viral video – ହଁ ମୁଁ ଲଙ୍ଗୁଳୀ ନାଚବାଲି, ହଁ ମୁଁ ଛାତି ଦେଖେଇ ନାଚିବିନି କାହିଁକି? ମାର ମତେ ସମସ୍ତେ ମାର ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଯାତ୍ରା କମିଟି ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ମହିଳାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବୁଝିବାକୁ ନାରାଜ ଥିଲେ । ତଳେ ଖଚାଖଚ ଦର୍ଶକଙ୍କ ଭିଡ, ମଞ୍ଚ ମଞ୍ଚରେ ଉପରେ ନୃତ୍ୟ କରୁଥିଲେ ଡ୍ୟାନ୍ସର ରାନୀ ପ୍ରିୟଦର୍ଶିନୀ । ରେକର୍ଡ ଡ୍ୟାନସରେ ମଜି ଯାଇଥିଲେ ହଜି ଯାଇଥିଲେ ରାନୀ ।
ଛୋଟ ଛୋଟ କଷ୍ଟ୍ୟୁମ୍ ପିନ୍ଧିଥିଲେ ଭଲ ମେକଅପ ବି ନେଇଥିଲେ । ଦର୍ଶକଙ୍କ ମନୋରଞ୍ଜନ ପାଇଁ ବଛା ବଛା ବଲିଉଡ ବିଟରେ ନୃତ୍ୟ ପରିବେଶଣ ବି କରୁଥିଲେ । ଅଚାନକ କିନ୍ତୁ ରାନୀଙ୍କ ନୃତ୍ୟ ଦେଖି ଚିହିଁଙ୍କି ଉଠିଲେ ଜଣେ ମହିଳା, ସିଧା ଷ୍ଟେଜକୁ ଚଢ଼ିଲେ ଉଦଣ୍ଡ ନୃତ୍ୟ କାହିଁକି ପରିବେଶଣ କରୁଛ କହି ଚାହିଁକି ଉଠିବା ସହ ନୃତ୍ୟ ପରିବେଶଣ କରିଥିଲେ ଆଉ ତା ପରେ ଯାହା ହେଲା ଭିଡିଓ ଭାଇରାଲ ହୋଇ ସୋସିଆଲ ମିଡିଆରେ ବି ନିଆଁ ଭଳି ବ୍ୟାପିଗଲା ।
ମିଳିଥିବା ଖବର ଅନୁସାରେ କିଛି ସମୟର ବାଦ ବିବାଦ ଓ ବୁଝାସୁଝା ପରେ ମହିଳା ଜଣଙ୍କ କୁଆଡ଼େ ଶାନ୍ତ ପଡ଼ିଥିଲେ । ଏବେ କିନ୍ତୁ ଏହି ଘଟଣାର ସମ୍ପୂର୍ଣ୍ଣ ଭିଡିଓ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି କରିଛି । ଭଦ୍ରକ ବାସୁଦେବପୁର ଉପନିର୍ବାଚନର ତାତିକୁ ପଛରେ ପକାଇ ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣାକୁ ନେଇ ସଫେଇ ଦେଇ ସଂପୃକ୍ତ ଆଇଟମ ଡ୍ୟାନସର ରାନୀ ପ୍ରିୟଦର୍ଶିନୀ କହିଛନ୍ତି, ମୁଁ କିଛି ଖୋଲିନାହିଁ, ମୋର କିଛି ଖସିନାହିଁ । ମୁଁ ନୃତ୍ୟରେ ମଗ୍ନ ଥିଲି । ତେବେ ରାନୀ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ ମଧ୍ୟ ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଇଛି ।
ଏଥିପାଇଁ ରାନୀ ପ୍ରିୟଦର୍ଶିନୀ କଣ କହିଲେ; ହଁ ମୁଁ ଲଙ୍ଗଳା ନାଚବାଲି , ହଁ ମୁଁ ଛାତି ଦେଖିକି ନାଚିବିନି କାହିଁକି ଏହି ନାଚରେ ଟଙ୍କା ରେ ମୋର ପରିବାର ପୋଷୁଛି ଓ ମୋ ରୋଗ ରେ ପଡ଼ିଥିବା ମୋ ମାଆ ଓ ବାପାଙ୍କ ଚିକିତ୍ସ କରୁଛି ଓ ମୋ ବଡ଼ ଭଉଣୀ ର ବାହାଘର ହେଉନାହିଁ ତାଙ୍କର ବିବାହ କରିବି ମୋର ଶିକ୍ଷା ଗତ ଯୋଗ୍ୟତା ଭିତରେ ମୁଁ ଏହା କରୁଛି !
ମୁଁ କରିବିନି ତ ଏହା କରିବା କିଏ ଯାତ୍ରା ଜଗତ ରେ କିଏ ଏହି ସବୁ ଆରମ୍ଭ କରିଥିଲା ସେ କଥା ମୁଁ କହିପାରିବିନି କିନ୍ତୁ ଏତିକି ଜାଣିଛି ଯେ ଏହି ୧୦ରୁ ୧୫ ମିନିଟ୍ ର ନାଚ ଦେଖିବା ପାଇଁ ଲୋକ ଆସିଥାନ୍ତି । କିଏ ତାଙ୍କ ସ୍ତ୍ରୀ କୁ ଆଣିଥାନ୍ତି ତ ଆଉ କିଏ ତାଙ୍କ ସାଙ୍ଗ ସାଥି ମଙ୍କ ସହିତ ଆସିଥାନ୍ତି ।
କିଏ ମୋ ନାଚ କୁ ଦେଖି ଭଳି କୁହନ୍ତି ତ ଆଉ କିଏ ଖରାପ ଭାଷାରେ ମୋତେ ଗାଳି ଦିଅନ୍ତି ସତରେ କଣ ମୁଁ ଗୋଟିଏ ଖରାପ ଝିଅ କେହିତ ଜଣେ ମୋ ପରିସ୍ଥିତି ରେ ଆସି ଛିଡ଼ା ହୁଅ ମୋ ଜୀବନର କାହାଣୀ ଟା ଶୁଣିଲେ ତଥାପି ଆପଣ ମାନେ କହିବେ ମୁ ଯଦି ଖରାପ ତାହାଲେ ଗୋଟିଏ ଜୋତା କଣ ମୋତେ ଶହେଟା ଜୋତା ମାରି ଦେଲେ ବି ମୁଁ କିଛି କହିବିନି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।