍ଚ ତଳୁ ଚପଲ ମାଡ଼ କରିଥିଲେ। ଏବେ ପୁଣି ବଣାଇରେ ରାନୀଙ୍କ ହଟ୍‌ ଡ୍ୟାନ୍ସ ଦେଖିବାକୁ ମିଳିଛି ।

ବଣାଇ ଲହୁଣୀ ପଡ଼ା ଥାନା ଅନ୍ତର୍ଗତ ରଜାମୁଣ୍ଡା ସ୍ଥିତ ଏକ କ୍ଲବ୍‌ ପକ୍ଷରୁ ଅପରା ଆୟୋଜିତ କରାଯାଇଥିଲା। ଏହି କାର୍ଯକ୍ରମରେ ଡ୍ୟାନ୍ସର ରାନୀଙ୍କୁ ନିମନ୍ତ୍ରଣ କରାଯାଇଥିଲା ଓ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପୁଣି ତାଙ୍କର ଜଲ୍‌ୱା ଦେଖିବାକୁ ମିଳିଥିଲା।

ଦଶର୍କଙ୍କୁ ଫ୍ଲାଇଂ କିସ୍ ଦେଇ ସେ ଅଣ୍ଟାରେ ଟଙ୍କା ଖୋସୁଥିବା ଦେଖିବାକୁ ମିଳିଥିଲା।ସୂଚନା ଅନୁସାରେ, ନିକଟରେ ଭଦ୍ରକରେ ଆୟୋଜିତ ଅପେରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ କରିଥିବା ଅଭିଯୋଗରେ ମହିଳା ଦର୍ଶକଙ୍କଠାରୁ ଜୋତା ମାଡ଼ ଖାଇ ବିବାଦକୁ ଆସିଥିଲେ ରାନୀ ପ୍ରିୟଦର୍ଶିନୀ।

ମହାକାଳୀ ଉତ୍ସବ ପାଇଁ ଭଦ୍ରକ ସହର ଉତ୍ସବ ମୁଖର ଥିବା ବେଳେ ଅପ୍ରୀତିକର ଘଟଣା ଘଟିଥିଲା। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଶ୍ଲୀଳ ନୃତ୍ୟ ପରିବେଷଣ ଅଭିଯୋଗ ଆଣି ଜଣେ ମହିଳା ଡ୍ୟାନ୍ସ ରାନୀଙ୍କୁ ମଞ୍ଚ ତଳୁ ଚପଲ ମାଡ଼ କରିଥିଲେ। ଏନେଇ କିଛି ଘଣ୍ଟା ଧରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା।


ଚପଲ ମାଡ଼ ଖାଇଲା ପରେ ବି ସୁଧାରିଲେନି ଆଇଟମ୍ ଗାର୍ଲ୍ ରାଣୀ ପ୍ରିୟଦର୍ଶନୀ ପୁଣି ଝଲକ ଦେଖାଇଲେ ରାନୀ।ମଞ୍ଚ ଉପର କୁ ଯାଇ ପ୍ରତିବାଦ ବି କରିଥିଲେ। ଜଣେ ମହିଳା କାର୍ଯ୍ୟ କ୍ରମ କୁ ବନ୍ଦ କରି ଦେଇଥିଲେ। ତେବେ ଆୟୋଜନ କମିଟି ସଦସ୍ୟ ତାଙ୍କୁ ଦୀର୍ଘ ସମୟ ଧରି ବୁଝା ସୁଝା କରିବା ପରେ ଶେଷ ରେ ଶାନ୍ତ ପଡ଼ିଥିଲା ସ୍ଥିତି।

ହେଲେ ଅଶ୍ଳୀଳ ନୃତ୍ୟ କୁ ବିରୋଧ କରିବା କୁ ଯାଇଥିବା ମନ୍ଦାକିନୀ ଏବଂ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶନୀ ଏବେ ମୁହାଁ ମୁହିଁ।ଏତେ ଜୋତା ମାଡ଼ ଖାଇସାରିବା ପରେ ସେ ସୁଧରିଲେନି ଆହୁରି ଅର୍ଦ୍ଧ ନଗ୍ନ ହୋଇ ନୃତ୍ୟ ପରିବେଷଣ କରୁଛନ୍ତି ।

ଏହି କଥା ଶୁଣି ରାନୀ ପ୍ରିୟଦର୍ଶିନୀ ମିଡ଼ିଆ ସାମ୍ନା ରେ ଆସି କହିଥିଲେ କୁ ମୁଁ କଣ ଖରାପ ନାଚିଲି ତାଙ୍କ ଝିଅ ଯେତେବେଳେ ହଟ୍ ପ୍ୟାଣ୍ଟ୍ ପିନ୍ଧି ଜଙ୍ଘ ତଳକୁ ଦେଖିକି ବୁଲୁ ଛନ୍ତି ସେତେବେଳେ ସେ ମଡେଲ ଆଉ ମୁଁ ଯେତେବେଳେ ଆଲବମ୍ ଗୀତରେ ଡାନ୍ସ କରିଲି ମୁଁ ହେଇଗଲି ଖରାପ ତାଙ୍କୁ ଥରେ ଭୁବନେଶ୍ବର କୁ ଆଣି କୁ ଦେଖେଇବି କେମିତି ରୁହନ୍ତି ଲୋକ ।

ଲୋକ ଙ୍କ ଉପର କୁ ହାତ ଉଠେଇବା ବନ୍ଧ କର କେହି ମୋତେ ପୋଷୁ ନାହାନ୍ତି ତ ମୋତେ କେହି କେହି ପାରିବେନି । ମୁଁ ବିଟ ବ୍ଯବହାର କରିଥିଲି କିନ୍ତୁ ସେ ମୋତେ କହିଲ କି ମୋତେ ମୁଁ ଏମିତି ଡ୍ରେସ୍ କେବେ ଦେଖିନି ଦେଖିଲା ବେଳକୁ ତାଙ୍କ ଝିଅ ଜଣେ ମଡେଲ ସେ କଣ ପିନ୍ଧୁନାହାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.