Exclusive – ବିବାହ ଆଗରୁ ନାତୁଣୀଙ୍କୁ ମାଆ ହେବାକୁ କହିଲେ ଜୟା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 102

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ |ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ |

ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ |ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥି ବେ ଓ ତେବେ ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ |

ଠିକ ସେହି ପରି ଏକ ଭିଡ଼ିଓ ଜାରି କଲେ ପିୟୁଷ, ମିଟୁନା ଓ ପୂଜା ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭିଡିଓ ବିଷୟରେ |ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓ ଯାହା ଭାଇରାଲ ହେବାର କିଛି ସମୟ ପରେ ବହୁତ ଲୋକ ଏହାକୁ ଦେଖି ପ୍ରଶଂସା କରିଥିବା ଦେଖା ଯାଇଛି |

ହଁ ଆଜ୍ଞା ଏବେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଦେଖା ଯାଇଛି | ତାହା ହେଉଛି ଯାତ୍ରା ଜଗତର ବେଶ ଚର୍ଚ୍ଚିତ ଚେହେରା ହରିଶଚନ୍ଦ୍ର ତ୍ରିପାଠୀ ଯାହାକୁ ଆପଣ ମାନେ ପିୟୁଷ ବୋଲି ଜାଣିଛନ୍ତି | ତେବେ ଯାତ୍ରା ଜଗତର ନିଜର ସ୍ୱତନ୍ତ୍ର ସ୍ଥାନ ବଜାଇ ରଖିଥିବା କୋଣାର୍କ ଗଣନାଟ୍ୟ ରେ ସେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ବୋଲି କହିଥିଲେ |

ତେବେ ସୂଚନା କୋଣାର୍କ ଗଣନାଟ୍ୟ ର ବହୁ ଚର୍ଚ୍ଚିତ ନାଟକ କେନ୍ଦ୍ରାପଡ଼ା ବାବା ମଧ୍ୟାମ ରେ ତାଙ୍କୁ ଲୋକ ମାନେ ଜାଣିଥିଲେ ବୋଲି କୁହାଯାଇଛି |ଏହା ବ୍ୟତୀତ ସେ ଏକଥା ମଧ୍ୟ ତାଙ୍କର ପ୍ରଶଂସକ ମାନଙ୍କୁ କହିଥିଲେ ଯେ ତାଙ୍କର ବାପା ପୋଲିସ ରେ ଚାକିରୀ କରିଥିଲେ ଓ ତାଙ୍କ ମା ମଧ୍ୟ ପୋଲିସ ରେ ଚାକିରୀ କରିଛନ୍ତି |

ଖାଲି ଏତିକି ନୁହେଁ ଦର୍ଶକ ବନ୍ଧୁ ପିୟୁଷ ନିଜେ ମଧ୍ୟ ପୋଲିସ ରେ ଚାକିରୀ ରେ କରିଥିଲେ ହେଲେ ଚାକିରୀ ଛାଡି ଯାତ୍ରା ଜଗତରେ ସାମିଲ ହେଇଛନ୍ତି | ତାଙ୍କ କହିବା କଥା ଅନୁଯାୟୀ ଯେଉଁ ଖୁସି ଲୋକଙ୍କୁ ଭଲ ପାଇବା ଦେବାର ଅଛି ତାହା ଚାକିରୀ ନାହିଁ ଓ ଚାକିରୀ ତାଙ୍କୁ ଭଲ ଲାଗିଲାନି କଳା ଜଗତ ତାଙ୍କୁ ଟାଣିନେଇଛି ବୋଲି କହିଥିଲେ |

ତେବେ ସେ ପୋଲିସ ଚାକିରୀ ଛାଡିବା 2 ବର୍ଷ ମଧ୍ୟ ରେ ସେ ପ୍ରଥମେ ବିଶ୍ୱ ଜନନୀ, ତାପରେ, ଫ୍ଲିମ, ସିରିଏଲ, ଓ ତାପରେ ଦୁଇ ବର୍ଷ କୋଣାର୍କ ଗଣନାଟ୍ୟ, ଇନ୍ଦ୍ରଭୁବନ, ରଙ୍ଗ ମହଲ, ପାର୍ବତୀ ଗଣନାଟ୍ୟ,ସୂଯ୍ୟମନ୍ଦିର,ତୁଳସୀ ଗଣନାଟ୍ୟ ଆଦି ରେ ସେ ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ଦେଖାଇ ସାରିଛନ୍ତୁ |

ତେବେ ଏବେ ସେ ତୁଳସୀ ଗଣନାଟ୍ୟ ରେ ଅଛନ୍ତି ବୋଲି କହିଛନ୍ତି | ସେ ମହାମରୀ କରୋନା ରେ ସେ ତାଙ୍କର ଯାତ୍ରା ଜଗତ କିପରି ସଂଘର୍ଷ କରୁଥିଲା ସେ ବିଷୟରେ କହିଥିଲେ |ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭାଇରାଲ ଯାହା ଯାତ୍ରା ଜଗତର ବହୁ ଚର୍ଚ୍ଚିତ ଚେହେରା ପିୟୁଷ, ମିଟୁନା, ଓ ପୂଜା ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ଙ୍କ ଅନୁରୋଧ କ୍ରମେ ସେୟାର କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.