New Twist – ଦୁଇ ମାସ ଧରି ଶାରୀରିକ ସମ୍ପର୍କ ରଖିଲା ,ଏବେ ମୋ ପ୍ରାଇଭେଟ ପାର୍ଟରେ ଟାଟୁ ଦେଖି ଛାଡିଦେଲେ : ଏମିତି କହିଲେ ସ୍ତ୍ରୀ …ଦେଖନ୍ତୁ viral ଭିଡ଼ିଓ ଟିକୁ….

0 233

ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ |ଆଉ ଯେଉଁଠି କୁହାଯାଉଛି କି ମହିଳା ଙ୍କ କାନ ପାଖରେ ଥିଲା ଏକ ଧଳା ରଙ୍ଗର ଚି଼ହ୍ନ ଆଉ ଯେଉଁଠି ପାଇଁ ସ୍ୱାମୀ ମହିଳା ଜଣଙ୍କୁ ସ୍ତ୍ରୀ ର ମର୍ଯ୍ୟାଦା ଦେଲେନି କି ବୋହୂର ମାନ ପାଇ ନାହାନ୍ତି ମହିଳା ଜଣଙ୍କ | ଆଉ ଶେଷରେ ସ୍ୱାମୀ ଜଣଙ୍କ ତାଙ୍କୁ ଛାଡି ଦେଇ ବାଙ୍ଗାଲୋର ପଳେଇ ଯାଇଛନ୍ତି ବୋଲି କହିଛନ୍ତି ମହିଳା ଜଣଙ୍କ |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇଵା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛିକେନ୍ଦ୍ରାପଡ଼ା ଜିଲ୍ଲା ଭରତପୁର ବ୍ଲକ ଧାନ ମଣ୍ଡଳ ଗାଁ ରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଦେହ ରେ ଥୁବା ଧଳା ରଙ୍ଗର ଚି଼ହ୍ନ ଟି ପାଇଁକି ସ୍ୱାମୀ ଗ୍ରହଣ କରୁ ନାହାନ୍ତି ମହିଳା ଜଣଙ୍କୁ |

ଆଉ ଯେଉଁଠି ସ୍ୱାମୀ ଜଣଙ୍କ ତାଙ୍କୁ ସ୍ତ୍ରୀ ଧର୍ମ ରୁ ବଞ୍ଚିତ କରିବା ସହିତ ତାଙ୍କୁ ସ୍ତ୍ରୀ ବୋଲି ମାନୁ ନାହାନ୍ତି | ଆଉ ସ୍ୱାମୀ ଜଣଙ୍କ କହିଛନ୍ତି କି ଯେତେବେଳେ ମହିଳା ଜଣଙ୍କ ର ଦେହ ରୁ ଧଳା ଚି଼ହ୍ନ ଉଠିଯିବ ସେତେବେଳେ ତାଙ୍କୁ ସ୍ତ୍ରୀ ବୋଲି ଗ୍ରହଣ କରିବେ |

ଆଉ ଯେଉଁଠି ପାଇଁ ସ୍ତ୍ରୀ ଙ୍କୁ ଛାଡି କି ସ୍ୱାମୀ ଜଣଙ୍କ ଚାଲି ଯାଇଛନ୍ତି ବାଙ୍ଗାଲୋର କୁ | ଆଉ ସେପଟେ ସ୍ତ୍ରୀ କିଛି ସାହାରା ନ ପାଇଁକି ଦେଢ଼ ସୁର ଓ ତାଙ୍କର ପିଲା ମାନେ ଥିବା ବେଳେ ସେହି ମାନଙ୍କ ସହିତ ରହୁଥିଲେ | କିନ୍ତୁ ସେମାନେ ମଧ୍ୟ ତାଙ୍କ ସହିତ କଥା କହିବା ପାଇଁ ବନ୍ଦ କରିଦେବା ସହିତ ତାଙ୍କୁ ଘରେ ରହିବା କୁ ମନା କରିଥିଲେ | ଆଉ ଯାହା ଫଳରେ ମହିଳା ଜଣଙ୍କ ଥାନା ରେ ଦ୍ୱାରସ୍ଥ ହେବା ପରେ ମହିଳା ଜଣଙ୍କୁ ମିଳିଥିଲା ଘରେ ରହିବାର ଅନୁମତି | କିନ୍ତୁ ତାଙ୍କ ସହିତ କେହି ବି ମିଶୁ ନାହାନ୍ତି ବୋଲି କହିଛନ୍ତି ମହିଳା |

ତେବେ ମହିଳା ଜଣଙ୍କର କହିବା ଅନୁସାରେ ବାହାଘର ପୂର୍ବରୁ ଏଭଳି ଚି଼ହ୍ନ ବିଷୟରେ ତାଙ୍କର ଶାଶୂ ଘର ଲୋକ ସମସ୍ତେ ଜାଣିଥିଲେ ତାହା ସହିତ ମହିଳା ଜଣ ଙ୍କୁ ଦେଖିବା ପାଇଁ ତାଙ୍କର ଦେଢ଼ ସୁର ଓ ତାଙ୍କର ସ୍ୱାମୀ ଓ ତାଙ୍କ ସାଙ୍ଗ ଯାଇଥିଲେ | ଆଉ ସେମାନେ ରାଜି ହେବା ପରେ ବିବାହ ହୋଇଥିଲା |

ତେବେ ବର୍ତ୍ତମାନ ତାଙ୍କୁ ସ୍ତ୍ରୀ ବୋଲି ଗ୍ରହଣ କରିବାକୁ ଅରାଜି ଅଛନ୍ତି ଯୁବକ ଜଣଙ୍କ, ଆଉ ଯେଉଁଥିପାଇଁ ବର୍ତ୍ତମାନ ନ୍ୟାୟ ଭିକ୍ଷା କରିଛନ୍ତି ଥାନା ରେ ମହିଳା ଜଣଙ୍କ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.