ଶୁଣନ୍ତୁ ଭାଇରାଲ Audio Call :ରାତି ଅଧରେ ଦେଉର ,ଭାଉଜଙ୍କ ଅଶ୍ଳୀଳ ଅଡିଓ କଲ, ଜଲଦି ମୋ ରୁମକୁ ଆସ ମୁଁ ଆଉ ସମ୍ଭଳି ପାରୁନି ….ଦେଖନ୍ତୁ Video
ଆଜିର ଦୁନିଆରେ ଯେଉଁଭଳି ଭାବରେ ପ୍ରତିଦିନ କିଛି ଏମିତି ଘଟଣା ଘଟୁଛି ଯାହା ସାଧାରଣରେ ଗ୍ରହଣୀୟ ନୁହେଁ। ସଭ୍ୟ ଶିକ୍ଷିତ ସମାଜରେ ସେସବୁ ର ସ୍ଥାନ ବେଶ୍ ତଳେ ରହିଛି। ଯାହା କିଛି ଅସାମାଜିକ ଲୋକ ମାନଙ୍କର ହୀନ ମାନସିକତା କୁ ସ୍ପଷ୍ଟ କରୁଛି। ତେବେ ଦୁନିଆରେ ଦିନକୁ ଦିନ ଯେଉଁ ଭଳି ଭାବରେ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି। ଏହାକୁ ଦେଖି ଆପଣ ବି ଲଜ୍ଜିତ, ଅପମାନିତ ହେଉଥିବେ। ତେବେ ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ କାଣ୍ଡ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି।
କେତେବେଳେ ନୈତିକତା, ମାନବିକତା ଏବଂ ସଂଯମତା ହରାଇ ମଣିଷ ନିଜର କାମ ବାସନା ଏବଂ ନିଜର ଶାରିରୀକ ସମ୍ପର୍କ ସ୍ଥାପନ ର ଲାଳସା ରେ ଅନ୍ଧ ହୋଇ କିଛି ଏଭଳି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ ପ୍ରସ୍ତୁତ ହୋଇ ଯାଉଛି ତାହା ବାସ୍ତବରେ ଗ୍ରହଣୀୟ ନୁହେଁ। ଆଉ ସମୟକ୍ରମେ ଶେଷରେ ସେ ଏଥିପାଇଁ ଯେଉଁ ଦଣ୍ଡ ପାଉଛି ତାହା ବାସ୍ତବରେ ଉଲ୍ଲେଖନୀୟ ମଧ୍ୟ ଅଟେ। ଏଥିପାଇଁ କିଛି ମାତ୍ରାରେ ମଣିଷର ପାରିପାର୍ଶ୍ବିକ ଅବସ୍ଥା, ସଂସ୍କାର ଦାୟୀ ରହୁଛି ବୋଲି କୁହା ଯାଉଛି। କାରଣ ଏହା ଦ୍ଵାରା ମଣିଷ ନିଜର ନୈତିକତା ହରାଇଥାଏ। ତଥାପି ଆଜିର ଦୁନିଆର ଲୋକେ ଏଥିପ୍ରତି ସଚେତନ ହେଉ ନାହାନ୍ତି।
ଆଉ ସବୁଠାରୁ ଦୁଃଖର ବିଷୟ ହେଉଛି ଯେ ସମାଜ ଗଢ଼ିବା ଏବଂ ସମାଜର ବିକାଶ କରିବାର ଧାରା ଯାହା ହାତରେ ନ୍ୟସ୍ତ ରହିଛି, ଯେଉଁମାନେ ସମାଜର ଆଗାମୀ ଭବିଷ୍ୟତ ସେହି ଯୁବପିଢି ମାନେ ଯେଉଁଭଳି ଭାବରେ ଅସଭ୍ୟ ଅଚରଣ ପ୍ରଦର୍ଶନ କରିଛନ୍ତି ସଂସ୍କାର କୁ ଭୁଲି ତାହା ସମାଜକୁ ଏକ ଭିନ୍ନ ନକାରାତ୍ମକ ପଥରେ ନେଇ ଯାଉଛି। ତେଣୁ ଭିନ୍ନ ସମୟରେ ଏଥିପାଇଁ ଅନେକ ନିନ୍ଦନୀୟ ଘଟଣା ଆଦି ଘଟୁଥିବାର ମଧ୍ୟ ଦେଖା ଯାଉଛି। ଏବେ ନିକଟରେ ଗୋଟିଏ ଅଡିଓ ସାମ୍ନା କୁ ଆସିଛି ଯେଉଁଥିରେ ଜଣେ
ଯୁବତୀ ଏବଂ ଜଣେ ଯୁବକ ଅତି ଅଶ୍ଲୀଳ ଭାବରେ କଥାବାର୍ତ୍ତା ହେଉଥିବା ଶୁଣିବାକୁ ମିଳିଛି।
ଭାଇରାଲ ହେଉଥିବା ଏହି ଅଡିଓ ରେକର୍ଡରେ ଯୁବକ ଓ ଯୁବତୀ ଜଣଙ୍କ ପରସ୍ପର ମଧ୍ୟରେ କିଛି ସମୟ ଧରି ପ୍ରେମ ବାର୍ତ୍ତାଳାପ କରୁଛନ୍ତି ଏବଂ ମଝିରେ ମଝିରେ କିଛି ଅଶ୍ଳୀଳ ଭାଷାରେ ପ୍ରୟୋଗ ମଧ୍ୟ କରୁଛନ୍ତି। ଏହାପରେ ଯୁବତୀ ପଚାରୁଛନ୍ତି ଆମର ଆଉ କେବେ ଦେଖା ହେବ ଏବଂ ଯୁବକ ଜଣଙ୍କ କହୁଛନ୍ତି ଭିଡିଓ କଲ ରେ ଦେଖେଇଲେ କଣ ଅସୁବିଧା ଅଛି କି ମୁଁ ତୁମର ସବୁ କଣ୍ଡିସନ୍ ରେ ରାଜି ଅଛି। କିନ୍ତୁ ଯୁବତୀ ଜଣଙ୍କ କହୁଛନ୍ତି ମୁଁ ଭିଡିଓ କଲ କରିବିନି କି ଦେଖିବିନି ଯୁବକ ଜଣଙ୍କ କାହିଁକି ବୋଲି ପଚାରୁଛନ୍ତି। ଏହାପରେ ଯୁବତୀ ଜଣକ କହୁଛନ୍ତି ମୋର୍ ମୁଡ୍ ନାହିଁ ଯେତେ ବେଳେ ମୁଡ୍ ହେବ ସେତେବେଳେ କହିବି। ତେବେ ଏହି ଅଡିଓ ର କ୍ଲିପ୍ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି ଯାହାକୁ ଲୋକମାନେ ଶୁଣି ବହୁତ ନିନ୍ଦା କରୁଛନ୍ତି ।