New twist – ସମସ୍ତଙ୍କ ସାମ୍ନାରେ ଯୁବତୀ କହିଲେ ଆସ ମତେ ରେପ କର,ଆଉ ତାପରେ ଯାହା ହେଲା…ଦେଖନ୍ତୁ viral ଭିଡ଼ିଓ ଟିକୁ….

0 1,592

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ । ତେବେ ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବା କୁ ପାଉଥିବେ ଆଉ ଯେଉଁଥିରେ ଅନେକ ଘଟଣା ଓ ଅଘଟଣା ର ଭିଡ଼ିଓ ଗୁଡିକ ମଧ୍ୟ ରହିଛି ।

ଆଉ ଯେଉଁ ଭିଡ଼ିଓ ଗୁଡିକୁ ଦର୍ଶକ ମାନେ ଦେଖିବା ଫଳରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ଗୋଟିଏ ନାରୀ ର ଇଜ୍ଜତ ହୋଉଛି ସବୁଠାରୁ ବଡ଼ ସମ୍ପତି ଯାହା ନାରୀ ମାନେ ସବୁ ବେଳେ ଧ୍ୟାନ ଦେଇଥାନ୍ତି ଓ ତାହା ସହିତ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ର ମାଧ୍ୟମ ରୂପେ ମଧ୍ୟ କାମ ଦେଉଛି ।

ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ରେ ଜଣେ ଲୋକ ଭିଡ଼ିଓ ଟି କୁ ଭାଇରାଲ କରିଛନ୍ତି ତାହା ହେଉଛି ଯୁବତୀ ଜଣ ଙ୍କ କୁ ଥାନା ସାମ୍ନା ରେ ମାରିବା ପାଇଁ ଧମକ ଦେଇଥିବା ବେଳେ ରେପ୍ କରିବ ବୋଲି କହିଥିଲେ ସେହି ଘଟଣା ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି । ତାହେଲେ ଦେଖନ୍ତୁ ଏହି ଭାଇରାଲ ହେଉ ଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଟି ବିଷୟରେ ।

ଦେଶରେ ଆଇନ ଯେତେ କଠିନ ହେଲେ ବି ଦୁଷ୍କର୍ମ ମାମଲା କମିବାର ନାମ ଧରୁନି । ଝିଅଟି ଥାନା ଲୋକଙ୍କ ଆଗରେ କହିଥିଲା ରେପ୍ କରିବ ବୋଲି

। ପରିବାର ଲୋକେ ଅଭିଯୁକ୍ତର ଘରେ ପହଞ୍ଚି ପଚାରିବାରୁ ଅଭିଯୁକ୍ତ ହତ୍ୟା ଧମକ ଦେଇଥିଲା ।

ପରଦିନ ପରିବାର ପକ୍ଷରୁ ପୋଲିସରେ ଅଭିଯୋଗ କରିଥିଲେ ହେଁ ପୋଲିସ କେବଳ ଅଭିଯୋଗ ରଖି ପରିବାର ଲୋକଙ୍କୁ ଫେରାଇ ଦେଇଥିଲା । ପରେ ସମାଜସେବୀ ଓ ସ୍ଥାନୀୟ ଲୋକେ ଏଥିରେ ହସ୍ତକ୍ଷେପ କରିବାରୁ ପୋଲିସ ଧର୍ଷଣ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବାକୁ ଚଢ଼ଉ ଜାରି ରଖିଛି ।


ଅନେକ ସମୟରେ ମହିଳାମାନେ ନ୍ୟାୟ ପାଇବା ପାଇଁ ଆଇନ୍ ର ସାହାରା ନେଉଥିବା ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁଛି। ଭିନ୍ନ ଭିନ୍ନ ସମୟରେ ନାରୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ନିର୍ଯାତନା ର ଘଟଣା ସାମ୍ନାକୁ ଆସୁଥିବାର ଆପଣ ଦେଖିବାକୁ ପାଉଥିବେ।

ଏଭଳି ଘଟଣା ଆଜିର ସମାଜରେ ଅନେକ ସମୟରେ ବୃଦ୍ଧି ପାଉଥିବା ର ଲକ୍ଷ୍ୟ କରାଯାଏ।କ୍ଷେତ୍ରରେ କିଛି ମହିଳା ପ୍ରତିବାଦ କରୁଥିବା ବେଳେ ଆଉ କିଛି ସାମାଜିକ ପ୍ରତିଷ୍ଠା ଏବଂ ଭୟ ପାଇଁ ଚୁପ୍ ହୋଇ ରହି ଯାଆନ୍ତି। ତେବେ ଆଜିର ଏହି ସମାଜ ରେ ବେଳେବେଳେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥାଏ ଯାହା ଦେଖିଲେ ନିଜକୁ ଲଜ୍ୟା ବୋଧ ହୋଇଥାଏ।

ସମାଜରେ ଶିକ୍ଷାର ପ୍ରସାର ଫଳରେ ଲୋକ ମାନଙ୍କ ମଧ୍ୟରେ ପରିବର୍ତ୍ତନ ଆସିଲାଣି। ସମାଜ ଯେତେ ମାତ୍ରାରେ ଆଗକୁ ଆଗେଇ ଚାଲିଛି। ସେତିକି ମାତ୍ରାରେ ସମାଜରେ ବିଶୃଙ୍ଖଳା ଅନ୍ୟାୟ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି। ତେବେ ଏସବୁ ରୋକିବା ପାଇଁ ପୋଲିସ ମାନଙ୍କୁ ନିଯୁକ୍ତି କରାଯାଇଥାଏ।

ଘଟୁଥିବା ବିଭିନ୍ନ ପ୍ରକାର ଅପରାଧ ଚୋରି, ହତ୍ୟା, ବଳତ୍କାର, ନାରିନିର୍ଯାତନା ଇତ୍ୟାଦିକୁ ରୋକିବା ପାଇଁ ପୋଲିସର ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଜନସାଧାରଣଙ୍କ ଯେକୌଣସି ସମସ୍ୟା ଘଟିଲେ ପୋଲିସ ପାଖକୁ ଆସି ନିଜର ସମସ୍ୟା ବିଷୟରେ ଅବଗତ କରାଇଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.