ଶାଢ଼ୀରେ ଲେଡିସ ମାନେ ବେଶୀ ସେ-କ୍ସି ଦିଶନ୍ତି, ସେଥି ପାଇଁ ମୋତେ ଶାଢ଼ୀ ପିନ୍ଧିବାକୁ ମନା କରନ୍ତି : Mamata Das ।
ବର୍ତ୍ତମାନ ସମୟରେ ଓଡ଼ିଆ ଅଭିନେତ୍ରୀ ମମତା ଦାସ ଜୟା ବଚ୍ଚନ ଙ୍କର ମନ୍ତବ୍ୟ କୁ ନେଇ କଡାକଡି ଭାବେ ଜବାବ ଦେଇଛନ୍ତି ଯାହାକି ବେସ ଭାଇରାଲ ହେବାରେ ମଧ୍ୟ ଲାଗିଛି | ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି କି କିଛି ଦିନ ପୂର୍ବରୁ ଜୟା ବଚନ ତାଙ୍କ ନାତୁଣୀ ଙ୍କୁ ଉପଦେଶ ଦେଇ ଥିଲେ କି ବିବାହ ପୂର୍ବରୁ ପ୍ରେଗନେଟ ହେବା କିଛି ଭୁଲ କଥା ନୁହେଁ ଯାହାକି ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହୋଇ ଥିଲା |
ତାପରେ ପରେ ପୁଣି ଜୟା ବଚନ ସୋସିଆଲ ମିଡ଼ିଆ ରେ ନିଜର ପ୍ରତିକ୍ରିୟା ରଖି କହି ଥିଲେ କି ଆଜିକାଲି ଝିଅ ମାନେ ଯେପରି ୱେଷ୍ଟନ ଡ୍ରେସ ପିନ୍ଧୁଛନ୍ତି ତାହା ଦ୍ୱାରା ହିଁ ସେମାନେ ରେପ ହେଉଛନ୍ତି | ତେବେ ତାଙ୍କର ଏଭଳି ପ୍ରତିକ୍ରିୟା କୁ ନେଇ ଓଲିଓଡ଼ ର ଅଭିନେତ୍ରୀ ମମତା ଦାସ ତାଙ୍କୁ ଏବେ କଡାକଡି ଜବାବ ଦେଇଛନ୍ତି |
ଅଭିନେତ୍ରୀ ମମତା ଦାସ କହିଛନ୍ତି କି ରେପ ହେବାର କାରଣ କେବେ ହେଲେ ଡ୍ରେସ ନୁହେଁ, କାରଣ ପୂର୍ବରୁ ତ ୱେଷ୍ଟନ ଡ୍ରେସ ନଥିଲା ସମସ୍ତେ ନାରୀ ମାନେ ଶାଢ଼ୀ ପିନ୍ଧୁଥିଲେ ଆଉ ସେତେବେଳେ ବି ରେପ ହେଉଥିଲା | ଆପଣ ନିଶ୍ଚିତ ଦେଖିବେ କି ଶାଢ଼ୀ ରେ ଆମ ଦେହ ଅଧିକ ଦେଖା ଯାଏ ,
ଆମ ମୋ ସ୍ୱାମୀ ମଧ୍ୟ ମୋତେ କୁହନ୍ତି କି ତୁମେ ଶାଢ଼ୀ ରେ ସେକ୍ସି ଦେଖା ଯାଉଛ ତେଣୁ ସାଲୱାର ପିନ୍ଧି ବାହାର କୁ ଯାଅ ବୋଲି | ତେବେ ଆଜିକାଲି ର ଝିଅ ମାନେ ଯେ ୱେଷ୍ଟନ ଡ୍ରେସ ପିନ୍ଧିବା ରୁ ତାଙ୍କର ରେପ ଅଧିକ ହେଉଛି ଏହା ସମ୍ପୂର୍ଣ୍ଣ ଭୁଲ ଅଟେ, କିନ୍ତୁ ଆଶ୍ଚର୍ଯ୍ୟ ଯେ ଜୟା ବଚ୍ଚନ ଏପରି କଥା କିପରି ଭାବେ କହି ପାରୁଛନ୍ତି |
ଆଉ ତାଙ୍କ ପରିବାର ରେ ସମସ୍ତେ ଆକ୍ଟର ଆକ୍ଟ୍ରେସ, ଏମିତି କି ସେ ନିଜେ ଜଣେ ଅଭିନେତ୍ରୀ ଥିଲେ | ଆଉ ତାଙ୍କ ବୋହୂ ଐସାରିଆ ରାୟ ଙ୍କୁ ମଧ୍ୟ ଅନେକ ଥର ସୁଇମିଙ୍ଗ ଡ୍ରେସ ରେ ସୁଟିଂ କରୁ ଥିବାର ଦେଖିବା ପାଇଁ ମିଳିଛି, ସେଇଟା କଣ ୱେଷ୍ଟନ ଡ୍ରେସ ଆଉ ନୁହେଁ କି | ପ୍ରଥମେ ଆଗେ ନିଜ ପରିବାର କୁ ସଜାଡି ରଖନ୍ତୁ ତାପରେ ଯାଇଁ ଅନ୍ୟ କାହାକୁ ଆଙ୍ଗୁଠି ଦେଖାଇବେ |
କିଛି ଦିନ ପୂର୍ବରୁ ସେ ପୁଣି ତାଙ୍କ ନାତୁଣୀ ଙ୍କୁ ଶିକ୍ଷା ଦେଉ ଥିଲେ କି ବିବାହ ପୂର୍ବରୁ ପ୍ରେଗନେଟ ହେବା କିଛି ଭୁଲ କଥା ନୁହେଁ, ସେଇଟା କଣ ଆମ ସଂସ୍କୃତି ଆଉ ପରମ୍ପରା କି ନାଁ ଏହା ଆମ ସମାଜ ର ଶିକ୍ଷା | ତେବେ ମମତା ଦାସ ଙ୍କର ଏଭଳି ମନ୍ତବ୍ୟ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଅନେକ ଦର୍ଶକ ସମର୍ଥନ ମଧ୍ୟ କରିଛନ୍ତି |