stage ରେ ଓଡ଼ିଆ ପୁଅ ଗାଇଲେ ମା ପରି କିଏ ହବ // ଦେଖିଲେ କାନ୍ଦି ପକେଇବେ, ମା କୁ ଭଲ ପାଉଥିଲେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 4,691

ଓଲିଉଡ ସିଙ୍ଗର ପ୍ରଭୁ ପାଦ ମହାନ୍ତି କୁ ତ ଆପଣ ମାନେ ଜାଣି ଥିବେ । ଏ ବର୍ଷ ଇଣ୍ଡିଆନ ଆଇଡ଼ଲ ରେ ସେ ଗୀତ ଗାଇ ଜଜେସ ମାନଙ୍କ ମନ ପୁରା ଜିଣି ନେଇ ଥିଲେ । ଯାହା ଫୋଳରେ ଜଜେସ ମାନେ ତାଙ୍କୁ ଆସିକ ବୋଲି କହି ଥିଲେ ।

ତେବେ ଓଡ଼ିଆ ମାଟିର ପୁଅ ପ୍ରଭୁପଦ ମହାନ୍ତି ଆଜି ଓଡିଶା ର ନାମ ରଖି ଦେଲେ । ତେବେ ସେ ପ୍ରଥମେ ସାର୍ଥକ ଟିଭି ରେ ସାରେ ଗାମା ପା ରେ ଭାଗ ନେଇ ଥିଲେ ଆଉ ସେଥିରେ ସେ ପ୍ରଥମ ସ୍ଥାନ ମଧ୍ୟ ଅଧିକାର କରି ଥିଲେ । ତେବେ ଇଣ୍ଡିଆନ ଆଇଡ଼ଲ ସିଜିନ 13 ରେ ସେ ଭାଗ ନେଇ ଥିଲେ ।

ସୁନ୍ଦର ଗୀତ ମଧ୍ୟ ଗାଈ ଥିଲେ । କିନ୍ତୁ ଭାଗ୍ୟ ତାଙ୍କର ସାଥ ଦେଇ ନ ଥିଲା । ଯାହା ଫୋଳ ରେ ସେ ବଛା ଯାଇ ଥିବା 14 ଜଣକ ମଧ୍ୟ ରେ ରହି ପାରି ନ ଥିଲେ । ଠିକ ସେହି ପରି ଓଡିଶା ର ସୁପରିଚିତ ଗାୟିକା ଅନନ୍ୟ ନନ୍ଦ ମଧ୍ୟ ଯାଇ ଥିଲେ । ସେ ମଧ୍ୟ 14 ଜଣକ ମଧ୍ୟ ରେ ରହି ପାରି ନ ଥିଲେ । ହେଲେ ମଧ୍ୟ ଓଡିଶା ତାଙ୍କ ପାଇଁ ଗର୍ବ ଅନୁଭବ କରୁଛି ।

ତେଣୁ ଆପଣ ମାନେ ମଧ୍ୟ ଏମିତି କିଛି କରନ୍ତୁ ଯୋଉଥି ପାଇଁ ଓଡିଶା ଆପଣଙ୍କ ପାଇଁ ଗର୍ବ ଅନୁଭବ କରିବ । ତେବେ ଏବେ ଓଡିଶା ରେ ପ୍ରଭୁ ପାଦ ଗୀତ ଗାଇ ଲୋକ ମାନଙ୍କ ମନ କିଣି ନେଉ ଛନ୍ତି । ଏବେ ସେ ଗୋଟିଏ ଅର୍କେଷ୍ଟ୍ରା ରେ ଗୀତ ଗାଉ ଥିବାର ଦେଖିବା ପାଇଁ ମିଳି ଥିଲା ।

ସେ ମା ପାଇଁ ଗୋଟେ ଗୀତ ଗାଉ ଥିଲେ ଯାହା ଆଜି ଗୀତ ଟି ବହୁତ ଭାଇରାଲ ହେବାରେ ଲାଗିଛି । ତେବେ ଗୀତ ଟି ହେଉଛି , ” ମା ପରି କିଏ ହେବ ” ତେବେ ସେ ଏହି ଗୀତ ଟି ଗାଇବା ସମୟ ରେ ଏତେ ଭାବ ଦେଇ ଗାଇ ଥିଲେ ଯେ , ଦେଖୁ ଥିବା ମା ମାନେ ସେହି କ୍ଷଣି ତାଙ୍କ ଆଖିରୁ ଲୁହ ଆସି ଯାଇ ଥିଲା ।

ତେବେ ଆପଣ ମାନେ ମଧ୍ୟ ସେହି ଗୀତ ଟିକୁ ଦେଖନ୍ତୁ । ଆପଣ ମାନଂକ ଆଖି ରୁ ମଧ୍ୟ ଲୁହ ଆସି ଯିବ । ତେବେ ଜୀବନ ରେ ଥରେ ହାରି ଗଲେ କେବେ ଭାଙ୍ଗି ପଡନ୍ତୁ ନାହିଁ । ହାରିଲେ ସିନା ଆପଣ ମାନେ କିଛି ଶୁଖିବା ପାଇଁ ପାଇବେ ।

ଆଉ ତା ପରେ ଆପଣ ଯେଉଁ ସଫଳ ପାଇବେ ଲୋକ ମାନେ ଦେଖି ଆପଣଙ୍କ ରକ ହେବା ପାଇଁ ଚେଷ୍ଟା କରିବେ । ତେଣୁ ନିଜ ଜୀବନ ରେ ଯଦି କିଛି ପାଇବା ପାଇଁ ଚାଂହୁ ଛନ୍ତି , ତାହାଲେ ସୋଇକି ଭାବିବା ଅପେକ୍ଷା କିଛି କରିକି ଦେଖନ୍ତୁ । ନିଜ ଭବିଷ୍ୟତ ନିଜ ହାତରେ , ଆପଣ ଯାହା କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.