ମୁଁ ଗୋଟିଏ ଝିଅ କୁ ପଚାରିଲି ତୁମର ନାମ କଣ ? ସେ କହିଲା 311211 ତେବେ ଝିଅ ଟିର ନାମ କଣ କୁହ…

0 118

ବର୍ତମାନ ଆମର ଯେଉଁ ପ୍ରକାର ପ୍ରଶାସନିକ ପରୀକ୍ଷାର ନିୟମ ହେଲାନି ପରୀକ୍ଷାରେ ପାସ କରିବା କଷ୍ଟକର ହୋଇପଡିବ,ଏଥିପାଇଁ ପ୍ରାୟ ସମସ୍ତ ଛାତ୍ର ଛାତ୍ରୀ ମାନେ ଦିନ ରାତି ବହୁତ ପରିଶ୍ରମ କରି ପାଠ ପଢୁଛନ୍ତି |ଆମକୁ ଏହି ପରୀକ୍ଷାରେ ଉତୀର୍ଣ୍ଣ ହେବା ପାଇଁ ହେଲେ ପାଠ ପଢିବା ସହିତ ଅନେକ ବାହାରର କଥା ଜାଣିବା ପାଇଁ ହେବା |ବର୍ତମାନ IAS ଓ OAS ପରୀକ୍ଷା ପାଇଁ ଯେଉଁ ଛାତ୍ର ଛାତ୍ରୀ ମାନେ ଲାଗିଛନ୍ତି ସେମାନେ ପ୍ରଥମେ ନିଜ ମାନଙ୍କୁ ସ୍ଥିର କରିବା ପାଇଁ ପଡିବ, ପରେ ନିଜର ଲକ୍ଷ୍ୟ ପଥରେ ଆଗେଇ ଯିବାକୁ ହେବ |

ଏବେ ପରୀକ୍ଷାରେ ବହୁତ କଷ୍ଟକର ପ୍ରଶ୍ନ ଆସୁଛି ତେଣୁ ନିଜ ମାନଙ୍କୁ ସ୍ଥିର ରଖି ଏକାଗ୍ରତା ସହିତ ପାଠ ପଢି ପରୀକ୍ଷାରେ ଉତୀର୍ଣ୍ଣ ହେବାର ମୋନଭାବ ରଖିବା ଉଚିତ | ଆମେ ଆଜି ଆପଣଙ୍କୁ ଏମିତି କିଛି ପ୍ରଶ୍ନ ବିଷୟରେ କହିବି ଯାହାକି ଆପଣଙ୍କ ଜୀବନରେ ବହୁତ କାମରେ ଆସିବା ସହିତ ଏହା ଆପଣକୁ ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ଦେବ |ତେବେ ଆସନ୍ତୁ ଆଲୋଚନା କରିବା ଏହିପରି କିଛି ସହଜ ପ୍ରଶ୍ନ ଗୁଡିକ ବିଷୟରେ |

1-ବଙ୍ଗଳାର ଦୁଃଖ କାହାକୁ କହନ୍ତି ?
ଉତ୍ତର :-ଦାମୋଦର ନଦୀ

2-“ଦାସ କ୍ୟାପିଟାଲ “ପୁସ୍ତକ ର ଲେଖକ କିଏ?
ଉତ୍ତର :-କାଲମାର୍କସ

3-ଏକ ଗ୍ରାମ ୱେଟରେ କେତେ ଡାଇନି ?
ଉତ୍ତର :-981

4-ଡିପଥେରିଆ ରୋଗ ମଣିଷର କେଉଁ ଅଙ୍ଗରେ ହୋଇଥାଏ ?
ଉତ୍ତର :-ଗଳା

5-ଦୂରସ୍ଥ ବସ୍ତୁକୁ ନିକଟରେ ଦେଖିବା ପାଇଁ କେଉଁ ଯନ୍ତ୍ରଣା ବ୍ୟବହାର କରାଯାଏ ?
ଉତ୍ତର :-ବାଇନ କୁଲାର

6-ପ୍ରଥମ 20-20 ବିଶ୍ୱକପ କ୍ରିକେଟ ଚମ୍ପିୟାନ କିଏ ?
ଉତ୍ତର :-ଭାରତ

7-କେନ୍ଦ୍ରୀୟ ଡ୍ରଗସ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ କେଉଁଠାରେ ଅବସ୍ଥିତ ?
ଉତ୍ତର :-ଲକ୍ଷ୍ନୌ

8-ଏକ ସୁସ୍ଥ ମାନବର ମିନିଟ ପ୍ରତି ସ୍ପଦନ କେତେ ଥର ହୋଇଥାଏ ?
ଉତ୍ତର :-72

9-ସର୍ବତ୍କୃଷ୍ଟ ବିଦ୍ୟୁତ ପରିବାହୀ କିଏ ?
ଉତ୍ତର :-ସିଲଭର

 

10-ହିନ୍ଦୁ ପୌରାଣିକ କଥା ଅନୁସାରେ ଦେବଗୁରୁ ବୃହସ୍ପତିଙ୍କ ଅଧିଷ୍ଠାତ୍ରୀ ଦେବୀଙ୍କ ନାମ କଣ ?
ଉତ୍ତର :-ତାରା

11-ଆକାଶରେ ସପ୍ତର୍ଷି ମଣ୍ଡଳ ସମସ୍ତେ ଦେଖିଛନ୍ତି ଶିଶୁମାରାପୁଞ୍ଜ କେଉଁ ଦିଗରେ ଦେଖାଯାଏ ?
ଉତ୍ତର :-ଉତ୍ତର

 

12-ଇନ କୀଲାବ ଜିନ୍ଦାବାଦ ସ୍ଲୋଗାନ କେଉଁ ସ୍ୱାଧୀନତା ସଂଗ୍ରାମୀ ଦ୍ଵାରା ପ୍ରଚଳିତ ହୋଇଥିଲା ?
ଉତ୍ତର :-ଭଗତସିଂହ

13-ଚିକିତ୍ସା ବିଜ୍ଞାନରେ କିଏ “କଲେରା “ରୋଗରେ ପ୍ରତିରୋଧକ ଟୀକା ଆବିଷ୍କାର କରିଥିଲେ ?
ଉତ୍ତର :-ଲୁଇପାଶ୍ଚର

14-ଶୋଇବାକୁ ପଲଙ୍କ ନାହିଁ,ନା ଘର ନା ଟଙ୍କା, କିନ୍ତୁ ସେ ରାଜ କରିଥାଏ ସେ କିଏ?
ଉତ୍ତର :-ବାଘ

 

 


15-ମୁଁ ଗୋଟିଏ ଝିଅ କୁ ପଚାରିଲି ତୁମର ନାମ କଣ ସେ କହିଲା 311211 ତେବେ ଝିଅ ଟିର ନାମ କଣ?
ଉତ୍ତର :-ଆସା

Leave A Reply

Your email address will not be published.