Solar Eclipse – ସୂର୍ଯ୍ୟ ପରାଗ (25 October) ହାଣ୍ଡିଛାଡ ସଠିକ ସମୟ | ୪ ଟି ରାଶିରେ ଖୁସିରବର୍ଷା |

0 139

ସୂର୍ଯ୍ୟପରାଗ ଲାଗିବାର ୯ ଘଣ୍ଟା ବା ୩ ପ୍ରହାର ପୂର୍ବରୁ ଏବଂ ପରାଗ ଲାଗିବାର ୩ ଘଣ୍ଟା ପୂର୍ବରୁ ପାକ ନିଷେଧ ହୋଇଥାଏ । ଏହି ସମୟକୁ ସୁତକ ସମୟ କୁହଯାଏ । ଏହି ସମୟରେ ଖାଦ୍ଯ ଖାଇବା ନିଷେଧ କରାଯାଇଛି । ଏହି ପରାଗର ସୁତକ ସମୟ ହେଉଛି ୨୪ ଅକ୍ଟୋବର ସୋମବାର ରାତି ୯ଟା ୨୫ ମିନିଟରୁ ୨୫ ଅକ୍ଟୋବର ମଙ୍ଗଳବାର ସଂଖ୍ୟା ୬ଟା ୩୨ ମିନିଟ ପର୍ଯ୍ଯନ୍ତ ରହିବ । ପରାଗ ଲାଗିବାର ସମୟ ୨୫ ଅକ୍ଟୋବର ମଙ୍ଗଳବାର ଦିନ ୨ଟା ୨୯ ମିନିଟ ଓ ଶେଷ ହେବ ୬ଟା ୩୨ ମିନିଟ ।

ସଂପୂର୍ଣ୍ଣ ଗ୍ରାସ ସମୟ ହେଉଛି ଦିନ ୪ଟା ୩୧ ମିନିଟ ଓ ଶେଷ ସମସ୍ଯା ୫ଟା ୫୬ ମିନିଟ । ଏହି ସମୟରେ ଗର୍ଭବତୀ ମହିଳାଙ୍କୁ ପରାଗ ଦେଖିବା ଅନୁଚିତ । ଏହା ସହ ସିଲେଇ ବା କଟାକଟି କରିବା ଅନୁଚିତ । ଏହି ସମୟରେ ଖାଦ୍ୟ ଗ୍ରହଣ କରିବା ଅଶୁଭ ଅଟେ ।

ପରାଗ ସମୟରେ ଖାଦ୍ଯ ଗ୍ରହ କରନ୍ତୁ ନାହି । ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ୟ ନିଷେଧ ଅଟେ । ଏହି ସମୟରେ ଶୁଭ କାର୍ଯ୍ୟ କରନ୍ତୁ ନାହି । ନଚେତ ପରିବାରରେ ଅନିଷ୍ଟ ହୋଇଥାଏ । ଏହି ସମୟରେ ଠାକୁର ପୂଜା କରନ୍ତୁ ନାହି ।

ତେଣୁ ଠାକୁର ପୂଜା ବନ୍ଦ କରିବା ସହ ଗଛକୁ ସ୍ପର୍ଶ କରନ୍ତୁ ନାହି । ଏହି ସମୟରେ କିଛି ଦାନ କରିଲେ ଶରୀରରେ କୌଣସି ପ୍ରକାରର ରୋଗ ହୁଏ ନାହି । ପରାଗ ଛାଡିବା ପରେ ସ୍ନାନ କରି ପିନ୍ଧିଥିବା ବସ୍ତ୍ର ଧୋଇ ଦେବା ନୀତି କରିବା ଉଚିତ ।

ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ଅନୁଚିତ ନଚେତ ଏହାର କୁପ୍ରଭାବ ସନ୍ତାନଙ୍କ ଉପରେ ପଡିଥାଏ । ସୂର୍ଯ୍ୟପରାଗ କାରଣରୁ ଗ୍ରହ ଓ ନକ୍ଷତ୍ର ମାନଙ୍କର ସ୍ଥାନ ପରିବର୍ତ୍ତନ ହେବାକୁ ଯାଉଛି ।ଯାହା ଫଳରେ କିଛି ରାଶିଙ୍କର୪ ଭାଗ୍ୟ ବଦଳିବାକୁ ଯାଉଛି । ସେହି ୮ଟି ରାଶି ବିପଦ ହେଉଛନ୍ତି ରାଶି । ଏମାନଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି ।


ମେଷ ରାଶି : ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଗ୍ରହଣ ବହୁତ ଭଲ ସମୟ ନେଇକି ଆସିବ । ଆପଣଙ୍କ ଜୀବନରେ ଯାହା ବି ସମସ୍ଯା ରହିଥିଲା ତାହା ଦୂର ହେବ । କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ । ଆପଣଙ୍କ ପାଇଁ ଭାଗ୍ୟଶାଳୀ ସମୟ ରହିବ । ଶୁଭ ଫଳ ପ୍ରାପ୍ତି ହେବ । ଗ୍ରହଣର ଶୁଭ ପ୍ରଭାବ ଆପଣଙ୍କ ଉପରେ ପଡିବ । ଇନକମ କ୍ଷେତ୍ରରେ ବୃଦ୍ଧି ହେବ ।

କନ୍ୟା ରାଶି : ଏହି ସୂର୍ଯ୍ୟଗ୍ରହଣ ଆପଣଙ୍କ ପାଇଁ ଲାଭକାରି ସାବ୍ୟସ୍ତ ହେବ । ଆପଣଙ୍କୁ ଚାରିଆଡୁ ଲାଭ ହିଁ ଲାଭ ମିଳିବ । ବଡ ଖୁସି ଖବର ପ୍ରାପ୍ତ ହେବ । ଆର୍ଥିକ ଉନ୍ନତି ମିଳିବ । ଚାକିରି କରୁଥିଲେ ବେତନରେ ବୃଦ୍ଧି ହେବ ।

କୁମ୍ଭ ରାଶି : ଧନ କ୍ମାୟବାର ଅନେକ ଅବସର ପାୟେ । ବିଦେଶ ଯିବାର ସ୍ଵପ୍ନ ପୂରଣ ହେବ । ଅଟକି ରହିଥିବା ଧନ ଫେରି ପାଇବେ । ଯାହା ଦ୍ଵାରା ଆର୍ଥିକ ସ୍ଥିତି ମଜବୁତ ହେବ । ଏହି ସମୟରେ ଚାରିଆଡୁ ଲାଭ ହିଁ ଲାଭ ମିଳିବ ।

ତୁଳା ରାଶି : ଏହି ସୂର୍ଯ୍ୟଗ୍ରହଣ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ । ଧନ ଲାଭ ହେବ । କାର୍ଯ୍ୟ କ୍ଷେତ୍ରରେ ଲାଭ ମିଳିବ । ଆପଣଙ୍କୁ ମାନ ସମାନ ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.